ହଁ ଦର୍ଶକ ବନ୍ଧୁ ଆଜି କାଲି ପୁରୁଷ ଙ୍କ ଠୁ ଆରମ୍ଭ କରି ମହିଳା ଙ୍କ ପର୍ଯ୍ୟନ୍ତ ଏବେ ସମସ୍ତ ଙ୍କ ଠାରେ ଏହି ୟୁରିନ ଇନଫେକ୍ସନ ପରି ମାରାତ୍ମକ ରୋଗ ଦେଖା ଯାଇଥାଏ | ହେଲେ ଏହି ଇନଫେକ୍ସନ ପୁରୁଷ ଙ୍କ ଠୁ ମହିଳା ଙ୍କ ଠାରେ ଅଧିକ ଦେଖା ଯାଇଥାଏ ବୋଲି କୁହାଯାଏ | କାରଣ ପୁରୁଷ ଙ୍କ ଅପେକ୍ଷା ମହିଳା ଙ୍କ ଠାରେ ଏହି ଅଧିକ ଦେଖାଯିବାର ଗୋଟିଏ କାରଣ ହେଇଛି ମହିଳା ଙ୍କ ର ପରିସ୍ରା ଓ ଝାଡା ରାସ୍ତା ପାଖା ପାଖୀ ରହିଥିବା କାରଣ ରୁ ଜୀବାଣୁ ଗୁଡିକ ଝାଡା ମାଧ୍ୟମ ରେ ପରିସ୍ରା ରାସ୍ତା କୁ ଆସିଥାଏ | ଯାହା ଫଳ ରେ ମହିଳା ଙ୍କ ଠାରେ ଏହି ମୂତ୍ରା ଶୟ ଇନଫେକ୍ସନ ଅଧିକ ହେଇଥାଏ ବୋଲି କୁହା ଯାଏ | ପୁରଷ ଙ୍କ ଏହା କମ ହେଇଥାଏ କାରଣ ମହିଳା ଙ୍କ ଓ ପୁରଷ ଙ୍କ ଶରୀର ର ଗଠନ ସମାନ ଭାବେ ହେଇନଥାଏ ସେଥିପାଇଁ ପୁରୁଷ ଙ୍କ ଠାରେ ଏହା କମ ଇନଫେକ୍ସନ ହେବାର ଦେଖାଯାଏ |
ଆପଣଙ୍କ ର ୟୁରିନ ଇନଫେକ୍ସନ ହେଇଛି ବୋଲି ଆପଣ କେମିତି ଜାଣିବେ ଆସନ୍ତୁ ତାର ଲକ୍ଷଣ ବିଷୟରେ ଜାଣିବା |
ଲକ୍ଷଣ :-
ତେବେ ଆପଣଙ୍କ ର ଏହି ମୂତ୍ରା ଶୟ ଇନଫେକ୍ସନ ର କେତେଗୁଡିଏ ଲକ୍ଷଣ ଦେଖାଯାଏ | ତାହେଲେ ସେ ଲକ୍ଷଣ ଗୁଡିକ ହେଉଛି ବାନ୍ତି ହେବା, ପିଠି ଅଣ୍ଟା ବ୍ୟଥା ହେବା ଓ ବହୁତ ଜୋର ରେ ଜ୍ୱର ହେବା ଏମିତି ସବୁ ହେଉଥିଲେ ଆପଣ ଜାଣିନେବେ ଯେ ଆପଣଙ୍କ ର ମୂତ୍ରା ଶୟ ରେ ଇନଫେକ୍ସନ ହେଇଛି ବୋଲି |
ମୂତ୍ରା ଶୟ ର ଜଟିଳତା :-
ମୂତ୍ରା ଶୟ ର ଇନଫେକ୍ସନ ହେଲେ ଏହା ଆପଣଙ୍କ କିଡ଼ନୀ ସମସ୍ୟା ଦେଖା ଦେବା ସହିତ ଆପଣଙ୍କ ତୋଳି ପେଟ ବ୍ୟଥା ହେବା ସହିତ ପରିସ୍ରା କରିବାରେ ମଧ୍ୟ ଅସୁବିଧା ହେଇଥାଏ |
ଚିକିତ୍ସା :-
ତେବେ ବନ୍ଧୁଗଣ ମୂତ୍ରଶୟ ଜନିତ ରୋଗ ପାଇଁ ଦୁଇ ପ୍ରକାର ଔଷଧ ଅବଲମ୍ବନ କରାଯାଏ ତାହାଲେ ପ୍ରଥମ ହେଉଛି ଆଣ୍ଟିବିଓଟିକ ଟାବଲେଟ ଓ ଅନ୍ୟଟି ହେଉଛି ଆଣ୍ଟିବାୟଟିକ ଇଞ୍ଜେକ୍ସନ | ତେବେ ଏହି ଇଞ୍ଜେକ୍ସନ ବା ଟାବଲେଟ ଆପଣଙ୍କ ଯୋଡି ଅଧିକ ଇନଫେକ୍ସନ ହେଇଥାଏ ତାହାଲେ ଇଞ୍ଜେକ୍ସନ ବ୍ୟବହାର କରାଯାଏ ଓ କମ ହେଇଥିଲେ ଟାବଲେଟ ର ବ୍ୟବହାର କରାଯାଇଥାଏ | ତେବେ ଏହା ସ୍ତ୍ରୀ ଲୋକଙ୍କ ଠାରେ 3 ରୁ 5 ଦିନ ଯାଏ ବ୍ୟବହାର କରାଯାଉ ଥିବା ବେଳେ ପୁରୁଷ ଙ୍କ ଠାରେ ଏହା 10 ରୁ 14 ଦିନ ପରେ ବ୍ୟବହାର କରାଯାଏ |
ଏହାକୁ ରୋକିବେ କପରି :-
ତେବେ ମୂତ୍ରା ଶୟ ଜନିତ ଇନଫେକ୍ସନ କୁ ରୋକିବା ପାଇଁ ଆପଣଙ୍କୁ ସବୁବେଳେ ସଫାସୁତୁରା ପ୍ରତି ଧ୍ୟାନ ଦେବାକୁ ପଡିବ ଓ ଦ୍ୱିତୀୟ ରେ ଆପଣ ବ୍ୟବହାର କରୁଥିବା ଅଂଡର ୱଆର କୁ ବାରମ୍ବାର ବଦଳାଇବା |ତୃତୀୟ ରେ ପରିସ୍ରା ଜାଗାରେ ସାବୁନ ନ ଲଗାଇବା ଓ ଚତୁର୍ଥ ରେ ଇଣ୍ଟେରକଷ୍ଟ ସମୟରେ ପରିସ୍ରା ପାସ କରି ଶୋଇବା ଓ ପଞ୍ଚମ ରେ ସୁଷମ ଖାଦ୍ୟ ଖାଇବା ଆବଶ୍ୟକ ହେଇଥାଏ | ଏହା କରିବା ଦ୍ୱାରା ଆପଣ ଏହି ସବୁ ସମସ୍ୟା କୁ ରକି ପାରିବେ |
ମୂତ୍ରାଶୟ ଜନିତ ଇନଫେକ୍ସନ ର ପାଣି ର ଭୂମିକା :-
ଦୁଇ ପ୍ରକାର ଲୋକଙ୍କ ଠାରେ ଏହି ଇନଫେକ୍ସନ ଦେଖା ଯାଇଥାଏ ( 1 ) କମ ପାଣି ପିଉ ଥିବା ଲୋକ ଓ (2 ) ରେ ଅଧିକ ପାଣି ପିଉ ଥିବା ଲୋକ |
କମ ପାଣି ପିଉ ଥିଲେ ଅଧିକ ପରିମାଣ ଇନଫେକ୍ସନ ଦେଖା ଦେଇଥାଏ ଓ ଅଧିକ ପାଣି ପି ଲେ କିଡ଼ନୀ ଜନିତ ରୋଗ ଦେଖା ଯାଇ ଥାଏ |
ଡାକ୍ତର ଙ୍କ ପରାମର୍ଶ :-
ଏହି ରୋଗ ହେଲେ ଆପଣଙ୍କ ଡାକ୍ତର ଙ୍କ ନେବା ନିହାନ୍ତି ଆବଶ୍ୟକ ହେଇଥାଏ |ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭିଡ଼ିଓ ଯାହା ଏବେ ଲୋକମାନଙ୍କ ଠାରେ ବହୁତ ପରିମାଣ ରେ ଦେଖା ଯାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।