୬ ମାସରେ ଥରେ ପିଅନ୍ତୁ, ଚର୍ମରୋଗ, କବଜ, ମୁଣ୍ଡବିନ୍ଧା ଭଳି ହଜାରେ ରୋଗ ଭଲ ହୋଇଯିବ | Toxin Removal Drink

ହଁ ଦର୍ଶକ ବନ୍ଧୁ ଟକ୍ସିନ ଯୋଗୁଁ ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ ଓ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟ ଆମ ଶରୀରରେ ଦେଖା ଦେଇଥାଏ | ତେବେ ଆମ ଶରୀରକୁ ଟକ୍ସିନ ବିଭିନ୍ନ ପ୍ରକାରର ମାଧ୍ୟମରେ ଆସିଥାଏ ଯଥା ପାଣି, ବାୟୁ, ଧୂଳି ଓ ଖାଦ୍ୟ ଏହିଭଳି ବିଭିନ୍ନ ଉପାୟରେ ଆମ ଶରୀର ଭିତରକୁ ତାହା ପ୍ରବେଶ କରି ରୋଗ ସୃଷ୍ଟି କରିଥାଏ | ତେବେ ଯଦି ଆପଣ ଯେତେ ଶୋଇଲା ପରେ ମଧ୍ୟ ପୁଣି ନିଦ ଆସୁଛି ଓ ଶୋଇବାକୁ ଇଚ୍ଛା ହେଉଛି ତାହେଲେ ଆପଣ ଙ୍କ ଶରୀରରେ ଟକ୍ସିନ ର ମାତ୍ର ବଢି ଯାଇଛି | ତାହେଲେ ଆସନ୍ତୁ ଜାଣିବା ଏହି ଟକ୍ସିନ ଯୋଗୁଁ ଆମକୁ କେଉଁ କେଉଁ ରୋଗ ହୋଇଥାଏ , ଆଉ ସେହି ସବୁ ରୋଗର ଲକ୍ଷଣ ଗୁଡିକ କଣ, ଆଉ ଆମେ କେଉଁ ପ୍ରତିକାର ସେବନ କୁ ବ୍ୟବହାର କରିବା |

ତେବେ ଯଦି ଆପଣଙ୍କ ଶରୀରରେ ଟକ୍ସିନ ର ମାତ୍ର ବଢିଯାଇଛି ତାହେଲେ ତାହାକୁ ଯଥା ସମ୍ଭବ କୋମାଇବା ପାଇଁ ଚେଷ୍ଟା କରନ୍ତୁ | ତେବେ ଟକ୍ସିନ ବଢିବା ଯୋଗୁଁ ଆମ ଶରୀରରେ ଦେଖା ଯାଉଥିବା ଲକ୍ଷଣ ଗୁଡିକ ହେଲା :-

1- ଓଜନ ବଢ଼ିଯିବ , ଥରେ ଓଜନ ବଢିଲେ ଆଉ କମିବାର ନାହିଁ ତାହା କ୍ରମାଗତ ଭାବରେ ବଢିବ |

2-ଦ୍ୱିତୀୟରେ ପେଟ ଠିକ ଭାବରେ ସଫା ନ ହେଲା, ଯଦି ଆପଣଙ୍କର ପେଟ ସଫା ହେଉନି ତାହେଲେ ତାହା ଯୋଗୁଁ ମଧ୍ୟ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇଥାଏ | ଆଉ କବଜ ଭଳି ସମସ୍ୟା ମଧ୍ୟ ଦେଖା ଦେଇଥାଏ |

3- ତୃତୀୟ ରେ ସ୍କିନ ଇନଫେକ୍ସନ ହେବା, ଯଦି ଆପଣଙ୍କ ଶରୀରରେ ଟକ୍ସିନ ର ମାତ୍ର ବଢିଯିବ ତାହେଲେ ତ୍ୱଚା ରେ ବିଭିନ୍ନ ପ୍ରକାରର ଦାଗ ଓ ବ୍ରଣ ଦେଖା ଦେଇଥାଏ |

4-ଏହି ଟକ୍ସିନ ର ପରିମାଣ ବଢିଗଲେ ମଧ୍ୟ ଆପଣଙ୍କୁ ଝାଳ ବହିଥାଏ ଓ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇଥାଏ |

5- ଯଦି ଆପଣଙ୍କର ପେଟ ଠିକ ଭାବରେ ସଫା ନ ହୁଏ ଆଉ ଟକ୍ସିନ ଜମି ରୁହେ ତାହେଲେ ଆପଣଙ୍କର ପାଟି ମଧ୍ୟ ଦୁର୍ଗନ୍ଧ ହେବ |

ତାହା ବ୍ୟତୀତ ମୁଣ୍ଡ ବିନ୍ଧିବା ଭଳି ସମସ୍ୟା ମଧ୍ୟ ଦେଖା ଯାଇଥାଏ , ତାହେଲେ ଆସନ୍ତୁ ଆଜି ଆମେ ଗୋଟିଏ ଏପରି ଘରେଇ ଉପଚାର ସେବନ ପାଇଁ ବନେଇବା ଯାହା ଯୋଗୁଁ ଆପଣଙ୍କର ଏହି ଭଳି ସମସ୍ୟା ଦୁରେଇ ଯିବ |

ଆବଶ୍ୟକୀୟ ଉପକରଣ :-

କ୍ଷୀର ଓ ଲେମ୍ବୁ

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆମେ ଗୋଟିଏ ଗଢେଇ ନେଇ ତାକୁ ଗ୍ୟାସ ରେ ବସାଇ ଦେବା ଓ ସେହି ଗଢେଇରେ ଆଣିଥିବା କ୍ଷୀର କୁ ଢାଳିଦେବା | ତାପରେ କ୍ଷୀର ଗରମ ହେଇ ସାରିଲା ପରେ ସେଥିରେ ଗୋଟିଏ ଲେମ୍ବୁ କୁ ଆଗରୁ ଚିପୁଡ଼ି ରସ କାଢି ରଖିଥିବା ଓ ସେହି ଗରମ କ୍ଷୀର ରେ ଢ଼ାଳିବା | ଆଉ ସେହି କ୍ଷୀର କୁ ଘାଣ୍ଟିବା | କିଛି ସମୟ ପରେ ଦେଖା ଯିବକି କ୍ଷୀର କାଟିକି ଛେନା ହେଇଯାଇଛି | ବର୍ତ୍ତମାନ ସେହି ଛେନା ରୁ ପାଣିକୁ ଅଲଗା କରିବା ଓ ରଖିବା |

ବ୍ୟବହାର :-

ଏହିଭଳି ଭାବରେ ପ୍ରସ୍ତୁତ ପାଣିକୁ ଆମେ 6 ମାସରେ 15 ଦିନ ଖାଲି ପେଟରେ ପିଇଲେ ଟକ୍ସିନ ଭଳି ସମସ୍ୟା ରୁ ମୁକ୍ତି ପାଇବା ସହିତ, ଆମର ଏହି ଟକ୍ସିନ ସମ୍ବଧୀୟ ରୋଗ ଭଲ ହୋଇଯିବ |

ତାହେଲେ ଆପଣଅନେକ ମଧ୍ୟ ଏହି ସେବନ କୁ ବ୍ୟବହାର କରନ୍ତୁ | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment