ହଁ ଦର୍ଶକ ବନ୍ଧୁ ଆଜିର ଦୁନିଆରେ ରୋଗ କାହାକୁ ବା ନାହିଁ ହେଲେ କିଛି ରୋଗର ଉପଚାର ଥିବା ବେଳେ ଆଉ ଅଳ୍ପ କିଛି ରୋଗ ର ଉପଚାର ନଥାଏ | ତେବେ ଆମେ ଅନେକ ସମୟରେ ରୋଗର ଉପଶମ ପାଇଁ ଡାକ୍ତର ଙ୍କ ପାଖକୁ ଯାଇଥାଉ ଓ ଔଷଧ ମଧ୍ୟ ଖାଇଥାଉ |ଆଉ ଏପରି କିଛି ଉପଶମ ରହିଛି ଯାହାକୁ ଆମେ ଘରେ ବ୍ୟବହାର କରି ରୋଗକୁ ଦୂର କରି ପରିବା |ତେବେ ଯେଉଁ ସବୁ ରୋଗ ର ଉପଚାର ରହିଛି ଓ ଯାହାକୁ ଆମେ ବ୍ୟବହାର କରିଲେ ଆମ ଶରୀର ରେ ହେଉଥିବା କଷ୍ଟ କୁ ଦୂର କରିପାରିବା |ସେ ସବୁ ରୋଗ ବିଷୟରେ ଆମେ ଜାଣିବା ଓ ତାହା କେମିତି ଘରେଇ ଉପଚାର ଦ୍ୱାରା ଆମେ ଭଲ କରିପାରିବା ତାହା ବିଷୟରେ ଜାଣିବା ଓ ଏହାର ପ୍ରସ୍ତୁତି ବିଷୟରେ ମଧ୍ୟ ଜାଣିବା |
ତେବେ ଏପରି ଅନେକ ଲୋକ ଅଛନ୍ତି ଯାହାଙ୍କର ଆଣ୍ଠୁ ଗଣ୍ଠି ବିନ୍ଧା ଓ ମୁଣ୍ଡ ବିନ୍ଧିବା, ରାତିରେ ନିନ୍ଦ ଠିକ ସେ ନ ହେବା, ଥଣ୍ଡା ଲାଗିବା ଓ ମଧୁମୟେ, ମୋଟା ପଣ ଏମିତି ବିଭିନ୍ନ ରୋଗ ପାଇଁ ଆମେ ବହୁତ ଚିନ୍ତା ରେ ପୋଡ଼ିଯାଇଥାଉ | ତାହାଲେ ଆଜି ଆମେ ଏମିତି ଏକ ପତ୍ର ବିଷୟରେ ଜାଣିବା ଯାହା ବ୍ୟବହାର କରିଲେ ଆମର ଏହି ସବୁ ରୋଗ ଅତି ସହଜରେ ଭଲ ହେଇଯିବା ସହିତ ତାହା ଆଉ କେବେ ଜୀବନ ରେ ଦେଖା ଯିବନାହିଁ | ତେବେ ସେହି ପତ୍ର ଟି ହେଉଛି ତେଜ ପତ୍ର ଯାହା ପ୍ରତି ଦିନ ସେବନ ଦ୍ୱାରା ଆମ ଶରୀର ଦେଖା ଯାଉଥିବା ଏହି ସବୁ ରୋଗ ଅତି ସହଜରେ ଭଲ ହେବା ସହିତ ଆମର ବହୁତ ଉପକାର ମଧ୍ୟ ହେଇଥାଏ |ତାହାଲେ ଆସନ୍ତୁ ଆଜି ଜାଣିବା ଏହି ତେଜ ପତ୍ର କୁ କେମିତି ବ୍ୟବହାର କରିବା ଓ ଏହାର ସେବନ ବିଧି ବିଷୟରେ ଜାଣିବା |
ତେଜ ପତ୍ର ର ପ୍ରସ୍ତୁତି :-
ପ୍ରଥମେ ଗୋଟିଏ ପାତ୍ର ନିୟନ୍ତୁ ଓ ସେଥିରେ ଏକ ଗ୍ଲାସ ପାଣି ଦିୟନ୍ତୁ ଓ 4 ରୁ 5 ଟା ତେଜ ପତ୍ର ନେଇ ସେଥିରେ ଛିଣ୍ଡାଇ ଛୋଟ କରି 30 ମିନିଟ ପର୍ଯ୍ୟନ୍ତ ସେଇ ପାଣିରେ ରଖନ୍ତୁ | ତାପରେ ସେଇ ପାଣି କୁ ଗରମ କରନ୍ତୁ ମନେ ରଖନ୍ତୁ ପାଣି ଗରମ କରିବା ସମୟରେ ଗ୍ୟାସ ର ତାପ କମ ରଖନ୍ତୁ ଓ ପାଣି ଟିକିଏ ଗରମ ହେଇ ସରିଲା ପରେ ସେଥିରେ ଗୋଟିଏ ଚାମଚ ପାନ ମହୁରି ପକାନ୍ତୁ ଓ ପାତ୍ର ଦେଇଥିବା ପାଣି ଅଧା ପର୍ଯ୍ୟନ୍ତ ହେଇଗଲେ ତାକୁ ଓଲ୍ହାଇ ନିୟନ୍ତୁ ଓ ତାକୁ ଥଣ୍ଡା ହେବା କୁ ଛାଡି ଦିୟନ୍ତୁ |
ଏହାର ସେବନ ବିଧି :-
ଆପଣ ପ୍ରସ୍ତୁତ କରିଥିବା ତେଜ ପତ୍ର ର ପାଣି କୁ ଏବେ ଗୋଟିଏ ଗ୍ଲାସ ରେ କାଢି ନିୟନ୍ତୁ ଓ ତାକୁ ଆପଣଙ୍କ ଚା ପିଇବା ସମୟରେ ସେବନ କରନ୍ତୁ ଏମିତି ମାତ୍ର ଦୁଇ ସପ୍ତାହ କରନ୍ତୁ ଦେଖିବେ ଆପଣଙ୍କର ଏହି ସବୁ ରୋଗ ମୂଳ ରୁ ଦୂର ହେଇଯିବ |
ତାହାଲେ ଏହା ଥିଲା ଆଜିର ଘରେଇ ଉପଚାର ର ଏକ ଛୋଟ ଭିଡ଼ିଓ ଯାହାକୁ ଆମେ ମାନେ 30 ପ୍ରକାରର ରୋଗର ଉପଶମ ପାଇଁ ବ୍ୟବହାର କରିଥାଉ | ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାକୁ ଲାଗିଛି ଓ ଲୋକମାନଙ୍କର ବହୁ ମତ ମଧ୍ୟ ଦେଖିବାକୁ ମିଳିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।