ବନ୍ଧୁଗଣ ଯାତ୍ରା ଜଗତର ଅନେକ ସିନ ର ସୁନ୍ଦର୍ ଦୃଶ୍ୟ ସବୁ ଆପଣ ଅନେକ ସମୟରେ ଦେଖିବାକୁ ପାଇଥିବେ। ଯଦି ଆପଣ ଜଣେ ଯାତ୍ରାପ୍ରେମୀ ହୋଇଥିବେ ତେବେ ଜାଣିଥିବେ ଯେ ଯାତ୍ରା ଜଗତର କଥା କେତେ ମଜାଦାର ଏବଂ ମନୋରଂଜନ ପୂର୍ଣ୍ଣ ଅଟେ। ସେଥିପାଇଁ ଯାତ୍ରା ପ୍ରେମୀ ମାନଙ୍କର ଯାତ୍ରାପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ। ତେବେ ଯେତେବେଳେ ବି ଯାତ୍ରା ଜଗତର କୌଣସି କଥା ଆସେ ସେତେବେଳେ ଯାତ୍ରା ପ୍ରେମୀଙ୍କ ମନରେ ଭରି ଯାଇଥାଏ ଏକ ଭିନ୍ନ ଉତ୍ସାହ। ଯାତ୍ରା ଏକ ଏଭଳି ମନୋରଂଜନ ପ୍ରଦାନର ମଞ୍ଚ ଯାହା ଦର୍ଶକ ମାନଙ୍କୁ ତାର ଆକର୍ଷଣୀୟ ପ୍ରଦର୍ଶନ ରେ ବାନ୍ଧି ରଖିବାକୁ ସକ୍ଷମ ହୋଇଥାଏ।
ତେବେ ଓଡ଼ିଶାରେ ଯଲିଉଡ ଇଣ୍ଡଷ୍ଟ୍ରି ବା ଯାତ୍ରା ଜଗତର ଲୋକପ୍ରିୟତା ବେଶ୍ ଅଧିକ ରହିଛି। ଅନେକ ଯାତ୍ରା ପ୍ରେମୀ ଏମିତି ଅଛନ୍ତି ଯେଉଁମାନେ ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି। ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ। ଯେଉଁଠି ବି ଅପେରା ପଡ଼ିଲେ ଏବଂ ତାଂକ ପସନ୍ଦର କଳାକାର ସେହି ପାର୍ଟିରେ ଅଛନ୍ତି ଜାଣିଲେ ସେମାନେ ଆଗ୍ରହର ସହିତ ଯାତ୍ରା ଦେଖିବାକୁ ଦୌଡ଼ି ଯାଇଥାନ୍ତି। ଓଡ଼ିଶାର ଯାତ୍ରା ଜଗତ ପାଇଁ ଅନେକ ପାଗଳପ୍ରାୟ ଅଟନ୍ତି। ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି।
ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ସେହିପରି ଆଜି ଆମେ ଆପଣଙ୍କୁ ଦେଖାଇବୁ ଏକ କମେଡି ଦୃଶ୍ୟ।ଏହି ମଜାଦାର କମେଡି ସିନ ଦେଖି ଆପଣ ହସି ହସି ଗଡି ଯିବେ।ଏହି ମଜାଦାର ଦୃଶ୍ୟ ହେଉଛି ଶିବାନୀ ଗଣନାଟ୍ୟ ର।ଏଠାରେ ଅଭିନୟ କରୁଥିବା କଳାକାର ମାନଙ୍କର ଅଭିନୟକୁ ଦେଖି ଆପଣ ବି ଚକିତ ହୋଇଯିବେ।ଏଠାରେ ଆପଣ ଏକ ଭିନ୍ନ ଧରଣର ଡବଲ ମିନିଙ୍ଗ ର କମେଡି କୁ ଦେଖିବାକୁ ପାଇବେ। କନେଷ୍ଟବଳ ଜଣଙ୍କ ଡ଼ାକ୍ତର ବେଶରେ କିପରି ଭାବରେ ନିଜକୁ ସଜାଇ ମଜାଦାର ଢଙ୍ଗରେ ରୋଗୀ ଦେଖୁଛନ୍ତି ତାହା ଆପଣ ଏଠାରେ ଦେଖିବାକୁ ପାଇବେ।
ଜଣେ ସ୍ବାମୀ ତାଙ୍କ ସ୍ତ୍ରୀ ର ପିଲାପିଲି ହେଉନାହିଁ ବୋଲି ଏହାର କାରଣ କଣ ପଚାରିବାରୁ ନକଲି ଡାକ୍ତର ଜଣଙ୍କ କହୁଛନ୍ତି ଯେ ଆପଣଂକ ସ୍ତ୍ରୀର ଅନେକ ପରୀକ୍ଷା ହେବାକୁ ବାକି ଅଛି। ମୁଁ ସବୁ ପରୀକ୍ଷା କରି ସାରିବା ପରେ ଏମିତି ଔଷଧ ଦେବି ଯେ, ସାତ ମାସରେ ସାତ ପିଲା ହେବ। ଏହାକୁ ଶୁଣି ମହିଳାଙ୍କ ସ୍ବାମୀ କହୁଛନ୍ତି ଯେ ମୋ ସ୍ତ୍ରୀ କଣ କୁତୀ ଜନ୍ମ କରିବ। ଏହିଭଳି ଭାବରେ ଜବରଦସ୍ତ କମେଡି ର ତଡ଼କା ଥିବା ଏହି ଭିଡିଓ କୁ ଦେଖିଲେ ଆପଣ ବି ଖୁସି ହୋଇଯିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।