୮୦ ପ୍ରକାର ରୋଗର କାଳ ଏହି ଔଷଧ, ପରିସ୍ରା ସଂକ୍ରମଣ ପେଟ ରୋଗର ମୂଳରୁ ସଫା – Health Tips

ତେବେ ଆମେ ଜାଣିଛୁ କି ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଦେଇଥାଏ, ଆଉ ସେହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ମାନେ ମଧ୍ୟ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ ଆପଣାଇ ଥାଉ | ତେବେ ଏମିତି କିଛି ଘରେଇ ଉପଚାର ରହିଛି ଯାହାକୁ ବ୍ୟବହାର କରିକି ଆମ ଶରୀରରେ ଦେଖା ଯାଉଥିବା, ଡାଇବେଟିସ, ଉଚ୍ଚ ରକ୍ତ ଚାପ, କଲେଷ୍ଟେରଲ , ମେଦ ବହୁଳତା, କିଡ଼ନୀ, ହାର୍ଟ, ଲିଭର ଜନିତ ସମସ୍ତ ସମସ୍ୟା, ତାହା ସହିତ ଆମ ମୁହଁରେ ବାହାରୁ ଥିବା ବ୍ରଣ ଇତ୍ୟାଦି ଅନେକ ପ୍ରକାରର ସମସ୍ୟା ରୁ ମୁକ୍ତି ପାଇଁ ପାରିବା | ତାହେଲେ ସେହି ଭଳି ଗୋଟିଏ ଉପକରଣ ହେଉଛି ଧଣିଆ | ତାହେଲେ ଆସନ୍ତୁ ଧଣିଆ କୁ ବ୍ୟବହାର କରିକି ପ୍ରସ୍ତୁତ କରୁଥିବା ଘରେଇ ଉପଚାର ବିଷୟରେ ଜାଣିବା |

ତେବେ ଆମେ ମାନେ ଜାଣିଛୁ କି ଧଣିଆ ରେ ପ୍ରଚୁର ପରିମାଣରେ ଆଇରନ ଥାଏ ଯାହା ଆମ ଶରୀରରେ ଦେଖା ଯାଉଥିବା ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିଥାଏ ଓ ଆମ ଦେହକୁ ସମ୍ପୂର୍ଣ୍ଣ ସୁସ୍ଥ ରଖିଥାଏ ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଗୋଟିଏ ଅତି ସହଜ ଘରେଇ ଉପଚାର ବିଷୟରେ ଆଲୋଚନା କରିବା |

ଆବଶ୍ୟକୀୟ ଉପକରଣ :-

ଧଣିଆ, ଲେମ୍ବୁ, ଜିରା, ବିଟ ଲୁଣ, ମହୁ

ପ୍ରସ୍ତୁତି ପ୍ରଣାଳୀ :-

ଏହି ଉପଚାର ଟି ପ୍ରସ୍ତୁତ କରିବାକୁ ହେଲେ ଆମକୁ ପ୍ରଥମେ ଗୋଟିଏ ରୁ ଦୁଇ ଚାମଚ ଧଣିଆ ନେଇକି ତାହାକୁ ରାତିରେ ପାଣିରେ ଭିଜେଇ ଦେବାକୁ ପଡିବ | ଆଉ ତାହାକୁ ସକାଳ ପର୍ଯ୍ୟନ୍ତ ରଖିବା ପାଇଁ ପଡିବ ଯାହା ଯୋଗୁଁ ଧଣିଆ ରେ ଥିବା ସମସ୍ତ ପୋଷାକ ତତ୍ତ୍ୱ ସେହି ପାଣିରେ ମିଶିଯିବ | ତାହା ପରେ ସେହି ପାଣିକୁ ନେଇକି ଲୋ ଫ୍ରେମ ରେ ଆପଣ ତାକୁ 2-4 ମିନିଟ ପର୍ଯ୍ୟନ୍ତ ଫୁଟାଇବେ |

ତାହା ପରେ ସେହି ପାଣିରେ ଧଣିଆ ର ସମସ୍ତ ଉପକାରରୀ ଗୁଣ ମିଶିବା ପରେ ସେଥିରେ ଗୋଟିଏ ଲେମ୍ବୁ ରୁ ଫାଳେ ସେହି ପାଣିରେ ଚିପୁଡ଼ି ଦେବା | ତାହା ପରେ ସେହି ପାଣିରେ ଧଜା ବା କଞ୍ଚା ଜିରା ଗୁଣ୍ଡ ଗୋଟିଏ ଚାମଚ ମିଶାଇବା | ତାହା ପରେ ସେଥିରେ ଚିମୁଟାଏ ବିଟ ଲୁଣ ମିଶାଇବା ଓ ଶେଷରେ ଗୋଟିଏ ଚାମଚ ମହୁ ମିଶାଇବା | ତେବେ ଆପଣ ମାନେ ମନେ ରଖିବେ କି ପାଣି ଗରମ ଥିବା ସମୟରେ ଏହି ସବୁ ଉପାଦାନ କୁ ମିଶାଇବେ ନାହିଁ | ପାଣି ଟିକିଏ ଉଷୁମ ଥିବା ବେଳେ ଏହି ସବୁ ଉପାଦାନ ଗୁଡିକୁ ମିଶାଇବେ |

ବ୍ୟବହାର :-

ତେବେ ଏହି ମିଶ୍ରଣ କୁ ଆପଣ ମାନେ ସକାଳେ ଉଠି ଖାଲି ପେଟରେ ପିଇବେ ଓ ମନେ ରଖିବେ ଏହି ମିଶ୍ରଣ ବ୍ୟବହାର କରିବା ର 30 ମିନିଟ ପରେ ଆପଣ ମାନେ ଖାଇବା ଖାଇ ପାରିବେ | ଆଉ ଏହାକୁ ଆପଣ ସକାଳେ ଆଉ ସନ୍ଧ୍ୟାରେ ଦୁଇ ଥର ବ୍ୟବହାର କରି ପାରିବେ |

ତେବେ ଏହି ଭଳି ଭାବରେ ଘରେଇ ଉପଚାର ଳୁ ବ୍ୟବହାର କରିକି ଆମ ଶରୀରରେ ଦେଖା ଯାଉଥିବା ସମସ୍ତ ପ୍ରକାରର ରୋଗ ରୁ ମୁକ୍ତି ପାଇଁ ପାରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment