👍ମଡର୍ଣ୍ଣ ଯୁଗର ଯୁଗର ଷଡ଼ର୍ଣ୍ଣ ଛୁଆ xpress ଟ୍ୟାଲେଣ୍ଟେଡ… ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ…

ବନ୍ଧୁଗଣ ଏବେ ଏକ କୁନି ପିଲାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓ କୁ ଯିଏ ବି ଦେଖୁଚି ସେ ଖୁସି ହେବା ସହିତ ନିଶ୍ଚିତ କିଛି ପ୍ରତିକ୍ରିୟା ପ୍ରକାଶ କରୁଛି। ଆପଣ ତ ଜାଣିଛନ୍ତି କୁନି ପିଲା ମାନଙ୍କର ଭିଡିଓ ଏମିତି ମନୋରଞ୍ଜନ ପୂର୍ଣ୍ଣ ହୋଇଥାଏ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଦେଖିବାକୁ ପସନ୍ଦ କରନ୍ତି ଏବଂ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନେ ଆନନ୍ଦିତ ଏବଂ ଖୁସି ହୋଇଥାନ୍ତି।ଖୁସି ହେବା ସହିତ ସେମାନଙ୍କୁ ମନୋରଞ୍ଜନର ସୁରାକ ମଧ୍ଯ ମିଳିଯାଏ। ସେହିପରି ଏହି ମଜାଦାର ଘଟଣାରେ ଘଟିଛି।

ଏହି ଭିଡିଓକୁ ଦେଖିଲେ ଆପଣ ବି ଖୁସି ହେବା ସହିତ ଆଶ୍ଚର୍ଯ୍ୟ ହେବେ। କାରଣ ଏହି ଭିଡିଓ ଟି ସେହିପରି।ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ପିଲାମାନଙ୍କର ଏହିପରି ଅନେକ ମଜାଦାର ଦୃଶ୍ୟ ଏବଂ ପ୍ରତିଭାକୁ ସମସ୍ତଙ୍କୁ ଦେଖାଇଥାନ୍ତି। ଏହାସହ ସେମାନେ ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଓ ମଜାଦାର ଭିଡିଓ ସବୁ ସୋସିଆଲ ମିଡିଆରେ ସେୟାର କରନ୍ତି।ଅନେକ ଲୋକ ସେମାନଙ୍କର ଏହିଭଳି ଭିଡିଓ କୁ ଦେଖି ବହୁତ୍ ପସନ୍ଦ କରିବା ସହିତ ସେୟାର ମଧ୍ଯ କରିଥାନ୍ତି। ତେଣୁ ଆପଣ ସୋସିଆଲ ମିଡିଆରେ ଅନେକ ସମୟରେ ଏମିତି ଭାଇରାଲ ଭିଡିଓ ନିଶ୍ଚିତ ଦେଖୁଥିବେ।

ଯେତେବେଳେ ଏକ ଛୋଟ ପିଲାର କୌଣସି ଭିଡିଓ ସାମ୍ନାକୁ ଆସେ ତାହା ଦେଖିବା ପାଇଁ ମନରେ ଏକ ଆଗ୍ରହ ଏବଂ ଉତ୍ସାହ ରହିଥାଏ। ମଜାଦାର ଭିଡିଓ ଯେତେବେଳେ ଆପଣ ଦେଖିବାକୁ ପାଆନ୍ତି ସେତେବେଳ ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେଉଥିବେ। କାରଣ ଏଭଳି ଭିଡିଓ ଦେଖିବା ମାତ୍ରେ ଆମ୍ଭେ ଏହାକୁ ଦେଖି ଏହାକୁ ଉପଭୋଗ କରୁ। ସେହିପରି ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ତାହା ଏବେ ବେଶ୍ ଭାଇରାଲ ହେଉଛି।ଏହା ଏକ ଏମିତି ଭିଡିଓ ତାକୁ ଯିଏ ବି ଦେଖୁଛି ସେ ବେଶ୍ ଖୁସି ହେଉଛି। ଆଉ ଏହାକୁ ଦେଖି ଆପଣ ମଧ୍ଯ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର ଅଟେ।

ଏଠାରେ କୁନି ପିଲାଟି କେତେ ସୁନ୍ଦର୍ ଭାବରେ ପ୍ରଶ୍ନର ଉତ୍ତର ଦେଉଛି। ପିଲାଟି ଯେଉଁଭଳି ଭାବରେ ପାଠ ପଚାରିବା ମାତ୍ରେ ତାର ଉତ୍ତର ଦେଉଛି ତାକୁ ଦେଖିଲେ ଆପଣ ଖୁସି ହେବା ସହିତ ଆଶ୍ଚର୍ଯ୍ୟ ମଧ୍ଯ ହେବେ ଏବଂ ନିଶ୍ଚିତ ପ୍ରଶଂସା କରିବେ।ସେ ଯେଉଁଭଳି ପାଠ କହୁଛି, ଇଂରାଜୀ ଅକ୍ଷର ଗୁଡିକ ଡାକୁଛି ତାହା ଶୁଣିଲେ ଆପଣ ବି ହସି ହସି ଗଡି ଯିବେ। ବହୁତ୍ ସୁନ୍ଦର୍ ଭାବରେ ଚତୁରତାର ସହ ସେ ସବୁ ପ୍ରଶ୍ନର ଉତ୍ତର ଦେଉଛି।ଏହି ଭିଡିଓ ଟି ଦେଖିଲେ ଆପଣ ଏହାର ମଜା ନେଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment