Swastik Tv News Odisha

ମୃତ୍ୟୁ ପୂର୍ବର Lata Mangeshkar ଙ୍କର ଏହି ଶେଷ ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ… 64 କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି…

0

ଆପଣ ମାନେ ଦେଖିଥିବେ ସେଲିବ୍ରେଟି ମାନଙ୍କ ର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମନେ କୌତୁହଳ ପ୍ରକାଶ କରିଥାନ୍ତି। ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ତାଙ୍କର ସୁଖ ଓ ଦୁଃଖ ବିଷୟରେ ଜାଣିବା ପାଇଁ ମଧ୍ୟ ସେମାନେ ଚେଷ୍ଟା କରି ଥାଆନ୍ତି। ଜଣେ ସାଧାରଣ ମଣିଷ ହେଉ ବା ଯେତେ ବଡ଼ କଳାକାର ହେଉ ମୃତ୍ୟୁ ସମସ୍ତଙ୍କୁ କବଳିତ କରିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, କୋକିଳ କଣ୍ଠି ଲତା ମଙ୍ଗେସଙ୍କ ମୃତ୍ୟୁ ପୂର୍ବରୁ ଚାଲି ଚାଲି ଯାଉ ଥିବାର ଏକ ଭିଡ଼ିଓ ବର୍ତ୍ତମାନ ଆମ ସାମ୍ନାକୁ ଆସିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ବିଷୟରେ ଜାଣିବା;

ସୂଚନା ଅନୁସାରେ, ବଲିଉଡ ସିନେମା ଜଗତର ସୁନାମ ଧନ୍ୟ କଣ୍ଠଶିଳ୍ପୀ ଲତା ମଙ୍ଗେସଙ୍କରଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ, ସେ ବଲିଉଡ ସିନେମା ଜଗତର ଆଗ ଧାଡ଼ିର କୋକିଳ କଣ୍ଠି ଭାବରେ ବେଶ ଜଣାଶୁଣା ଅଟନ୍ତି। ତେବେ ଆପଣ ମାନେ ଜାଣିଥିବେ ଯେ, ଗତକାଲି କଣ୍ଠଶିଳ୍ପୀଙ୍କର ମୃତ୍ୟୁ ହୋଇ ଯାଇଛି। ଯାହାକି ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି ଓ ତାଙ୍କ ମୃତ୍ୟୁକୁ କେହି ହେଲେ ସହଜରେ ବିଶ୍ୱାସ କରି ପାରୁ ନାହାଁନ୍ତି। ବାଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଯାଇଛି।

ସେ ତାଙ୍କ ଜୀବନ କାଳ ମଧ୍ୟରେ ଅନେକ ଗୀତ ଗାଇଛନ୍ତି। ସେ ଏଭଳି ଭାବରେ ଗୀତ ଗାଇ ଥାଆନ୍ତି, ଯାହାକି ସମସ୍ତଙ୍କ ହୃଦୟରେ ରହି ଯାଇଛି। କୋକିଳ କଣ୍ଠିଙ୍କ ଗୀତ ଶୁଣିବା ପାଇଁ ସମସ୍ତେ ବହୁତ ଇଚ୍ଛା ପ୍ରକାଶ କରି ଥାଆନ୍ତି। ତାଙ୍କ ଗୀତକୁ କେହି କେବେ ହେଲେ ଭୁଲି ପାରନ୍ତି ନାହିଁ ଓ ଏଥି ସହିତ ତାଙ୍କୁ ମଧ୍ୟ କେହି ଭୁଲି ପାରିବେ ନାହିଁ। ସେ ସବୁଦିନ ପାଇଁ ସମସ୍ତଙ୍କ ହୃଦୟରେ ରହିଯିବେ। ସେ ଗୀତ ପାଇଁ ଅନେକ ଆୱାର୍ଡ଼ ପାଇଛନ୍ତି। ଲତା ମଙ୍ଗେସଙ୍କରଙ୍କୁ ଭାରତ ରତ୍ନ ଉପାଧି ମଧ୍ୟ ମିଳିଛି। ତାଙ୍କ ଭଳି କଣ୍ଠଶିଳ୍ପୀ ଆଉ କେବେ ହେଲେ ବି ବାଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସି ପାରିବେ ନାହିଁ। ତାଙ୍କ କଥା ମନେ ପକାଇ ସମସ୍ତ ଦେଶବାସୀ କାନ୍ଦୁଛନ୍ତି।

ତେବେ କୋକିଳ କଣ୍ଠିଙ୍କର ମୃତ୍ୟୁ ପୂର୍ବରୁ ଏକ ଭିଡ଼ିଓ ବର୍ତ୍ତମାନ ସମ୍ନାକୁ ଆସିଛି। ସେ ଚାଲି ଚାଲି ଯାଉଥିବା ସମୟରେ ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତାଙ୍କୁ ଏଭଳି ଅବସ୍ଥାରେ ଦେଖିଲେ ପ୍ରଶଂସକ ମାନେ ନିଜକି ସମ୍ଭାଳି ପାରୁ ନାହାଁନ୍ତି। ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ତାଙ୍କର ଏହି ଭିଡ଼ିଓକୁ ଦେଖି ତାଙ୍କୁ ମନେ ପକାଇ ସମସ୍ତେ ଝୁରି ହେଉଛନ୍ତି। ଭଗବାନ ତାଙ୍କ ଆମର ଆତ୍ମାକୁ ଶାନ୍ତି ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.