Swastik Tv News Odisha

ସିସିଟିଭି ରେ ରେକର୍ଡ ହେଲା ଏହି ଛୋଟ ପିଲାର ଅଦ୍ଭୁତ ଦୃଶ୍ୟ… ପ୍ରତ୍ୟେକ ବାପା ମା’ ଥରୁଟିଏ ଶେଷ ଯାଏଁ ନିଶ୍ଚୟ ଦେଖନ୍ତୁ ଏହି Video

0

ବନ୍ଧୁଗଣ ଆପଣ ତ ସୋସିଆଲ ମିଡିଆରେ ଅନେକ ଘଟଣା ସଂସ୍ପର୍ଶରେ ଆସୁଥିବେ। ଆପଣ ଦେଖୁଥିବା କିଛି ଭାଇରାଲ ଭିଡ଼ିଓରେ ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ, ସମସ୍ତଙ୍କୁ ଚକିତ କରିବା ଭଳି ହୋଇଥାଏ।କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ। ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।ତେବେ ସେହିସବୁ ଘଟଣା ଗୁଡ଼ିକ ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ରହିଛି ଯାହା ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ।

କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଆମେ କିପରି ସଚେତନ ହୋଇ ରହିବାର ଆବଶ୍ୟକତା ରହିଛି ଏବଂ ଛୋଟ ଛୋଟ ପିଲା ମାନଙ୍କ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ ସେହିପରି ଏକ ଘଟଣା ଆମେ ଆଜି ଆପଣଙ୍କୁ ଜଣାଇବୁ ଯାହା ଦେଖିଲେ ଆପଣ ଭାବିବେ କଣ ଏମିତି ବି ଘଟିପାରେ।ତେବେ ଆମେ କହିବାକୁ ଯାଉଥିବା ଏହି ଘଟଣାରେ ଯାହା ଘଟିଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ କାରଣ ଘଟଣା କିଛି ସେହିପରି ଅଟେ।

ଅନେକ ସମୟରେ ଆମେ ଅନେକ ପ୍ରକାର ଦୁର୍ଘଟଣା ଆମେ ଆମ ଚତୁପାର୍ଶ୍ଵରେ ଦେଖିବାକୁ ପାଇଥାଉ।କହିବାକୁ ଗଲେ ଦୁର୍ଘଟଣା ଅନେକ ପ୍ରକାରର ଅଟେ ଯାହା ଅନେକ ସମୟରେ ଅଜାଣତରେ ବି ଘଟି ଯାଇଥାଏ।ଏବେ ସାମ୍ନାକୁ ଆସିଛି ସେହିପରି ଏକ ଘଟଣାର ଚିତ୍ର ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ଅଟେ କିନ୍ତୁ ଏହାକୁ ମାନିବାକୁ ପଡ଼ିବ।ଏହି ଘଟଣା ରେ ଦେଖନ୍ତୁ, ଜଣେ କୁନି ବାଳକ ଏକ ଛୋଟ ହାଣ୍ଡି ବା ବାଉଲ୍ ରେ ଚିପ୍ସ ରଖି ଖାଉଥିବା ବେଳେ ସେ ହଠାତ୍ ତାର ମୁଣ୍ଡକୁ ଏହି ବାଉଲ ଭିତରେ ପୂରାଇ ଦେଉଛି। ମୁଣ୍ଡ ଵାଉଲ୍ ଭିତରେ ପଶିଯିବା ପରେ ସେ ବାହାର କରିବାକୁ ଚେଷ୍ଟା କରୁଛି।

କିନ୍ତୁ ଏହା ସମ୍ଭବ ହେଉନାହିଁ।ପରେ ସେ ପାଟି କରିବାରୁ ତା ସହ ଖେଳୁଥିବା ଦୁଇ ଅନ୍ୟପିଲା ଏହି ବାଉଲ କୁ ବାହାର କରିବାକୁ ଚେଷ୍ଟା କରି ପାରୁନାହାନ୍ତି।ପରେ ଜଣେ ପିଲା ଯାଇ ଉକ୍ତ ବାଳକର ମାଆ କୁ ଡାକୁଛି ଏବଂ ମାଆ ଆସି ମଧ୍ୟ ତାର ମୁଣ୍ଡରୁ ହାଣ୍ଡିକୁ ବାହାର କରିବାକୁ ଚେଷ୍ଟା କରି ବିଫଳ ହେଉଛନ୍ତି। ଶେଷରେ ଜଣେ ବ୍ୟକ୍ତି ଆସି କଟର ସାହାଯ୍ୟରେ ଧ୍ୟାନ ପୂର୍ବକ ହାଣ୍ଡିକୁ ପାର୍ଶ୍ଵରୁ କାଟି ଏହାକୁ ମୁଣ୍ଡରୁ ବାହାର କରୁଛନ୍ତି। ଏହାପରେ ଉଭାୟ ବାଳକ ଓ ତାର ମାଆ ବହୁତ୍ ଖୁସି ହୋଇ ଯାଉଛନ୍ତି ଏବଂ ଉକ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଉଛନ୍ତି। ତେଣୁ ଘରେ ପିଲା ମାନଙ୍କ ଉପରେ ଏସବୁ ଜିନିଷ ପ୍ରତି ଆପଣ ନିଶ୍ଚୟ ଧ୍ୟାନ ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.