Swastik Tv News Odisha

କେଉଁ ଜୀବ ତା ଛୁଆକୁ ଦେଖିବା ଆଗରୁ ମୃତ୍ୟୁବରଣ କରେ ? ଏହାର ଉତ୍ତର 99% ଲୋକଙ୍କୁ ଜଣା ନାହିଁ …ଦମ୍ ଅଛି ତ ଉତ୍ତର କହି ଦେଖନ୍ତୁ…

0

ଆଜିର ଦିନରେ ଯେକୌଣସି କମ୍ପିଟେଟିଭ୍ ପରୀକ୍ଷା ରେ ଉତ୍ତିର୍ଣ୍ଣ ହେବା ପାଇଁ ସାଧାରଣଜ୍ଞାନ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ । ଅନେକ ଛାତ୍ର ଛାତ୍ରୀ ମାନେ ସଧାରଣ ପ୍ରଶ୍ନ ମାନଙ୍କର ଉତ୍ତର ଦେବାରେ ଅସଫଳ ହୋଇଥାନ୍ତି , ଯାହାଫଳରେ ସେମାନଙ୍କୁ ପୁଣି ଥରେ ଅପେକ୍ଷା କରିବା ପାଇଁ ପଡିଥାଏ । ସେଥିଲାଗି ନିଜକୁ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡିଥାଏ । ପରିଶେଷରେ ନିଜ ଲକ୍ଷ୍ୟସ୍ଥଳରେ ଆମକୁ ପହଞ୍ଚାଇଥାଏ ।

ବଡ ବଡ ପଦବୀ ରେ ନିଯୁକ୍ତି ପାଇବା ପାଇଁ ହେଲେ ଅନେକ ଇଣ୍ଟରଭ୍ୟୁ ଫେସ୍ କରିବା ପାଇଁ ପଡିଥାଏ । ସେଥିରେ ବିଭିନ୍ନ ପ୍ରକାର ମଜାଳିଆ ପ୍ରଶ୍ନ ପଚାରା ଯାଇଥାଏ । ଯାହାର ଉତ୍ତର ଦେବା ବହୁତ ସହଜ ହୋଇଥାଏ ମାତ୍ର ଅନେକ ଛାତ୍ରଛାତ୍ରୀ ମାନେ ଏହାର ଉତ୍ତର ଦେବାରେ ଅସଫଳ ହୋଇଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେହିପରି କେତେକ ସାଧାରଣ ଜ୍ଞାନ ସମ୍ୱନ୍ଧୀୟ କେତେକ ପ୍ରଶ୍ନ ସହ ଉତ୍ତର ସମ୍ପର୍କରେ ଜଣେଇବୁ । ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡିକର ଉତ୍ତର ସମ୍ପର୍କରେ ।

1. କେଉଁ ଦେଶରେ ଭିକାରୀ ମାନେ ଭିକ ମାଗିବାକୁ ଲାଇସେନ୍ସ କରିଥାନ୍ତି ?
ଉତ୍ତର – ସ୍ୱେଡେନ ।

2. ମୋ ପାଖକୁ ଛୋଟ ଆସେ ବଡ ଆସେ ଛୋଟ ଖସି ଯାଇ ବଡ ପଶି ଯାଇ ?
ଉତ୍ତର – ଚାଲୁଣି ।

3. କେଉଁ ଜୀବର ମୁଣ୍ଡ କଟିଗଲେ ମଧ୍ୟ 8 ଦିନ ବଞ୍ଚିପାରେ ?
ଉତ୍ତର – ଅସରପା ।

4. କାହାର କାନ ନାହିଁ ?
ଉତ୍ତର – ଦୋକାନ ।

5. କେଉଁ ପ୍ରାଣୀର 5 ଟି ଆଖି ଥାଏ ?
ଉତ୍ତର – ମହୁମାଛି ।

6. ଶରୀରର କେଉଁ ଅଙ୍ଗ ନିଆଁରେ ଜଳେ ନାହିଁ ?
ଉତ୍ତର – ନଖ ।

7. କେଉଁ ଜୀବ ଡେଇଁ ପାରେ ନାହିଁ ?
ଉତ୍ତର – ହାତୀ ।

8. ପଥର ହେଲେ ବି ସେ ପାଣି ତାହା କଣ ?
ଉତ୍ତର – ବରଫ ।

9. କାହା ପାଖରେ ରିଙ୍ଗ ଅଛି ହେଲେ ପିନ୍ଧିବା ପାଇଁ ଆଙ୍ଗୁଠି ନାହିଁ ?
ଉତ୍ତର – ମୋବାଇଲ ।

10. ସେଇଟା କେଉଁ ଜିନିଷ ଯାହା ତୁମର କିନ୍ତୁ ବ୍ୟବହାର କରନ୍ତି ଅନ୍ୟମାନେ ?
ଉତ୍ତର – ତୁମ ନାମ ।

11. ତାହା କଣ ଯାହାର ମୁଣ୍ଡ ଏବଂ ଲାଞ୍ଜ ଅଛି କିନ୍ତୁ ଶରୀର ନାହିଁ ?
ଉତ୍ତର – ମୁଦ୍ରା ।

12. କେଉଁ ବ୍ୟାଙ୍କରେ ପଇସା ନାହିଁ ?
ଉତ୍ତର – ରିଭରବ୍ୟାଙ୍କ ।

13. ସେ କାହା ସହିତ ଝଗଡା କରେ ନାହିଁ ତଥାପି ସମସ୍ତେ ତାଙ୍କୁ ମାରିଥାନ୍ତି ସେ କିଏ ?
ଉତ୍ତର – ଢୋଲ ।

14. କେଉଁ ଜୀବ ତା ଛୁଆକୁ ଦେଖିବା ଆଗରୁ ମୃତ୍ୟୁ ବରଣ କରେ ?
ଉତ୍ତର – ପ୍ରଜାପତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.