Swastik Tv News Odisha

ଋତୁସ୍ରାବ (ପିରିୟଡ୍‌ସ) ଅନିୟମିତତା କାହିଁକି ହୁଏ ? Dr. Veera Bhadra

0

ପ୍ରତ୍ୟେକ ଝିଅ ମନଙ୍କୁ ସେମାନଙ୍କ ପରିୟଡ୍ସ ବିଷୟରେ ଅବଗତ ହେବା ଅତ୍ୟନ୍ତ ଜରୁରୀ ଅଟେ , କାରଣ ସେମାନେ ଯେତେବେଳେ ପିରିୟଡ୍ସର ଫାଷ୍ଟ ସିଚୁଏସନ ଫେସ୍ କରିଥାନ୍ତି ସେମାନେ ବହୁତ ଡରି ଯାଇଥାନ୍ତି । ସେଥିପାଇଁ ଏ ସମ୍ପର୍କରେ ଆଗ ଫ୍ୟାମିଲି ଓ ପରେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଅବଗତ କରାଇବା ଉଚିତ୍ ।

ମେନସୁଲେସନ ସାଇକେଲ ଷ୍ଟାଟ ହେବାର ଗୋଟିଏ ଏଜ୍ ଲିମିଟେସନ ଥାଏ , ଯେଉଁଟା 11 ରୁ 13 ମଧ୍ୟରେ ଦେଖିବାକୁ ମିଳିଥାଏ । ଅନେକ ସମୟରେ 8 ବର୍ଷର ଝିଅ ମାନଙ୍କ ଠାରେ ମଧ୍ୟ ଦେଖାଯାଏ , ତ ଏହାର କୌଣସି ରିଜିନ ମଧ୍ୟ ରହିଥାଏ । ଯେଉଁଟାକି ପ୍ରପର ଡାଏଟ୍ , ଅଧିକ ଓଜନ ବଢିଯିବା ଏସବୁ କୁ କଣ୍ଟ୍ରଲ ରେ ରଖିବା ଫ୍ୟାମିଲି ମେମ୍ୱର ଙ୍କ ଦାୟିତ୍ୱ ହୋଇଥାଏ ।

ଋତୁସ୍ରାବରେ ଅନିୟମିତତା କାହିଁକି ହୁଏ :-

ଶରୀରରେ ହରମୋନାଲ ଇନ ବାଲାନ୍ସ ହେଲେ ପରିୟଡ୍ସ ଇରେଗୁଲାର ହୋଇଥାଏ , ଯେମିତି କି ଠିକ୍ ଭାବରେ ନଶୋଇବା , ଅଧିକ ଟ୍ରେସରେ ରହିବା ଆଦି କାରଣରୁ ମଧ୍ୟ ପରିୟଡ୍ସ ରେ ଇରେଗୁଲାର ଦେଖାଯାଏ । ଏହି ସମୟରେ ଡକ୍ଟରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ ଅଟେ ।

ପିରିୟଡ୍ସ ସମୟରେ କେମିତି ସଫା ସୁତୁରା ରହିବେ :-

ମାସିକା ବା ମେନସୁଲେଟ୍ ସମୟରେ ଅଧିକ ସଫାସୁତରା ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଏହି ସମୟରେ ଇନଫେକ୍ସନ ହେବାର ଅଧିକ ଚାନ୍ସସେସ୍ ରହିଥାଏ । ତେଣୁ ଏଥିଲାଗି ସମସ୍ତ ମା ବା ଝିଅ ମାନେ ପ୍ୟାଡ୍ ୟୁଜ୍ କରନ୍ତୁ । ଏହି ସିଚୁଏସନ ରେ ଫ୍ୟାମିଲି ଲୋକଙ୍କର ସୋପଟ୍ କରିବା ମଧ୍ୟ ଜରୁରୀ ଅଟେ ।

ପିସିଓଏସ୍ ସମସ୍ୟା କଣ :-

ଫିମେଲ ମାନଙ୍କ ବଡିରେ ଯେଉଁ ଓଭରିସ ଗୁଡିକ ଥାଏ ଯାହା ଅଭୁଲେସନ କରାଏ । ପଲିସିଷ୍ଟିକ୍ ଓଭରିଆଲ ଡିଜିସ୍ ଏମିତି ଏକ ଜିନିଷ ତାହା ହେବାର କାରଣ ହେଉଛି ଲାଇଫ୍ ଷ୍ଟାଇଲ୍ ରେ ପରିବର୍ତ୍ତନ ଦେଖାଯିବା । ଯେମିତିକି ଖାଇବା ପ୍ରବ୍ଲେମ ଏନଭାଇରମେଣ୍ଟାଲ ଫେକ୍ଟସ୍ , ଫାଷ୍ଟ ଫୁଡ୍ ଆଦି ଅଧିକ ଖାଇବା ବହୁତ ଶୀଘ୍ର ଓଜନ ବଢିବା ଆଦି ପିସିଓଏସ୍ ହେବାର ଚାନ୍ସ ଅଧିକ ଥାଏ ।

ଡକ୍ଟରଙ୍କୁ ପରାମର୍ଶ କରିବା ଆବଶ୍ୟକ :-

ଇରେଗୁରାଲ ବ୍ଲିଡିଙ୍ଗ ହେବା ଏକ୍ସସିଭ୍ ବ୍ଲିଡିଙ୍ଗ ହେବା ସେହିସବୁ ପ୍ରବ୍ଲମ ହେଲେ ଡକ୍ଟରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ ଅଟେ । ଯଦି ଗୋଟେ ପିଲାର ବହୁତ ଦିନ ଧରି ବ୍ଲିଡିଙ୍ଗ ହେଉଛି ତେବେ ଏ ସମୟରେ ଘରେ ରହି ଘରୋଇ ଚିକିତ୍ସା ନକରି ଡକ୍ଟରଙ୍କ ପରାମର୍ଶ ନେବା ଉଚିତ୍ । ଏହାବ୍ୟତୀତ ପିସିଓଏସ୍ ର ସମସ୍ୟା ରହିଥିଲେ ଏହାର ପ୍ରପର ସେଲ୍ୟୁସନ ଓ ଡକ୍ଟରଙ୍କ ପରାମର୍ଶ ନେବା ଜରୁରୀ ହୋଇଥାଏ । କାରଣ ଏସବୁ ଜିନିଷକୁ ଏତେ ହାଲକା ନେବା ଆଦୌ ଉଚିତ୍ ନୁହଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.