Swastik Tv News Odisha

ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ଅଙ୍ଗନବାଡି ଦିଦି ଙ୍କ ଭିଡ଼ିଓ… 36 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

0

ଦୁନିଆରେ ସମୟେ ସମୟେ କିଛି ବିଚିତ୍ର ଘଟଣା ଦେଖିବାକୁ ମିଳିଥାଏ। ଏହି ବିଚିତ୍ର ସଂସାର। ଏମିତି ଘଟଣା ଯାହାକୁ ସମାଜ ଘୃଣା କରିଥାଏ ଆଉ ବେଳେ ବେଳେ ପ୍ରେରଣା ମିଳିଥାଏ। ତେବେ ଆସନ୍ତୁ ଏମିତି ଏକ ଘଟଣା ଜାଣିବେ ଯାହାକୁ ଶୁଣିଲେ ମୁଣ୍ଡରେ ହାତ ଦେବେ ବେଳେବେଳ ମଣିଷ ଏମିତି କିଛି କାମ କରି ଥାଏ ତାହା ସମସ୍ତଙ୍କୁ ପ୍ରଶଂସା କରି ଥାଆନ୍ତି। ସମାଜରେ ଏମିତି କିଛି କାମ କର ଯାହାକୁ ସମସ୍ତେ ମନେ ରଖିବେ। ଏହି ପରି ଭିଡ଼ିଓ ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ତିହିଡି ଅଂଚଳରେ। ଏଠାରେ ଜଣେ ଅଙ୍ଗନବାଡି କର୍ମୀ ଯାହା କରୁଛନ୍ତି ସ୍ଥାନୀୟ ଅଞ୍ଚଳରେ ରେ ପୁରା ଆଚଙ୍କିତ ହୋଇ ପଡିଛନ୍ତି ସମସ୍ତେ।

ସେ ଅଙ୍ଗନବାଡି ଦିଦି ଜଣଙ୍କ ପଢିବା ଶୈଳୀ ସମସ୍ତଙ୍କ ଛାତି ଥରାଇ ଦେଇଛି। ଆଉ ବେଳେ ବେଳେ କେଉଁଠି ଦେଖା ଯାଇଥାଏ ଯେ ଘର ଥିବ,ଶିକ୍ଷକ , ଆଉ ସବୁ ସୁବିଧା ଥାଇକି ମଧ୍ୟ ସେଠାକାର ପାଠ ପଢେଇବା ନ ଥିବ। ଆଉ କେଉଁଠି ଘର, ପାନୀୟ ଜଳ ଥିବ ହେଲେ ଶିକ୍ଷକ ନଥିବେ ଯାହା ଦ୍ୱାରା ସବୁ ପିଲା ମାନେ ପଢିବାକୁ ବଂଚିତ ହୋଇ ଥାଆନ୍ତି।

ଯାହା ଦ୍ୱାରା ଅଧିକାଂଶ ଖରାପ ପ୍ରଭାବ ଆଗାମୀ ପିଢୀର ପିଲାଙ୍କ ଉପରେ ପଡିଥାଏ। ଏଥିପାଇଁ ପିଲାଙ୍କ ଭବିଷ୍ୟତ ପୁରା ଅନ୍ଧାର ଘରକୁ ପଳାଉଛି ଆଉ ସେମାନେ ସବୁ ସୁବିଧା ପାଇବାରୁ ବଞ୍ଚିତ। ଆଉ ଏହାରି ଭିତରେ ବେଳେ ବେଳେ ଦେଖା ଯାଇଥାଏ ଅଙ୍ଗନବାଡ଼ିରେ ବହୁତ ସାରା ଦୁର୍ନୀତି ଦେଖା ଯାଇଥାଏ। ଅଙ୍ଗନବାଡି ର ସମସ୍ତେ ଥିବେ ହେଲେ ସେଠାରେ ପାଠ ପଢା ନଥାଏ ଆଉ ପିଲାଙ୍କ ଯତ୍ନ ମଧ୍ୟ ନେଇ ନଥାନ୍ତି ଯାହା ପାଇଁ ବହୁତ ସାରା ଅଭିଯୋଗ ଆସିଥାଏ। ସରକାରଙ୍କ ଏଥିପାଇଁ ବହୁତ ସାରା ଯୋଜନା ମଧ୍ୟ କରିଛନ୍ତି ଯାହା ଦ୍ୱାରା ଅଙ୍ଗନବାଡି ରେ ପଢ଼ୁଥିବା ଛୁଆ ଓ ତାଙ୍କ ବାପା ମା ମାନେ ବହୁତ ଉପକୃତ ହେବେ। ସରକାର ଛୁଆଙ୍କ ପାଇଁ ଚୁନା,ଅଣ୍ଡା,ସୁଜି ଏମିତି ବହୁତ କିଛି ଯୋଗାଇ ଦେଇ ଥାଆନ୍ତି ହେଲେ କେଉଁଠି ଠିକ ଭାବରେ ପହଞ୍ଚି ଥାଏ ତ ଆଉ କେଉଁଠି ପହଂଚିବାରେ ବାଟ ଭୁଲ ହୋଇଥାଏ ଯାହା ପାଇଁ ସରକାରଙ୍କୁ ଲୋକେ ଅଭିଯୋଗ କରି ଥାଆନ୍ତି।

କିନ୍ତୁ ଏହାରି ଭିତରେ ଏମିତି ଏକ ଭିଡ଼ିଓ ସମସ୍ତଙ୍କ ଆଖିକୁ ଚମକାଇ ଦେବ। ଏଠାରେ ଅଙ୍ଗନବାଡି ଦିଦି ପିଲାଙ୍କୁ ପଢ଼ାଇବା ପାଇଁ ଛୁଆଙ୍କୁ ଉତ୍ସାହିତ କରୁଛନ୍ତି ଆଉ ନିଜେ ନାଚ ମାଧ୍ୟମରେ ପିଲାଙ୍କୁ ପାଠ ପଢେଇବା ସହିତ ଶିକ୍ଷା ପ୍ରଦାନ କରୁଛନ୍ତି। ଯାହା ଦ୍ୱାରା ଛୁଆ ମାନେ ପାଠ ପଢିବାକୁ ଆଗ୍ରହ ହେବେ ଏବଂ ସବୁଦିନ ପାଠ ପଢିବାକୁ ମନ ଦେବେ। ସବୁଦିନ ପିଲାଙ୍କୁ ପଢ଼ିବାକୁ ବାପା ମା ମନେ ଖୁସି ହେବେ। ଏହିପରି ସବୁ ଜାଗାରେ ଶିକ୍ଷା ଦିଆଯିବ ତେବେ ପିଲା ମାନେ ପଢିବା ପାଇଁ ଆଗ୍ରହ ପ୍ରକାଶ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.