Swastik Tv News Odisha

B ନାମଧାରୀ ବ୍ୟକ୍ତି ଯଦି ତୁମ ପାଖରେ ଅଛନ୍ତି ତେବେ ନିଶ୍ଚୟ ଦେଖନ୍ତୁ

0

ସମସ୍ତଙ୍କ ଜୀବନରେ ପ୍ରାୟତଃ ନାମର ମହତ୍ତ୍ୱ ରହିଥାଏ , ପ୍ରତ୍ୟେକ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର ତାଙ୍କ ଜୀବନରେ ବହୁତ ଅଧିକ ପ୍ରଭାବ ପକାଇଥାଏ । ନାମର ପ୍ରଥମ ଅକ୍ଷରରୁ ହିଁ ବ୍ୟକ୍ତିର ସ୍ୱଭାବ ବିଷୟରେ ବହୁତ କିଛି ଜଣା ଯାଇଥାଏ । ନାମର ପ୍ରଥମ ଅକ୍ଷରରୁ ହିଁ ସମସ୍ତେ ନିଜ ବିଷୟରେ ଜାଣିପାରିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ B ନାମର ବ୍ୟକ୍ତିଙ୍କ ସ୍ୱଭାବ ବିଷୟରେ ।

1. B ନାମର ବ୍ୟକ୍ତିଙ୍କ ଶାରୀରିକ ଗଠନଶୈଳୀ :-

ଏମାନେ ବହୁତ ସୁନ୍ଦର , ଆକର୍ଷକ ଓ ଆଖି ମୁନିଆ ଟାଇପର ହୋଇଥାଏ ।

2. B ନାମଧାରୀ ବ୍ୟକ୍ତିଙ୍କ ସ୍ୱଭାବ :-

ଏମାନେ ସର୍ବଦା କିଛି ନା କିଛି ନୂଆ ରାସ୍ତା ଖୋଜିବାରେ ଲାଗିଥାନ୍ତି , ବି ନାମଧାରୀ ବ୍ୟକ୍ତିମାନେ ଗୋଟିଏ କାମରେ ସନ୍ତୁଷ୍ଟ ରହି ନଥାନ୍ତି । ଏମାନଙ୍କୁ ନୂଆ ନୂଆ କାର୍ଯ୍ୟ କରିବାକୁ ପସନ୍ଦ ଲାଗିଥାଏ , ଏମାନେ ନିଜ ରାସ୍ତା ନିଜେ ହିଁ ତିଆରି କରନ୍ତି । ଏମାନେ ବହୁତ କମ ଲୋକଙ୍କ ଉପରେ ବିଶ୍ୱାସ କରନ୍ତି ,ଯାହାକୁ ଏମାନେ ବିଶ୍ୱାସ କରିଥାନ୍ତି ସେମାନଙ୍କ ସାଥିରେ ହିଁ ସାଙ୍ଗସାଥୀ ହୋଇଥାନ୍ତି । ଏମାନେ ନିଜର ବିଚାରକୁ ନିଜ ଭିତରେ ସର୍ବଦା ସିକରେଟ ରଖିଥାନ୍ତି , ତା ସହିତ ଏମାନେ ଅଯଥା ବିବାଦରୁ ନିଜକୁ ଦୂରେଇ ରଖିବା ପସନ୍ଦ କରଥାନ୍ତି ।

B ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତିମାନେ ଶାନ୍ତ ସ୍ୱଭାବର ହୋଇଥାନ୍ତି , କିନ୍ତୁ ଯେବେ ଏମାନଙ୍କୁ କ୍ରୋଧ ଆସିଥାଏ ତ ଏମାନେ କାହାର କଥା ଶୁଣନ୍ତି ନାହିଁ । ପ୍ରାୟତଃ ଏମାନେ ନିଜ କ୍ରୋଧ କୁ ଲୁଚାଇକରି ରଖିଥାନ୍ତି , ଏମାନଙ୍କ ଠାରୁ କୌଣସି ତର୍କରେ ଜିତିବା ବହୁତ କଷ୍ଟ ହୋଇଥାଏ ।

3. B ନାମଧାରୀ ବ୍ୟକ୍ତିଙ୍କ କ୍ୟାରିଅର :-

ଏମାନେ ନିଜ କ୍ୟାରିଅରକୁ ନେଇ ବହୁତ ଚିନ୍ତା କରିଥାନ୍ତି ,କିନ୍ତୁ ତାହାକୁ ପୂରା କରିବାକୁ ପ୍ରାୟତଃ ପଛରେ ରହିଯାଆନ୍ତି । ଏମାନେ ନିଜର ସିକରେଟ୍ କୁ ଅନ୍ୟ ମାନଙ୍କ ସହ ସହଜରେ ସେୟାର କରନ୍ତି ନାହିଁ । ଏମାନଙ୍କର ପ୍ରତ୍ୟେକ କାର୍ଯ୍ୟକୁ ଚୁପଚାପ ହିଁ କରିଥାନ୍ତି , ନିଜ କାମ ବିଷୟରେ କାହାକୁ ଜାଣିବାକୁ ଦିଅନ୍ତୁ ନାହିଁ । ଏମାନଙ୍କର ଏହି ଗୁଣ ଏମାନଙ୍କୁ ସଫଳତା ଆଡକୁ ନେଇଯାଇଥାଏ , ନିଜ କାର୍ଯ୍ୟ କ୍ଷେତ୍ରରେ ଭଲ ପଦରେ ରହିଥାନ୍ତି ।

4. B ନାମଧାରୀ ବ୍ୟକ୍ତିଙ୍କ ଭଲପାଇବାର ସ୍ୱଭାବ :-

ଏପରି ଲୋକମାନେ ବହୁତ ଭାବୁକ ସ୍ୱଭାବର ହୋଇଥାନ୍ତି , ଏଥିପାଇଁ ଏମାନେ ଶୀଘ୍ର ହିଁ ଭଲ ପାଇଁ ବସିଥାନ୍ତି । ଏମାନେ ସମ୍ପର୍କକୁ ବହୁତ ଗୁରୁତ୍ୱ ଦେଇଥାନ୍ତି , ଏମାନେ କେବଳ ଜଣକୁ ହିଁ ଭଲ ପାଇଥାନ୍ତି । ଭଲ ପାଇବା କ୍ଷେତ୍ରରେ ଏମାନେ ଉଚ୍ଚକୋଟୀର ହୋଇଥାନ୍ତି ,କିନ୍ତୁ ଭଲ ପାଇବାରେ ଏମାନେ ଅଧିକ ହିଁ ଧୋକା ଖାଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.