Swastik Tv News Odisha

ଓଡ଼ିଶାର ନୂଆ ପ୍ରତିଭା ଗରିବ ପିଲାଟି ଏମିତି ସଙ୍ଗୀତ ଗାଉଛି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…. 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

0

ଛୋଟ ଛୋଟ କୁନି ପିଲା ମାନଙ୍କୁ ଦେଶର ଆଗାମୀ ଭବିଷ୍ୟତ ଭାବରେ ଗଣନା କରାଯାଏ । କାରଣ ସେହି ପିଲା ମାନେ ଆଗକୁ ଜଣେ ଜଣେ ପ୍ରତିଭାବନ ବ୍ୟକ୍ତି ଭାବରେ ପରିଚିତ ହୋଇଥାନ୍ତି । ବିଦ୍ୟାଳୟରେ ଅନେକ ଗୁଡିଏ ପ୍ଲାଟଫର୍ମ ରଖାଯାଏ , ଯେଉଁଥିରେ ପିଲାମାନେ ନିଜର ପ୍ରତିଭାକୁ ପ୍ରଦର୍ଶନ କରି ପାରିବେ । କୁନି କୁନି ପିଲା ମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ସେମାନେ ଆଗକୁ ବଢାଇ ପାରିବେ । ସେଥିପାଇଁ ବିଦ୍ୟାଳୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମାନ କରାଯାଏ । ଯେମିତି କି ଖେଳିବା , ନାଚିବା , ଗାଇବା କୁଇଜ ଆଦି କାର୍ଯ୍ୟ କରାଯାଇଥାଏ ।

ଏହିସବୁ ରେ ପାର୍ଟିସିପେଟ୍ କରି ପିଲାମାନେ ନିଜ ଭିତରେ ଲୁଚି ରହିଥିବା ପ୍ରତିଭାକୁ ପ୍ରଦର୍ଶନ କରନ୍ତି । ତେବେ ବର୍ତ୍ତମାନ ସେମିତି ଏକ ଛୋ଼ଟ ପିଲାର ଏକ ସଙ୍ଗୀତ ଗାଉଥିବାର ଭିଡିଓ ଭାଇରାଲ ହେଉଛି । ପିଲାଟିର ଗୀତ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହେବା ସହିତ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି । ତେବେ ପିଲାଟି ଏକ ଶ୍ରେଣୀ କୋଠରୀ ଛିଡା ହୋଇ ଜାତୀୟ ପାତାକା ର ଏକ ଭିନ୍ନ ଅନ୍ଦାଜ ର ଗୀତ ଗାଉଥିବାର ଦେଖିବାକୁ ମିଳିଛି । ଆପଣ ମାନେ ଦେଖିପାରୁଥିବେ କିପରି ପିଲାଟି ସୁନ୍ଦର ଭାବରେ ନିଜର ସୁମଧୁର କଣ୍ଠରେ ଦେଶ ପ୍ରିତି ଅତୁଟ ଭଲ ପାଇବାକୁ ନେଇ ଏକ ସଙ୍ଗୀତ ଗାନ କରୁଛନ୍ତି ।

ଶ୍ରେଣୀ ଗୃହରେ ଅନ୍ୟ ପିଲାମାନେ ରହିବା ସହିତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ଶିକ୍ଷାକ୍ଷେତ୍ର ଏକ ଏମିତି ପ୍ଲାଟଫର୍ମ ଯେଉଁଠାରେ ପିଲା ମାନେ ନିଜର ପ୍ରତିଭା କୁ ସର୍ବପ୍ରଥମେ ପ୍ରଦର୍ଶନ କରିଥାନ୍ତି । ଏଥି ସହିତ ନିଜ ମନ ମଧ୍ୟରେ ଥିବା ଡରକୁ ମଧ୍ୟ ଦୂର କରିଥାନ୍ତି , ଯେମିତି ଏହି ଗରିବ କୁନି ପୁଅ ପିଲାଟି ସୁନ୍ଦର ଭାବରେ ଗୀତ ଟିଏ ବୋଲୁଅଛି । ପିଲାଟିର ଗୀତ କୁ ଶୁଣିବା ପରେ ଅନେକ ଲୋକ କମେଣ୍ଟ ମାଧ୍ୟରେ ପିଲାଟିକୁ ବହୁତ ସାବାସୀ ଜଣାଇଛନ୍ତି । ଓଡିଶାର ପାଇଁ ଏତ ନୂଆ ପ୍ରତିଭା ସୃଷ୍ଟି କରିଛି ଏହି କୁନି ପିଲାଟି , ଯାହା ଆପଣ ମାନେ ଏହି ଭିଡିଓ ମାଧ୍ୟମରେ ନିଶ୍ଚିତ ରୂପେ ଶୁଣିପାରୁଥିବେ ।

ତେଣୁ କୁନୁ କୁନି ପିଲା ମାନଙ୍କ ପାଇଁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ସ୍ଥାନ ପ୍ରଥମେ ବିଦ୍ୟାଳୟ ହିଁ ହୋଇଥାଏ । ଯେଉଁଠି ପିଲାମାନେ ଶିକ୍ଷା ଗ୍ରହଣ କରିବା ସହିତ ବିଭିନ୍ନ ପ୍ରକାର ନାଚ ,ଗୀତ , ଖେଳକୁଦ ଆଦିରେ ଆଂଶଗ୍ରହଣ କରି ନିଜର ସୁନ୍ଦର ପ୍ରତିଭା ସାମ୍ନାକୁ ଆଣିଥାନ୍ତି । ତେବେ ବର୍ତ୍ତମାନ ସେହି ଛୋଟ ପିଲାର ଦେଶ ପ୍ରତି ଥିବା ଭଲ ପାଇବାର ସଙ୍ଗୀତ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ଏହାକୁ ଲୋକମାନେ ଅନେକ ସାରା ଭଲପାଇବା ଦେବା ସହିତ ଓଡିଶା ପାଇଁ ନୂଆ ଏକ ପ୍ରତିଭା ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.