Swastik Tv News Odisha

IAS ପରୀକ୍ଷା ପ୍ରଶ୍ନ – ଉପରୁ kiss କରାଯାଏ, ମଝିରୁ ଧରାଯାଏ ,ତଳୁ ନିଆଁ ଲଗାଯାଏ ତାହା କଣ ? ଦମ୍ ଅଛି ତ ପ୍ରଶ୍ନର ଉତ୍ତର ଦିଅ

0

ବର୍ତ୍ତମାନ ଶିକ୍ଷାକ୍ଷେତ୍ର ବହୁତ ଆଗକୁ ଯାଇଛି , ପ୍ରତ୍ୟେକ ପିଲା କିଛି ନା କିଛି ସରକାରୀ ଯବ୍ ଟିଏ କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । କୌଣସି ଏକ ବଡ ପଦବୀରେ ଉର୍ତ୍ତିର୍ଣ୍ଣ ହେବା ପାଇଁ ସେମାନଙ୍କୁ ଅନେକ ପରିଶ୍ରମ ମଧ୍ୟ କରିବାକୁ ପଡିଥାଏ । ଅନେକ ପିଲାମାନେ ଛୋଟ ଛୋଟ ଭୁଲ ପାଇଁ ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହୋଇ ପାରନ୍ତି ନାହିଁ । ତେଣୁ ସେମାନଙ୍କୁ ସେମାନଙ୍କୁ ପୁଣି ଏକ ଚାନ୍ସ କୁ ଅପେକ୍ଷା କରିବାକୁ ପଡିଥାଏ । ତେବେ ସାଧାରଣ ଜ୍ଞାନ ଜାଣିବା ଆମ ମାନଙ୍କ ପାଇଁ ବହୁତ ଆବଶ୍ୟକ ହୋଇଥାଏ । ସାଧାରଣ ଜ୍ଞାନ ଆମକୁ ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସାହାର୍ଯ୍ୟ କରିଥାଏ ।

ଅନେକ ଇଣ୍ଟରଭ୍ୟୁ ମାନଙ୍କରେ ଅନେକ ଗୁଡିଏ ମଜାଳିଆ ପ୍ରଶ୍ନ ପଚାରା ଯାଇଥାଏ , ଯାହାର ଉତ୍ତର ଦେବା ବହୁତ ସହଜ ହୋଇଥାଏ । କିନ୍ତୁ ଏହି ମଜାଳିଆ ପ୍ରଶ୍ନର ଉତ୍ତର ଅନେକ ବ୍ୟକ୍ତି ମାନେ ଦେଇ ପାରନ୍ତି ନାହିଁ । ତେଣୁ ସେମାନଙ୍କୁ ପୁଣି ନେକ୍ସଷ୍ଟ ପରୀକ୍ଷା ପାଇଁ ଅପେକ୍ଷା କରିବାକୁ ପଡିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ କେତେକ ମଜାଳିଆ ପ୍ରଶ୍ନ ସହିତ ଉତ୍ତର ସମ୍ପର୍କରେ ।

1. ତାହା କଣ ଯାହା ଅନ୍ୟକୁ ଦେଇହୁଏ କିନ୍ତୁ ଫେରସ୍ତ ନେଇ ହୁଏ ନାହିଁ ?
ଉତ୍ତର – ଜ୍ଞାନ ।

2. ତାହା କଣ ଯାହା ମରିବା ପର୍ଯ୍ୟନ୍ତ ଆମ ପିଛା ଛାଡେ ନାହିଁ ?
ଉତ୍ତର – ନିଜର ଛାଇ ।

3. ଲୋକମାନେ ମତେ ଖାଇବା ପାଇଁ କିଣନ୍ତି କିନ୍ତୁ ଖାଇ ନଥାନ୍ତି , ମୁଁ କିଏ ?
ଉତ୍ତର – ଚାମଚ ।

4. ଯାହା କେବଳ ବଢିଥାଏ କେବେବି କମି ନଥାଏ ତାହା କଣ ?
ଉତ୍ତର – ବୟସ ।

5. ତାହା କଣ ଯାହା ତଳ ଉପର ହୋଇଥାଏ କିନ୍ତୁ ହଲି ନଥାଏ ?
ଉତ୍ତର – ତାପମାତ୍ରା ।

6. ମୁଁ ଆଲୋକ ଦ୍ୱାରା ବଞ୍ଚିଥାଏ ଆଲୋକ ଦ୍ୱାରା ହିଁ ମରିଥାଏ ମୁଁ କିଏ ?
ଉତ୍ତର – ଛାଇ ।

7. ତାହା କଣ ଯାହାକୁ କେବଳ ବାମ ହାତରେ ଧରି ହୁଏ ଡାହାଣ ହାତରେ ନୁହେଁ ?
ଉତ୍ତର – ଡାହାଣ ହାତ ।

8. କାଦୁଅରେ ଗୋଡପଡା ଆଠ ଗୋଟି ଗୋଡ ତାର ହୁଇ ଗୋଡ ପାଙ୍କୁଡା ?
ଉତ୍ତର – କଙ୍କଡା .

9. ତାହା କଣ ଯାହା ମେଡିକାଲରେ ପଇସା ଦେବାକୁ ପଡେ କିନ୍ତୁ ବାହାରେ ମାଗଣାରେ ମିଳେ ?
ଉତ୍ତର – ଅକ୍ସିଜେନ ।

10. ଉପରୁ କିସ୍ସ କରାଯାଏ , ମଝିରୁ ଧରାଯାଏ , ତଳୁ ନିଆଁ ଲଗାଯାଏ ତାହା କଣ ?
ଉତ୍ତର – ଚାହା ।

11 . ଓଡିଶାର ସବୁଠାରୁ ବଡ ଷ୍ଟାଡିୟମ୍ ର ନାମ କଣ ?
ଉତ୍ତର – ବାରବାଟୀ ଷ୍ଟାଡିୟମ୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.