Swastik Tv News Odisha

ମହା ଖୁଲାସା ! ସୋନାଲି ତୁ ଗୋଟେ ରିଲେସନରେ ରହି ୧00 ଘଇତା ସହ ସହ ବୁଲିବାର ଅଭ୍ୟାସ ଅଛି ,ତୁ ସୌମ୍ୟକୁ ମର୍ଡର କରିଛୁ… ଶୁଣନ୍ତୁ କଣ କହୁଛନ୍ତି… ଦେଖନ୍ତୁ ଭିଡ଼ିଓ

0

ଆଜିକାଲିର ଶିକ୍ଷିତ ଆଧୁନିକ ସମାଜରେ ଯୁବପୀଢ଼ି ମାନଙ୍କ ପାଇଁ ଭଲ ପାଇବା ଏକ ସାଧାରଣ କଥା ହୋଇଗଲାଣି। ହେଲେ ଶିକ୍ଷିତ ଯୁବପୀଢ଼ି ମାନଙ୍କ ପାଇଁ ଆଉ ଭଲ ପାଇବା ପୂର୍ବ ଭଳି ପ୍ରକୃତ ଭଲ ପାଇବା ହୋଇ ରହିନାହିଁ। ଉଭୟ ଝିଅ ପୁଅଙ୍କ କ୍ଷେତ୍ରରେ ସବୁ ଛଳନା, ପ୍ରତାରଣା ଇତ୍ୟାଦି ଦେଖିବା ପାଇଁ ମିଳୁଛି। ଉଭୟ ଯୁବକ ଯୁବତୀ ମଧ୍ୟରେ ପ୍ରକୃତ ଭଲ ପାଇବା ନ କରି ଜଣକ ସହିତ ଭଲ ପାଇ ଆଉ ଜଣଙ୍କୁ ଧରୁଛନ୍ତି।

ଯେଉଁମାନେ ପ୍ରକୃତ ଭଲ ପାଉଛି ସିଏ ବିଭିନ୍ନ ପ୍ରକାର ଅସୁବିଧାରେ ସମ୍ମୁଖୀନ ହେଉଛି। ଯେତେବେଳେ ଜଣେ ଜଣଙ୍କ ବିଶ୍ୱାସରେ ବିଷ ଦେଉଛି। ପ୍ରତାରଣା ସହି ନପାରି ଯୁବକ ଯୁବତୀ ମାନେ ବିଭିନ୍ନ ପ୍ରକାର ଅଘଟଣା ଘଟାଉଛନ୍ତି। ବନ୍ଧୁଗଣ ବର୍ତ୍ତମାନ ସମୟରେ ପ୍ରେମର ମାସ ଚାଲିଛି। ଯୁବକ ଯୁବତୀଙ୍କ ମଧ୍ୟରେ ଭଲ ପାଇବା ଦେଖିବା ପାଇଁ ମିଳିଥାଏ। ତେବେ ଏହିସବୁ ମଧ୍ୟରେ ସୌମ୍ୟଙ୍କ ମୃତ୍ୟୁକୁ ନେଇ ସାରା ଓଡ଼ିଶା ବାସୀ ନ୍ୟାୟ ଅପେକ୍ଷା ରେ ରହିଛନ୍ତି। ଅନେକ ଯୁବକ ଯୁବତୀ ମାନେ ନିଜ ନିଜର ମତାମତ ଦେଉଛନ୍ତି। ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ସୌମ୍ୟ ବାପା ମାଆର ଗୋଟିଏ ପୁଅ ତାଙ୍କର ବାପା ମାଆ ମଧ୍ୟ ସବୁବେଳେ ପୁଅର ଇଚ୍ଛା ପୂରଣ କରୁଥିଲେ। ତେବେ ସୌମ୍ୟ ମଧ୍ୟ ବାପା ମାଆଙ୍କ ସବୁ ଇଚ୍ଛା ପୂରଣ କରୁଥିଲେ। ତାଙ୍କ ଜୀବନରେ ସୋନାଲି ଆସିଲେ ସେ ତାଙ୍କୁ ବହୁତ ଭଲ ପାଇଲେ।

ଉଭୟ ଉଭୟଙ୍କୁ ଗୋଟିଏ ମୁହୂର୍ତ୍ତ ନଦେଖିଲେ ରହିପାରୁନଥିଲେ। ସୋନାଲି ଏପଟେ ଅନ୍ୟ ପୁଅ ସହିତ ବୁଲିବା ପାଇଁ ଲାଗିଲେ। ଧୀରେ ଧୀରେ ସୋନାଲି ସାରସ୍ୱତ ନାମକ ପୁଅ ଆଡ଼କୁ ଆକୃଷ୍ଟ ହେଲେ ଏପଟେ ସୌମ୍ୟ ସବୁ ଜାଣି ପାରି ତାଙ୍କୁ ବିରୋଧ କରୁଥିଲେ। ଏହାପରେ ସୋନାଲି ତାଙ୍କୁ ବିଭିନ୍ନ ପ୍ରକାର ଟରଚର ଆରମ୍ଭ କରିଥିଲେ। ସୋସିଆଲ ମିଡ଼ିଆ ରେ ସୌମ୍ୟ ସୋନାଲି ମଧ୍ୟରେ କଥା ବାର୍ତ୍ତା ର ଏକ ଓଡ଼ିଅ କୋଲ ଭାଇରାଲ ହେଉଥିଲା। ସୌମ୍ୟ ବହୁତ କାନ୍ଦୁଥିଲେ। ହେଲେ ସୋନାଲି ତାଙ୍କୁ କହୁଥିଲେ କି ତମେ କାନ୍ଦି କାନ୍ଦି ଗଡ଼ିଗଲେ ବି ମୋର କିଛି ବି ଫରକ ପଡିବନି।

ଏଭଳି କହିଲେ ତାଙ୍କୁ ବହୁତ କଷ୍ଟ ମଧ୍ୟ ହେଉଥିଲା। ଆଉ ଶେଷରେ ସୌମ୍ୟ ସୋନାଲିର ଅତ୍ୟାଚାର ସହିନପାରି ସୁଇସାଇଡ଼ କରିଦେଲେ। ଆଉ ସେଥିରେ ସ୍ପଷ୍ଟ ଭାବରେ ଲେଖିଥିଲେ କି ତାଙ୍କର ମୃତ୍ୟୁ ପାଇଁ କେବଳ ସୋନାଲି ହିଁ ଦାୟି ଏତେ ପ୍ରମାଣ ଥିଲେ ମଧ୍ୟ ସୋନାଲିକୁ ପୋଲିସ ଗିରଫ କରି ନାହିଁ। ଏପଟେ ସୌମ୍ୟଙ୍କ ମାଆ କହୁଛନ୍ତି କି ଯଦି ତାଙ୍କ ପୁଅକୁ ନ୍ୟାୟ ନମିଳେ ସେ ମଧ୍ୟ ଥାନା ଆଗରେ ଆତ୍ମହତ୍ୟା କରିବେ। ସାରା ଓଡ଼ିଶା ବାସୀ ସୌମ୍ୟଙ୍କ ସପକ୍ଷରେ ବହାରନ୍ତୁ। ସୌମ୍ୟଙ୍କୁ ନିଶ୍ଚିତ ଭାବରେ ନ୍ୟାୟ ମିଳିବା ଦରକାର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.