Swastik Tv News Odisha

ଯଦି ମୁଁ ଆଉ କାହାକୁ ବାହା ହେଇଛି ତୁ କେମିତି ମୋ ପାଖରେ ଶୋଇଲୁ… ଦେଖନ୍ତୁ ଭିଡ଼ିଓ

0

ସମାଜ ଧୀର ଧୀରେ କଳୁଷିତ ଆଡକୁ ଗତି କରୁଛି ଯାହା ସୋସିଆଲ ମିଡ଼ିଆରେ ସବୁଦିନ ଦୃଷ୍ଟି ଗୋଚର ହେଉଛି। ଜଣେ ଗୁରୁଜନ ଯେତେ ବଡ଼ ଭୁଲ କଲେ ମଧ୍ୟ ତାହାମୁ ସମ୍ମାନର ସହ ବୁଝେଇ ପାରିବା ହେଲେ ଏବେ ଯେଉଁ ଘଟଣା ଆମେ ଏଠି ଦେଖିବା ସେଠାରେ ସମ୍ମାନ ରହିନାହିଁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଜଣେ ବୋହୁ ତାଙ୍କର ଶଶୁର ସହ ତିକ୍ତତା ପରେ ମାର ପିଟା ଘଟଣା।

ଏମିତି ଘଟଣା ଯାହା ସମସ୍ତଙ୍କୁ ଚମକେଇ ଦେଉଛି। ଜଣେ ସ୍ତ୍ରୀ ତାର ଶାଶୂଘର ଯିବା ପରେ ସେଠି ଯାହା କରୁଛି ତାହା ଅତି ନିନ୍ଦନୀୟ। ସେଠାକୁ ଯାଇ ଶଶୁର ସହ ମାରପିଟା କରିବା ସହିତ ସ୍ୱାମୀ ସହ ଝଗଡା ମଧ୍ୟ କରୁଛି ଯାହାକୁ ନେଇ ସ୍ଥାନୀୟ ଲୋକେ ପୁରା ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। କେହି କେବେ ନିଜ ବାପା ସମ୍ମାନ ଉପରେ ହାତ ଉଠାଏ। ହେଲେ ଏଠାରେ ଯାହା ହେଉଛି ତାହା କୌଣସି ଫିଲ୍ମ ନୁହେଁ ନିରାଟ ସତ୍ୟ। ତା ପରେ ଏଠାରେ ଯାହା ହେଲା ସବୁ ଦେଖିଲେ ଭିଡ଼ିଓ ଜାଣି ପାରିବେ।

ଏଠାରେ କହିବାକୁ ଗଲେ ବୋହୁ ସହିତ ଶାଶୁ ଘର ଲୋକ ଏବଂ ସ୍ୱାମୀଙ୍କ ସହିତ କିଛି ତିକ୍ତତା ହୋଇଛି ଯାହା ପାଇଁ ଏତେ ସବୁ ଘଟଣା ଘଟିଛି ଯାହା କିଛି ସୂତ୍ରରୁ ଜଣା ପଡ଼ିଛି। ଜଣେ ବୋହୁ ତାର ବାପା ବା ଶଶୁର ଉପରକୁ ହାତ ଉଠେଇବାକୁ ନେଇ ସାଧାରଣ ରେ ପ୍ରଶ୍ନ ଉଠୁଛି। ନିଜ ପରିବାର ଭିତରେ ସାମାନ୍ୟ କିଛି କଥାକୁ ନେଇ ଏତେ ବଡ ଘଟଣା ହୋଇପାରେ। ସେଠାରେ ଥିବା ସ୍ଥାନୀୟ ଲୋଜ ସମସ୍ତେ ଘଟଣାକୁ ଦେଖୁ ଥିବା ବେଳେ ସମାଧାନ କଥା କିଛି ସେମିତି ନାହିଁ। ଭିଡ଼ିଓ ରେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି। ଏହିପରି ଘଟଣା ସ୍ଥାନୀୟ ଅଞ୍ଚଳରେ ହାଲଚାଲ ସୃଷ୍ଟି କରୁଛି। ଏହି ଜଣେ ଗୁରୁଜନ ଉପରକୁ କେହି କେବେ ହାତ ଉଠାଇ ପାରିବ ଏବଂ ଏହି ପରି ଘଟଣା ଆଗରୁ କେତେ ଦେଖିବାକୁ ମିଳିଥିବା ବେଳେ ଏବେ ସୋସିଆଲ ମିଡ଼ିଆରେ ନୂଆ ଏହି ଘଟଣା ଦେଖିବାକୁ ମିଳୁଛି।

ଏହି ଘଟଣାକୁ ନେଇ ସାଧାରଣ ହିସାବରେ କହିବାକୁ ଗଲେ ଉଚିତ ଦଣ୍ଡ ଦିଆଯିବା ଦରକାର ହେଲେ ଆଉ କେବେ ଏମିତି ଘଟିବ ନାହିଁ। ଏହକୁ ନେଇ ଶଶୁର ଘର ଲୋକେ ତୀବ୍ର ନିନ୍ଦା କରିଛନ୍ତି ଯାହାକୁ କହିବା ଅସମ୍ଭବ। ଆଉ ଏମିତି ଭିଡ଼ିଓ ଏବେ ଆମ ଓଡିଶାରେ ଲୋକ ଲୋଚନକୁ ଆସିଛି କିନ୍ତୁ ଆଗରୁ କେତେ ଥର ମଧ୍ୟ ଆସିଛି। ଉଚିତ ଦଣ୍ଡ ବିଧାନ କରାଗଲେ କେବେ ଦେଖିବାକୁ ମିଳିବ ନାହିଁ ବୋଲି ସାଧାରଣ କହିବା। ଏହି ପରିପ୍ରେକ୍ଷୀରେ ଜଣେ ଘରର ନୂଆ ବୋହୁ କିଛି ପାରିବାରିକ ଘଟଣାକୁ ନେଇ ସମସ୍ତଙ୍କ ସାମ୍ନାରେ ନିଜର ଶଶୁର ଉପରକୁ ହାତ ଉଠେଇବା ଓ ସମ୍ପର୍କୀୟ ସହିତ ଝଗଡ଼ କରିବା ବହୁତ ନିନ୍ଦନୀୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.