Swastik Tv News Odisha

ପ୍ରଥମ ଥର ପାଇଁ ରୋମାଣ୍ଟିକ ଗୀତ ଗାଇଲେ ଅଭିନେତ୍ରୀ ଶିବାନୀ , ଗୀତ ଶୁଣି ପ୍ରେମାନନ୍ଦ କଲେ ଏମିତି ପ୍ରଶଂସା…. 36 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

0

ସଂସାରରେ ଭଗବାନ ସମସ୍ତେଙ୍କୁ କିଛି ନା କିଛି ଜ୍ଞାନ ବା ଦକ୍ଷ ଦେଇଛନ୍ତି। ଯେଉଁମାନେ ଜନ୍ମ ହୋଇଛନ୍ତି ପରବର୍ତ୍ତୀ ସମୟରେ ନିଜର କଳା ଅନୁସାରେ ନିଜକୁ ଦୁନିଆ ଆଗରେ ଦେଖାଇଛନ୍ତି। କାହାର ବହୁତ ଇଚ୍ଛା ପଢିବା,ଆଉ କାହାର ଇଚ୍ଛା ଡାକ୍ତର ଏବଂ ଆଉ କାହାର ଗୀତ ଗାଇବା, ଅଭିନୟ କରିବା ମଧ୍ୟ। ଏହି ସମୟରେ ଜଣେ ମଣିଷ ପାଖରେ ମଧ୍ୟ ସବୁ ପ୍ରକାର ଟ୍ୟାଲେଣ୍ଟ ମଧ୍ୟ ଦେଖିବାକୁ ମିଳୁଛି ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଓଲିଉଡ ଜଗତର ଅଭିନେତ୍ରୀ ଶିବନୀଙ୍କ ପାଖରେ ସେହି ପରି କିଛି। ସେ ତ ଆଗରୁ ଅଭିନୟ କରିଥିଲେ କିନ୍ତୁ ଏବେ ଗୀତ ଏମିତି ଗାଇଛନ୍ତି ଆଉ ଶୁଣନ୍ତୁ ଏହି ଭିଡ଼ିଓରେ। ବେଳେବଳେ ଦେଖା ଦେଇଥାଏ ନେତା, ଅଭିନେତା, ଅଭିନେତ୍ରୀଙ୍କ କିଛି ଭିଡ଼ିଓ ଭାଇରଲ ଯାହା ସମସ୍ତେ ସୋସିଆଲ ମିଡ଼ିଆରେ ଦେଖି ଥାଆନ୍ତି। ଏମିତି ବି ଗୋଟିଏ ଅଭିନେତା ପାଖରେ ଅଭିନୟ କରିବାର କଳା ସହିତ ଫିଲ୍ମ ତିଆରି କରିବା, ଗୀତ ଗାଇବା, ଡ୍ୟାନ୍ସ ଶିଖେଇବା ପରି ସବୁ ପ୍ରକାର ଜ୍ଞାନ ରହିଥାଏ। ଆଉ ବଲିଉଡରେ ଅଧିକାଂଶ କଳାକାରଙ୍କ ସବୁ ପ୍ରକାର ଟ୍ୟାଲେନ୍ତ ଦେଖିବାକୁ ମିଳେ।

ଅଭିନେତା କିମ୍ବା ଅଭିନେତ୍ରୀ ଫିଲ୍ମ ରେ ଅଭିନୟ କରିବା ସହିତ ଗୀତ ଗାଇବାଟା ଅଧିକାଂଶ ସମୟରେ ସାମ୍ନାକୁ ଆସିଥାଏ। ଏହିପରି ସବୁ ଟ୍ୟାଲେଣ୍ଟ ମିଶିକି ରହିବ ତାହା ସମସ୍ତଙ୍କ ପାଖରେ ନ ଥାଏ। ଆଗରୁ ବଲିଉଡରେ ସେହି ପରି ଦେଖିବାକୁ ମିଳିଛି ତାହା ଆପଣ ମାନେ ସମସ୍ତେ ଜାଣିଥିବେ। ଏହି ପରି ସବୁ ପ୍ରକାର ମିଶିକି ଟ୍ୟାଲେଣ୍ଟ ଥିବା ଅଭିନେତା କିମ୍ବା ଅଭିନେତ୍ରୀ ସବୁ ବେଳେ ଭାଇରଲ ମଧ୍ୟ ହୋଇ ଥାଆନ୍ତି ଆଉ ତାଙ୍କର ସେହି ପରି କଳାଙ୍କୁ ଫ୍ୟାନସ ମାନେ ପସନ୍ଦ କରି ଥାଆନ୍ତି।

ସେହିପରି ଆମ ଓଲିଉଡ ଜଗତରେ ଆଗରୁ ଅଧିକାଂଶ ଅଭିନେତା କିମ୍ବା ଅଭିନେତ୍ରୀ ମାନେ ମଧ୍ୟ ନିଜର ଅନ୍ତର ଭିତର କଳା ସମସ୍ତଙ୍କୁ ଦେଖେଇ ପାରିଛନ୍ତି। ଆଉ ଜଣେ କଳାକାର ଅଛନ୍ତି ତାଙ୍କ ପାଖରେ ସବୁ ପ୍ରକାର ଟ୍ୟାଲେଣ୍ଟ ମିଶିକି ରହି ଥିବାର ଦେଖିବାକୁ ମିଳିଥିଲା। ଜଣେ କଳାକାର ଗୀତ ଗାଇବା ସହିତ ଫିଲ୍ମରେ ଅଭିନୟ ମଧ୍ୟ କରି ପାରିଥାଏ। ସେହିପରି ବର୍ତ୍ତମାନ ଆମ ଓଲିଉଡ ଜଗତର ସୁନ୍ଦରୀ ଅଭିନେତ୍ରୀ ଶିବନୀ ଏବେ ଚର୍ଚ୍ଚା କୁ ଆସିଛନ୍ତି। ଶିବନୀଙ୍କୁ ତ ସାରା ଓଡିଶା ଭଲ ଭାବରେ ଆଗରୁ ଜାଣିଥିବେ ଜଣେ ଅଭିନେତ୍ରୀ ହିସାବରେ। ଆଉ ତାଙ୍କର ଫିଲ୍ମ ଦେଖିବା ପାଇଁ ଦର୍ଶକ ବନ୍ଧୁ ଓ ଫ୍ୟାନ୍ସ ମାନେ ବହୁତ ଭିଡ କରି ଥାଆନ୍ତି। ସେ ନିଜର ଅଭିନୟ ଭାବରେ ଦର୍ଶକ ବନ୍ଧୁ ମାନଙ୍କର ହୃଦୟକୁ ଜିତି ପାରିଛନ୍ତି। ତାଙ୍କର ଫ୍ୟାନ୍ସ ମଧ୍ୟ ତାଙ୍କୁ ବହୁତ ପ୍ରଶଂସା କରି ଥାଆନ୍ତି।

କିନ୍ତୁ ତାଙ୍କର ଏବେ ଯେଉଁ ଭିଡ଼ିଓ ଭାଇରଲ ହେଉଛି ତାହା ସମସ୍ତଙ୍କୁ ଚମକେଇ ଦେଇଛି। ତାଙ୍କର ଏହି କଳା ଯାହା ଫ୍ୟାନ୍ସ କିମ୍ବା ଇଂସ୍ଟଗ୍ରାମ ଫୋଲୋୱାରସ ମାନଙ୍କ ହୃଦୟକୁ ଦୋହଲାଇ ଦେଇଛି। ଏହି ଭାଇରଲ ଭିଡ଼ିଓ ରେ ସେ ଗୀତ ଗାଉଛନ୍ତି। ତାଙ୍କର ସେହି ଗୀତକୁ ନେଇ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛନ୍ତି। ଆଉ ଅଭିନେତ୍ରୀ ଶିବନୀ କହୁଛନ୍ତି ଯେ ଏହି ଗୀତ ଗାଇବା ପାଇଁ ମତେ ପରିବାର ଲୋକ, ପ୍ରେମାନନ୍ଦ ସାର ବହୁତ ସହଯୋଗ କରିଛନ୍ତି ଯାହା ପାଇଁ ସେ ବହୁତ ଖୁସି। ଆଉ କହୁଛନ୍ତି ଏହି ଗୀତ ସମସ୍ତଙ୍କ ହୃଦୟକୁ ଛୁଇଁବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.