Swastik Tv News Odisha

ବାଇକ ସାଇରନରେ ବସ୍ତି ପିଲାର ଅଜବ ନାଚ… 36 Million ରୁ ଅଧିକ ଲୋକ ଦେଖି ସାରିଲେଣି… ଭିଡ଼ିଓ ଟି ମୋବାଇଲରୁ ମୋବାଇଲ କୁ ନିଆଁ ଭଳି ହେଉଛି ଭାଇରାଲ…

0

ବର୍ତ୍ତମାନର ସୋସିଆଲ ମିଡ଼ିଆ ଯୁଗରେ ସମସ୍ତେ ସକାଳ ଆରମ୍ଭ ହେବା ଠାରୁ ଆରମ୍ଭ କରି ଶୋଇଲା ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରିଥାନ୍ତି। ପ୍ରତି ସେକେଣ୍ଡ ରେ କୋଟି କୋଟି ଲୋକ ସୋସିଆଲ ମିଡ଼ିଆ ବ୍ୟବହାର କରୁଛନ୍ତି। ଯଦି ଦେଖିବା ପୂର୍ବରୁ ଲୋକ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଭା କେବଳ ନିଜ ମଧ୍ୟରେ ଲୁକାୟିତ ହୋଇ ରହିଥିଲା। କେବେଳ ଟେଲିଭିଜନ ମାଧ୍ୟମରେ କିଛି ମାତ୍ରାରେ ପ୍ରତିଭା ଦେଖିବା ପାଇଁ ମିଳୁଥିଲା। ହେଲେ ଆଜିକାଲିର ସୋସିଆଲ ମିଡ଼ିଆ ଦୁନିଆରେ ସ୍ମାର୍ଟଫୋନ ରେ ନିଜ ପାଖରେ ଯଦି ଟେଲେଣ୍ଟ ଅଛି ତାହାଲେ ଦେଖାଉଛନ୍ତି। ସୋସିଆଲ ମିଡ଼ିଆ ରେ ରାତା ରାତି ଭାଇରାଲ ହୋଇଯାଉଛି। ଯଦି ଦେଖିବା ଆଜିକାଲିର ଛୋଟ ଛୁଆ ମାନଙ୍କ ପାଖରେ ଏଭଳି କିଛି ପ୍ରତିଭା ରହିଛି ଯାହା ବଡ଼ ଲୋକ କରିବା ଭାରି କଷ୍ଟକର ବ୍ୟାପାର ହୋଇ ପାରିଛି।

ଛୋଟ ପିଲାଙ୍କ ଟେଲେଣ୍ଟକୁ ଆପଣ ମାନେ ହୁଏତ ଅନେକ ଭିଡ଼ିଓ ଦେଖିଥିବେ। ହେଲେ ବର୍ତ୍ତମାନ ସମୟରେ ଏଭଳି ଭିଡ଼ିଓ ଦେଖିବା ପାଇଁ ମିଳିଛି। ଜଣେ ଛୋଟ ବାଳକ ଯିଏକି ଗାଡି ସାଇରନ ରେ ଡ୍ୟାନ୍ସ କରି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ। ଆଜିକାଲିର ଆଧୁନିକ ଦୁନିଆରେ ପ୍ରତିଦିନ କିଛି ନା କିଛି ନୂଆ ନୂଆ ଉଦ୍ଭାବନ ହେବାରେ ଲାଗିଛି। ଆଜିକାଲି ବାଇକ ମଧ୍ୟ ବହୁତ ଉନ୍ନତ ଧରଣର ଆସିଲାଣି। ଆପଣ ମାନେ ମଧ୍ୟ ଅନେକ ଅଡଭାନ୍ସ ଫିଚର ମଧ୍ୟ ଗାଡ଼ିରେ ରହିଛି।

ଯାହା ଆପଣ ମାନେ ନିଶ୍ଚିତ ଭାବରେ ଦେଖିବା ପାଇଁ ପାଇଥିବେ। ଗାଡ଼ିରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ସାଇରନ ଲାଗୁଛି। ଆପଣ ମାନେ ଦେଖିଥିବେ ଯେ ଗାଡ଼ିକୁ ଛୁଇଁଦେଲେ ସାଇରନ ବାଜୁଛି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ଦେଖିବା ପାଇଁ ମିଳୁଛି। ଯେଉଁଥିରେ ଗୋଟିଏ ଜଣେ ଛୋଟ ପିଲାଟିଏ ଚାଲି ଚାଲି ଆସି ସିଧା ଗାଡ଼ିକୁ ଗୋଇଠା ମାରୁଛି। ଗାଡ଼ିରେ ଲାଗିଥିବା ସାଇରନ ବାଜିଲା ତାପରେ ପିଲାଟି ନାଚିବାକୁ ଲାଗିଲା।

ତେବେ ସାଇରନ ଯେଉଁଭଳି ଭାବରେ ବାଜୁଛି। ପିଲାଟି ସେହିଭଳି ଭାବରେ ନାଚିବାକୁ ଲାଗିଲା ଯାହାକି ପିଲାଟିର ନାଚ ଯେଉଁଭଳି ଭାବରେ ନାଚ ଦେଖିବା ପାଇଁ ମିଳିଥିଲା। ଯାହାକି ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ତାଙ୍କର ଏଭଳି ନାଚ ଦେଖି ଅନେକ ଲୋକ ବିଭିନ୍ନ ପ୍ରକାର ଖୁସି ଅନୁଭଵ କରୁଛନ୍ତି। ଏହାକୁ ଦେଖି ଅନେକ ପ୍ରକାର ଖୁସି ଅନୁଭଵ କରିବା ସହିତ ପିଜେଟିଭ କମେଣ୍ଟ ମଧ୍ୟ ଦେଖିବା ପାଇଁ ମିଳିଥିଲା। ଜାହାବି ହେଉ ଏଭଳି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.