Swastik Tv News Odisha

ଦୁଇ ଜଣଙ୍କୁ କେମିତି ଜଣେ ମନ ଦେଇପାରିବ , ଖାଲି ପଇସା ପାଇଁ ସୋନାଲି ସୌମ୍ୟକୁ ଛାଡ଼ି ସାରସ୍ୱତ… କାହିଁକି ଏମିତି କହିଲେ ଏହି ଯୁବତୀ… ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ସମୟରେ ଆମ ସମାଜରେ ଯୁବକ ଯୁବତୀ ମାନଙ୍କ ପାଇଁ ଭଲ ପାଇବା ଏକ ସାଧାରଣ କଥା ହୋଇଗଲାଣି। ଯଦି ଦେଖିବା ବର୍ତ୍ତମାନ ସମୟରେ ଭଲ ପାଇବା ଆଉ ପୂର୍ବ ଭଳି ପ୍ରକୃତ ଭଲ ପାଇବା ହୋଇ ରହିନାହିଁ। ସବୁଠି ଜାଗାରେ ଛଳନା, ପ୍ରତାରଣା ଇତ୍ୟାଦି ଦେଖିବା ପାଇଁ ମିଳୁଛି। ଉଭୟ ପୁଅ ଏବଂ ଝିଅ ମଧ୍ୟରେ ପ୍ରକୃତ ଭଲ ପାଇବା ନ କରି ଜଣକ ସହିତ ଭଲ ପାଇ ଆଉ ଜଣଙ୍କୁ ଧରୁଛନ୍ତି। ଯିଏ ପ୍ରକୃତରେ ଭଲ ପାଉଛି ସିଏ ବିଭିନ୍ନ ପ୍ରକାର ଅସୁବିଧାରେ ସମ୍ମୁଖୀନ ହେଉଛି। ଯେତେବେଳେ ଗୋଟିଏ ପୁଅ କିମ୍ବା ଝିଅ ଭଲ ପାଇବାରେ ବିଶ୍ୱାସ ନ ହେଉଛି।

ତାହାକୁ ସହି ନପାରି ଯୁବକ ଯୁବତୀ ମାନେ ବିଭିନ୍ନ ପ୍ରକାର ଅଘଟଣା ଘଟାଉଛନ୍ତି। ଆପଣ ମାନେ ସୌମ୍ୟ କେସ ତୋ ନିଶ୍ଚିତ ଭାବରେ ଶୁଣିବା ପାଇଁ ପାଇଥିବେ। ସେ ପ୍ରେମରେ ପ୍ରତାରିତ ହୋଇ ସୁଇସାଇଡ଼ ଭଳି ରାସ୍ତାକୁ ବାଛିନେଇଥିଲେ।
ତେବେ ତାଙ୍କର ମୃତ୍ୟୁକୁ ଏତେ ଦିନ ବିତିଯାଇଥିଲେ ମଧ୍ୟ ଏଯାଏ କୌଣସି ପ୍ରକାର ନ୍ୟାୟ ମିଳିନାହିଁ। ଅନେକ ଲୋକ ଗଣମାଧ୍ୟମ ସାମ୍ନାରେ ନିଜର ମତ ଦେଉଛନ୍ତି। ସୂଚନା ଅନୁସାରେ ଯୁବବ୍ୟବସାୟୀ ସୌମ୍ୟ ଓଲିଉଡର ଆଗଧାଡ଼ିର ସିଙ୍ଗର ସୋନାଲିଙ୍କୁ ବହୁତ ଭଲ ନପାଉଥିଲେ। ଉଭୟଙ୍କ ସମ୍ପର୍କ ପ୍ରଥମେ ଠିକ ଚାଲିଥିଲା।

ସୌମ୍ୟ ତାଙ୍କୁ ବହୁତ ଭଲ ପାଉଥିଲେ। ଏପରିକି ତାଙ୍କୁ ଗୋଟିଏ ଦିନ ନଦେଖି ରହିପାରୁନଥିଲେ। ଏପଟେ ସୋନାଲି ସାରସ୍ୱତ ନାଁରେ ଜଣେ ପୁଅକୁ ଭଲ ପାଉଥିଲେ। ତେବେ ଏମିତି କରିବା ପରେ ସୌମ୍ୟ ତାଙ୍କର ସମସ୍ତ ଜିନିଷ ଜାଣିପାରିଥିଲେ। ଏହାପରେ ତାଙ୍କୁ ଯେହେତୁ ଭଲ ପାଉଥିଲେ ଏହା ଦେଖି ସୌମ୍ୟ ତାଙ୍କୁ କହିଥିଲେ କି ଏସବୁ ଭଲ ନୁହେଁ। ହେଲେ ସୋନାଲି ତାଙ୍କର ଭଲ ପାଇବା ନ ବୁଝି ତାଙ୍କୁ ବହୁତ କଥା ଶୁଣାଇ ଥିଲେ। ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ସୌମ୍ୟ ଏବଂ ସୋନାଲି ମଧ୍ୟରେ ହୋଇଥିବା କଥା ବାର୍ତ୍ତା ରେ ସେ ଯେଉଁଭଳି ଭାବରେ ତାଙ୍କୁ କହିଥିଲେ।

ତାଙ୍କ କଥା ବହୁତ ଟାଣ ଥିଲା , ସୌମ୍ୟ ସୋନାଲି ପାଖରେ କାନ୍ଦି କାନ୍ଦି କହୁଛି ହେଲେ ତାଙ୍କର ମନ ମଧ୍ୟରେ ଥିବା ଦୁଃଖକୁ ନ ବୁଝି , ସୋନାଲି ତାଙ୍କୁ କହୁଛନ୍ତି କି ତୁ କାନ୍ଦି କାନ୍ଦି ଗଡ଼ି ଗଲେ ବି ମୋର କିଛି କହିବାର ନାହିଁ। ଏହା ପୂର୍ବରୁ ମଧ୍ୟ ସୋନାଲି ଅନ୍ୟ ଜଣଙ୍କୁ ଭଲ ପାଉଥିଲେ। ତେବେ ଏହିଥିରୁ ହିଁ ଜଣା ପଡୁଛି କି ତାଙ୍କୁ ସେ କେତେ ଭଲ ପାଉଥିଲେ। ଯୁବତୀଙ୍କ କହିବା କଥା ସୋନାଲି ତାଙ୍କୁ ସ୍ୱାର୍ଥ ଭାବରେ ଧରୁ ଥିଲେ। ଯେତେବେଳେ ସୌମ୍ୟ ଠାରୁ ସ୍ୱାର୍ଥ ସରିଗଲା ଅନ୍ୟ ଜଣକ ପାଖକୁ ଚାଲିଗଲା। ସେ ପ୍ରକୃତ ଭଲ ପାଇବାର କଳଙ୍କ ବୋଲି ପ୍ରମାଣ ଦେଇଛି। ପୋଲିସ ଠିକ ଭାବରେ ତଦନ୍ତ କରି ଦଣ୍ଡ ଦେବା ଉଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.