Swastik Tv News Odisha

କ’ଣ ଶୁଖିଲା ଓ ନରମ ହୋଇ ଭିତରେ ପଶେ ଏବଂ ଓଦା ନରମ ହୋଇ ବାହାରକୁ ବାହାରେ ? ୯୯% ଲୋକ ଉତ୍ତର ଦେବାରେ ଫେଲ

0

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ IAS ପରୀକ୍ଷା ଇଣ୍ଟରଭୁ ପରୀକ୍ଷା ରେ ପଚାରା ଯାଇଥିବା କେତୋଟି ଚତୁର ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ଆଜିକାଲିର ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ଚତୁର ପ୍ରଶ୍ନ;

ପ୍ରଶ୍ନ-୧- କେଉଁ ଜିନିଷ କଲେ ପୁଅ ମାନେ ଜଲ୍ଦି ଥକି ଯାଇଥାଆନ୍ତି କିନ୍ତୁ ଝିଅ ମାନେ ଥକି ନ ଥାଆନ୍ତି ?
ଉତ୍ତର- shopping

ପ୍ରଶ୍ନ-୨- IPL ରେ ବର୍ତ୍ତମାନ କେତୋଟି ଟିମ ଖେଳିବା ପାଇଁ ଚୟନ କରା ଯାଇଛ ?
ଉତ୍ତର- ୧୦ ଟି

ପ୍ରଶ୍ନ-୩- ସେଇଟା କଣ ତାର ଦୁଇଟି ଗୋଡ଼ ଅଛି କିନ୍ତୁ ସେ ଚାଲି ପାରେନାହିଁ ?
ଉତ୍ତର- ପ୍ୟାଣ୍ଟ

ପ୍ରଶ୍ନ- ୪- IPL CSK ର କ୍ୟାପଟେନ ?
ଉତ୍ତର- M.S Dhoni

ପ୍ରଶ୍ନ-୫- ଶରୀରର କେଉଁ ଅଙ୍ଗ ନିଆରେ ବି ଜଳେ ନାହିଁ ?
ଉତ୍ତର- ନଖ

ପ୍ରଶ୍ନ- ୬- କଣ ଶୁଖିଲା ଓ ନରମ ହୋଇ ଭିତରେ ପଶେ ଏବଂ ଓଦା ଓ ନରମ ହୋଇ ବାହାରକୁ ବାହାର ?
ଉତ୍ତର- ଚୁଁଇଗମ

ପ୍ରଶ୍ନ-୭- ଭାରତରେ କେଉଁଠି ସବୁଠାରୁ ଅଧିକା ମନ୍ଦିର ରହିଛି ?
ଉତ୍ତର- ତାମିଲନାଡୁ

ପ୍ରଶ୍ନ-୮- କିଏ ଲାଇଟ ବଲ୍ବ ଉଦ୍ଭାବନ କରିଥିଲେ ?
ଉତ୍ତର-ଥୋମାସ୍ ଆଲଭା ଏଡିସନ ।

ପ୍ରଶ୍ନ -୯- ଆମ ସୌରଜଗତରେ କେଉଁ ଗ୍ରହକୁ ରେଡ୍ ପ୍ଲାନେଟ୍ ବୋଲି କୁହାଯାଏ ?
ଉତ୍ତର-ମଙ୍ଗଳ ଗ୍ରହ ।

ପ୍ରଶ୍ନ- ୧୦- ଆମ ସୌରଜଗତରେ ସବୁଠାରୁ ବଡ ଗ୍ରହର ନାମ କ’ଣ ?
ଉତ୍ତର- ବୃହସ୍ପତି ।

ପ୍ରଶ୍ନ- ୧୧- ଟେଲିଫୋନ୍ କିଏ ଉଦ୍ଭାବନ କରିଥିଲେ ?
ଉତ୍ତର-ଆଲେକ୍ସଜାଣ୍ଡାର୍ ଗ୍ରାହାମ୍ ବେଲ୍ ।

ପ୍ରଶ୍ନ-୧୨- ଆମ ସୌରଜଗତରେ ସବୁଠାରୁ ଉତ୍ତପ୍ତ ଗ୍ରହର ନାମ କଣ ?
ଉତ୍ତର- ଶୁକ୍ର ।

ପ୍ରଶ୍ନ- ୧୩- ଆମ ସୌରଜଗତ ରେ ସବୁଠାରୁ ଛୋଟ ଗ୍ରହର ନାମ କଣ ?
ଉତ୍ତର-ବୁଧ ।

ପ୍ରଶ୍ନ- ୧୪-ଆମ ସୌରଜଗତ ରେ କେଉଁ ଗ୍ରହ ବ୍ଲୁ ପ୍ଲାନେଟ୍ ବୋଲି କୁହାଯାଏ ?

ଉତ୍ତର- ପୃଥିବୀ ।

ପ୍ରଶ୍ନ- ୧୫- କିଏ ସଫଳତାର ସହିତ ବିଶ୍ୱର ପ୍ରଥମ ବିମାନ ନିର୍ମାଣ କରି ଉଡ଼ାଇଥିଲେ ?
ଉତ୍ତର- ରାଇଟ୍ ବ୍ରଦର୍ସ ।

ପ୍ରଶ୍ନ -୧୬-ଆମ ସୌରଜଗତର କେଉଁ ଗ୍ରହ ସୂର୍ଯ୍ୟ ଚାରିପାଖରେ ପରିକ୍ରମା କରିବାକୁ ଅଧିକ ସମୟ ନେଇଥାଏ ?
ଉତ୍ତର-ନେପଟୁନ୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.