Swastik Tv News Odisha

ସିସିଟିଭି ରେ ରେକର୍ଡ ହେଲା ବୃଦ୍ଧ ଦମ୍ପତ୍ତି ଙ୍କ ଏହି ଛାତି ଥରା ଭିଡ଼ିଓ… ବୁଢା ବାପା ମା’ ଙ୍କୁ ଏକା ବାହାରକୁ ପଠାଉଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଅନେକ ସମୟରେ ଆପଣ ଅନେକ କିଛି ଘଟଣା ଦୁର୍ଘଟଣା ର ଖବର ସଂସ୍ପର୍ଶରେ ଆସୁଥିବେ। ଅନେକ କିଛି ଘଟଣା ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। ତେବେ ଏହା ସତ ଯେ କେତେବେଳେ କାହା ସହ କଣ ଦୁର୍ଘଟଣା ଘଟିଯିବ ତାହା କହିହେବ ନାହିଁ। କିନ୍ତୁ ଆମେ କେବଳ ସଚେତନ ରହି ପାରିବା। ଆପଣ ତ ଜାଣିଛନ୍ତି କିଛି ଘଟଣା ଏମିତି ରହିଛି ଯାହା ଏମିତି ଅଚାନକ ଭାବରେ ଘଟି ଯାଇଥାଏ ତାକୁ ବିଶ୍ବାସ କରିବା ସମ୍ଭବ ନୁହେଁ। ଆମର ସାମାନ୍ଯ ଅସାବଧାନତା ଏବଂ ବିଚଳିତ ଲକ୍ଷଣ ପାଇଁ କିଛି ଏମିତି ଘଟଣା ଘଟିଯାଏ ତାର ଏକ ଅଭୁଲା ଦୁଃଖ ସବୁଦିନ ପାଇଁ ରହିଯାଏ। ଦୁର୍ଘଟଣା ଜନିତ ଦୁଃଖ କେତେବେଳେ କାହା ପାଖକୁ ଆସେ ଏବଂ ଘଟିଯାଏ ତାହା କହିହେବ ନାହିଁ।

ଆଉ ତାହା କେତେବେଳେ ଆମର ଅସାବଧାନତା ପାଇଁ ହୋଇଥାଏ ତ ପୁଣି କେତେବେଳେ ଅଜାଣତରେ ଘଟିଥାଏ। ତେବେ ବହୁତ୍ ଏହି ଭଳି ଘଟଣା ରହିଛି ତାହା ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ। ତେବେ ଏପରି ଘଟଣା ସମସ୍ତଙ୍କୁ ଗଭୀର ଆଘାତ ଦେବା ସହ ଭିତରୁ ଭାଙ୍ଗି ଦେଇଥାଏ।ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ। କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଆମେ ବାସ୍ତବରେ ବିଚଳିତ ହୋଇ ପଡ଼ିଥାଉ।

କିଛି ଘଟଣା ଏମିତି ରହିଛି ଯାହା ଅଚାନକ ଭାବରେ ଘଟି ଯାଇଥାଏ।ସେହିପରି ଏଠାରେ ଆଜି ଆପଣ ଦେଖିବେ ଏକ ଏମିତି ଘଟଣାର ଦୃଶ୍ୟ ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ। ଏପରି ଘଟଣା ହୁଏତ ଆପଣ ଆଗରୁ ଅନେକ ସମୟରେ ଦେଖିବାକୁ କିମ୍ବା ଶୁଣିବାକୁ ପାଇଥିବେ। ଏଠାରେ ଏହି ଘଟଣାରେ ଜଣେ ବୃଦ୍ଧ ଦମ୍ପତ୍ତି ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ହଠାତ୍ ବୃଦ୍ଧ ସ୍ବାମୀ ଜଣଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ତାଙ୍କୁ ହଠାତ୍ ହାର୍ଟ ଷ୍ଟ୍ରୋକ ହୋଇଯିବାରୁ ସେ ସେଠାରେ ପଡି ଯାଉଛନ୍ତି ଏବଂ ଶୋଇ ରହୁଛନ୍ତି। ଏହାକୁ ଦେଖି ତାଙ୍କର ବୃଦ୍ଧ ସ୍ତ୍ରୀ ବିଚଳିତ ହୋଇ ରାସ୍ତାରେ ଯାଉଥିବା ଲୋକଙ୍କୁ ସହାୟତା ପାଇଁ ଅନୁରୋଧ କରୁଛନ୍ତି।

କିଛି ସମୟ ପରେ ସେ ଏକ କାର କୁ ଅଟକାଇବା ପରେ ଗାଡ଼ି ଭିତରୁ ସ୍ବାମୀ ସ୍ତ୍ରୀ ଆସି ବୃଦ୍ଧ ଜଣଙ୍କର ଛାତିକୁ ପମ୍ପିଂ କରିବା ସହିତ ହାତ ମାଲିସ୍ କରିଥିଲେ ଏବଂ କାର ରୁ ପାଣି ବୋତଲ ଆଣି ବୃଦ୍ଧଙ୍କ ମୁହଁରେ ପାଣି ମାରୁଛନ୍ତି। କିଛି ପରିବର୍ତ୍ତନ ନହେବାରୁ ଶେଷରେ ସେମାନେ ସେହି କାର ରେ ବୃଦ୍ଧ ଜଣଙ୍କୁ ହସ୍ପିଟାଲ୍ ନେଇ ଯାଉଥିବା ଦେଖିବାକୁ ମିଳୁଛି। ବୃଦ୍ଧ ସ୍ତ୍ରୀ ଜଣଙ୍କର ଏପରି ଚେଷ୍ଟା ଏବଂ ଉକ୍ତ କାର ଦମ୍ପତିଙ୍କ ଏଭଳି କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.