Swastik Tv News Odisha

ମାଷ୍ଟର୍ ଶାଶ୍ଵତ୍ ଓ ତାଙ୍କ ସ୍ତ୍ରୀ ଙ୍କ ସହ ପ୍ରଥମ ରୋମାନ୍ସ୍ ଭାଇରାଲ୍ ଭିଡିଓ… ଦେଖନ୍ତୁ Video

0

ଓଡ଼ିଶାର ଜଣେ ଜଣାଶୁଣା ଏବଂ ଲୋକପ୍ରିୟ ଚେହେରା ହେଉଛନ୍ତି ମାଷ୍ଟର ଶାଶ୍ଵତ। ତାଙ୍କର ନୃତ୍ୟ ପାଇଁ ଅନେକଙ୍କ ନିକଟରେ ସେ ବେଶ୍ ପରିଚିତ ହୋଇ ପାରିଛନ୍ତି। ତାଙ୍କୁ ସମସ୍ତେ ପ୍ରାୟତଃ ଜାଣନ୍ତି। ତେବେ ଆମ ଓଡିଶାର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ କେବଳ ଆମ ଓଡ଼ିଶାରେ ନୁହେଁ ବରଂ ଓଡ଼ିଶା ବାହାରେ ବି ସେମାନେ ତାଙ୍କର କଳା ପାଇଁ ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି। ସେହିପରି ଜଣେ ପରିଚିତ ଚେହେରା ହେଉଛନ୍ତି ମାଷ୍ଟର ଶାଶ୍ଵତ। ଯିଏକି ତାଙ୍କ ଆକର୍ଷଣୟ ଡାନ୍ସ ପାଇଁ ବେଶ୍ ପରିଚିତ ଅଟନ୍ତି। ସେ ଓଡ଼ିଶାର ଅନେକ ସିଙ୍ଗୀଙ୍ଗ ରିଏଲିଟି ଶୋ ରେ ମଧ୍ୟ ବିଚାରକ ର ଭୂମିକା ତୁଲାଉ ଥିବାର ଦେଖିବାକୁ ମିଳୁଛି।

କେବଳ ଆମ ରାଜ୍ଯ ଭିତରେ ନୁହେଁ ବରଂ ରାଜ୍ଯ ବାହାରେ ମଧ୍ୟ ତାଙ୍କର ଲୋକପ୍ରିୟତା ରହିଛି। ତେବେ ସୋସିଆଲ ମିଡିଆରେ ବହୁତ୍ କମ୍ ସମୟ ତାଙ୍କୁ ଦେଖିବାକୁ ମିଳିଥାଏ। ତାଙ୍କୁ ପ୍ରାୟତଃ ଏଠାରେ କେହି ଦେଖିବାକୁ ପାଇ ନଥାନ୍ତି। କିନ୍ତୁ ତାଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ସେ ଏବଂ ତାଙ୍କର ସ୍ତ୍ରୀ ଜବରଦସ୍ତ ଡାନ୍ସ କରୁଥିବାର ଦେଖିବାକୁ ମିଳିଛି। ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। ରୋମାଣ୍ଟିକ ମୁଡ ରେ ଉଭୟଙ୍କ ଡାନ୍ସ କୁ ଦେଖି ଦର୍ଶକ ଏବଂ ତାଙ୍କର ଅଗଣିତ ପ୍ରସଂଶକ ବେଶ୍ ଖୁସି ହେଉଛନ୍ତି। ଦୁଇଜଣ ଙ୍କ କେମେଷ୍ଟ୍ରୀକୁ ମଧ୍ୟ ଦର୍ଶକ ଦେଖି ବହୁତ୍ ପସନ୍ଦ କରୁଛନ୍ତି। ସେମାନଙ୍କ ଯୋଡି ମଧ୍ୟ ବହୁତ୍ ସୁନ୍ଦର୍ ଲାଗୁଛି।

ଆପଣ ସେମାନଙ୍କ ର ଏହି ଡାନ୍ସ ଭିଡିଓ କୁ ଦେଖିଲେ ଏଠାରେ ମାଷ୍ଟର ଶାଶ୍ଵତ ଙ୍କ ସହିତ ତାଙ୍କ ସ୍ତ୍ରୀଙ୍କ ରୋମାଣ୍ଟିକ ଡାନ୍ସ ଷ୍ଟାଇଲ କୁ ଦେଖି ନିଶ୍ଚିତ ଖୁସି ହେବେ।ତେବେ ଆପଣ ତ ଡାନ୍ସ ଦେଖିବାକୁ ଭଲ ପାଉଥିବେ। ନୃତ୍ୟ ଦେଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ଏହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ। ସଙ୍ଗୀତ ଏବଂ ନୃତ୍ୟ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ଅଟେ। ଯେତେବେଳେ ବି ଆମେ କହାକୁ ନୃତ୍ୟ କରୁ ଥିବାର ଦେଖିବାକୁ ପାଉ, ଆମେ ଟିକିଏ ଦେଖିବା ପାଇଁ ଅଟକି ଯାଇଥାଉ। ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ନାଚି ଉଠି ଥାଉ। ଟିକିଏ ନାଚି ଦେଲେ ଆମକୁ ଖୁସି ଲାଗିଥାଏ।

ତେଣୁ ଏଥିପାଇଁ କୌଣସି ବି ନିର୍ଦ୍ଦିଷ୍ଟ କୌଣସି ସ୍ଥାନ ନଥାଏ। ଯେଉଁଠି ବି ଟିକିଏ ନାଚିବାର ସୁଯୋଗ ମିଳେ ସେତେବେଳ ଆମେ ନାଚିଥାଉ କିଛି ନଭାବି। ସେହିପରି ଏଠାରେ ଡାନ୍ସ ମାଷ୍ଟର ଶାଶ୍ଵତ ଙ୍କ ଡାନ୍ସ ଯେଉଁଭଳି ଭାବରେ ରହିଛି ତାକୁ ଅନେକ ଦେଖି ବହୁତ୍ ପସନ୍ଦ କରୁଛନ୍ତି। ଆପଣ ବି ଥରେ ଏହାକୁ ନିଶ୍ଚିତ ଦେଖନ୍ତୁ।ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.