Swastik Tv News Odisha

ମଜାଳିଆ ପ୍ରଶ୍ନ – କେଉଁ ଫଳ ପାଚିଲେ ତାର ନାମ ବଦଳିଯାଏ ? ଏହାର ଉତ୍ତର ଦେବାରେ 99 % ଲୋକ ଫେଲ…

0

ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତିମାନେ ସରକାରୀ ଚାକିରୀ ଟିଏ କରିବା ପାଇଁ ଚାହିଁଥାନ୍ତି , ସେଥିପାଇଁ ସେମାନଙ୍କୁ ଅନେକ କଷ୍ଟ ପରିଶ୍ରମ ମଧ୍ୟ କରିବା ପାଇଁ ପଡିଥାଏ । ଅନେକ ବ୍ୟକ୍ତିମାନେ ଛୋଟ ଛୋ଼ଟ ସହଜ ପଶ୍ନର ଉତ୍ତର ଦେବାରେ ଅସଫଳ ହୋଇଥାନ୍ତି । ଯାହାଫଳରେ ସେମାନଙ୍କୁ ପୁଣିଥରେ ଅପେକ୍ଷା କରିବା ପାଇଁ ପଡିଥାଏ ନେକ୍ସଷ୍ଟ ପରୀକ୍ଷା ପାଇଁ । ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସାଧାରଣ ଜ୍ଞାନ ବହୁତ ସାହାର୍ଯ୍ୟ କରିଥାଏ । ଅନେକ ବଡ ବଡ ପଦବୀରେ ଉତ୍ତିର୍ଣ୍ଣ ହେବା ପାଇଁ ଇଣ୍ଟରଭ୍ୟୁ ଫେସ୍ କରିବା ପାଇଁ ପଡିଥାଏ , ସେଥିରେ ଅନେକ ପ୍ରକାର ମଜାଳିଆ ପ୍ରଶ୍ନ ପଚାରାଯାଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କେତେକ ମଜାଳିଆ ପ୍ରଶ୍ନ ସହ ଉତ୍ତର ସମ୍ପର୍କରେ ଜଣେଇବୁ ।

1. ହଲିଥାଏ କିନ୍ତୁ ଗଛ ନୁହେଁ , ଚାଲିଥାଏ କିନ୍ତୁ ଗାଡି ନୁହେଁ ଟିକି ଟିକି କରେ କିନ୍ତୁ ଘଡି ନୁହେଁ ସେଇଟା କଣ ?
ଉତ୍ତର – ଟାଇପ ମେସିନ ।

2. ଜନମ ମୋର ସମୁଦ୍ର ଜଳେ ରହିଥାଏ ମୁଁ ରୋଷେଇ ସାଳେ ?
ଉତ୍ତର – ଲୁଣ ।

3. ଜଣେ ଭାଇ ତା ଭଉଣୀକୁ ଗୋଟିଏ ଫଳ ଦେଲା ଓ କହିଲା ଭୋକ କଲେ ଖାଇବୁ , ଶୋଷ କଲେ ପିଇବୁ , ଶୀତ ହେଲେ ଜାଳିବୁ ତାହା କଣ ?
ଉତ୍ତର – ନଡିଆ ।

4. ଛପା ହୋଇନଥିଲେ ବି ସେ ବହି , ସେଇଟା କଣ ବହି ?
ଉତ୍ତର – ଫେସବୁକ ।

5. ସେଇଟା କେଉଁ ଜିନିଷ ଯାହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ଭାଙ୍ଗିବାକୁ ପଡିଥାଏ ?
ଉତ୍ତର – ଅଣ୍ଡା ।

6. ଏମିତି ବାଘ ସେ ଛାଡେନି ଘର – ଖାଏନି ମଣିଷ ପିଏସେ କ୍ଷୀର , ମା ନଦେଖିଲେ ମାଉସୀ ଦେଖଲୋ କୁକୁରକୁ ତାର ପ୍ରବଳ ଡର ?
ଉତ୍ତର – ବିଲେଇ ।

7. ଗାତରେ କରଇ ଘର , ମୁହଁରେ ତାର ନିଶ ଜାହାଘରେ ପଶେ , କରେ ତାର ସର୍ବନାଶ ?
ଉତ୍ତର – ମୂଷା ।

8. ବର୍ଷା ଆସିଲେ ଉପରକୁ ଉଠେ ବର୍ଷା ଛାଡିଲେ ତଳକୁ ଖସେ ତାହା କଣ ?
ଉତ୍ତର – ଛତା ।

9. ବାବାଜୀ ନୁହେଁ ତା ବଢିଛି ଦାଢି ପାଦତଳ ଯାଏ ଆସିଛି ମାଡି , ପିଲାଏ ଖେଳନ୍ତି ଦାଢୀରେ ଦୋଳି ପକ୍ଷୀଏ ଖାଆନ୍ତି ତାହାରି କୋଳି ?
ଉତ୍ତର – ବରଗଛ ।

10. କେଉଁ ଗଛରେ କାଠ ନଥାଏ ?
ଉତ୍ତର – କଦଳୀ ।

11. ତାହା କଣ ଯାହାକୁ ଭାଙ୍ଗିଲା ପରେ ଲୋକମାନେ ଖୁସୀ ହୋଇଥାନ୍ତି ?
ଉତ୍ତର – ରେକର୍ଡ ।

12. ଭିକାରୀ ନୁହେଁ କିନ୍ତୁ ପଇସା ମାଗିଥାଏ , ଝିଅ ନୁହେଁ କିନ୍ତୁ ପର୍ଷ ଧରିଥାଏ ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବଜେଇଥାଏ ସେ କିଏ ?
ଉତ୍ତର – ବସ୍ କଣ଼୍ଡକ୍ଟର ।

13. କେଉଁ ଫଳ ପାଚିଲେ ତାର ନାମ ବଦଳିଯାଏ ?
ଉତ୍ତର – ପଇଡ / ନଡିଆ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.