Swastik Tv News Odisha

ନାମର ପ୍ରଥମ ଅକ୍ଷର S , R, B, P, M ,N ଥିଲେ ଜାଣନ୍ତୁ 2022 ରେ ସବୁଠୁ ବଡ ଖୁସୀ ଖବର

0

ଆମ ଜୀବନରେ ଯାହାକିଛି ପରିବର୍ତ୍ତନ ହେଉଛି ତାହାର ସମ୍ୱନ୍ଧ ମୁଖ୍ୟତଃ ଗ୍ରହର ଚଳନ ଦ୍ୱାରା ହେଉଛି । ଆଜିର ସମୟରେ ଆମ ମାନଙ୍କୁ କେତେକ ସମସ୍ୟାର ସାମ୍ନା କରିବାକୁ ପଡୁଛି , ପ୍ରତ୍ୟେକ ମନୁଷ୍ୟ ନିଜର ଗୋଟିଏ ଅଲଗା ପରିଚୟ ନେଇ ଜନ୍ମ ହୋଇଥାଏ । ପ୍ରତ୍ୟେକ ମନୁଶ୍ୟର ନାମ ତାର ଜନ୍ମକାଳର ଗଣନା ଓ ଗ୍ରହ ସ୍ଥିତିକୁ ଅନୁମାନ କରି ରଖାଯାଇଥାଏ । ପ୍ରତ୍ୟେକ ଅକ୍ଷରର ଅଲଗା ମହତ୍ତ୍ୱ ରହିଥାଏ କିନ୍ତୁ ଆଜି ଆମେ ଯେଉଁ ଅକ୍ଷର ବିଷୟରେ କଥାହେବା ସେହି ଲୋକମାନଙ୍କୁ ଜାଣିବା ଅତିଆବଶ୍ୟକ ଅଟେ । କାରଣ ସେମାନେ ସମସ୍ତଙ୍କ ଠାରୁ ବହୁତ ଅଲଗା ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ନାମର ବ୍ୟକ୍ତିଙ୍କ ବିଷୟରେ ।

1. S ନାମର ବ୍ୟକ୍ତି :-

ଏହି ନାମର ଲୋକମାନେ ବହୁ ପରିଶ୍ରମୀ ହୋଇଥାନ୍ତି , ଏମାନେ ଏତେ ସୁନ୍ଦର ହୋଇଥାନ୍ତି କି ସାମ୍ନାବାଲା ଅତିଶୀଘ୍ର ଆକର୍ଷିତ ହୋଇଯାଇଥାଏ । ଏମାନେ ଲଭର ମାମଲାରେ ଲାଜୁଆ ହୋଇଥାନ୍ତି , ଏମାନେ ସବୁ କାମକୁ ବୁଝିଶୁଝି କରିଥାନ୍ତି । ଏମାନେ ନିଜ ଜିନିଷକୁ ସେୟାର କରିବା ପସନ୍ଦ ନଥାଏ , ଏମାନେ ମନରୁ ଖରାପ ହୋଇ ନଥାନ୍ତି ।

2. R ନାମର ବ୍ୟକ୍ତି :-

ଏହି ନାମର ଲୋକମାନେ ଅଧିକ ସୋସିଆଲ ଲାଇଭ ଜୀବନ ପସନ୍ଦ କରନ୍ତି ନାହିଁ , ଏହି ନାମ ର ଲୋକମାନେ ବହୁ ସ୍ପିଡରେ ଆଗକୁ ବଢିଥାନ୍ତି । ଦେଖିବାରେ ଏମାନେ ବହୁତ ଆକର୍ଷକ ସୁନ୍ଦର ବି ହୋଇଥାନ୍ତି । ଏମାନେ ସମସ୍ତେ କରୁଥିବା କାମକୁ କରିବାକୁ ପସନ୍ଦ କରନ୍ତି ନାହିଁ , ଏମାନେ ଏମିତି କାମ କରିବାକୁ ପସନ୍ଦ କରିଥାନ୍ତି ଯାହା କେହି ବି କରିପାରିବ ନାହିଁ ।

3. B ନାମର ବ୍ୟକ୍ତି :-

ଯେଉଁ ମାନଙ୍କର ନାମ ବି ଆକ୍ଷରରୁ ଆରମ୍ଭ ହୋଇଥାଏ ,ସେମାନେ ନୂଆ ନୂଆ ରାସ୍ତା ଖୋଜିବାରେ ବିଶ୍ୱାସ ରଖିଥାନ୍ତି । ବି ଅକ୍ଷରର ଲୋକମାନେ ଟିକିଏ ସଙ୍କୁଚିତ ସ୍ୱଭାବର ହୋଇଥାନ୍ତି , ଯଲଦି କାହାସହ ବି ମିଶି ପାରନ୍ତି ନାହିଁ ।

4. P ନାମର ବ୍ୟକ୍ତି :-

ଏହି ନାମର ବ୍ୟକ୍ତିମାନେ ସମସ୍ୟାରେ ଫସିଥାନ୍ତି କେବେକେବେ ନିଜ ବିଚାର ଅନ୍ୟ ଉପରେ ପକେଇବାରୁ ଏମାନଙ୍କୁ ବି ସମସ୍ୟା ଆସିଥାଏ । ସର୍ବପ୍ରଥମେ ଏମାନେ ନିଜ ଛବି ସହ ଲଭ କରିଥାନ୍ତି ଅର୍ଥାତ୍ ସେମାନେ ନିଜକୁ ହିଁ ସବୁଠାରୁ ଅଧିକ ଭଲ ପାଇଥାନ୍ତି । ନିଜ ପାଖାପାଖି ସବୁ ଲୋକଙ୍କର କେୟାର କରିଥାନ୍ତି ।

5. M ନାମର ବ୍ୟକ୍ତି :-

ଏହି ନାମର ବ୍ୟକ୍ତି ମାନେ ସବୁକଥାକୁ ମନରେ ଦବେଇ ରଖିଥାନ୍ତି , ଏମାନେ ନିଜ ଫ୍ୟାମିଲିକୁ ବହୁତ କେୟାର କରିଥାନ୍ତି । ଖର୍ଚ୍ଚ କରିବା ପୂର୍ବରୁ ଅଧିକ ଭାବିଚିନ୍ତି ଖର୍ଚ୍ଚ କରିଥାନ୍ତି ।

6. N ନାମର ବ୍ୟକ୍ତି :-

ଏମାନେ ବହୁତ ଖୋଲା ବିଚାରର ହୋଇଥାନ୍ତି , ଏମାନେ ଅନ୍ୟ ମାନଙ୍କ ସହ ଝଗଡା ହେବାରେ ଅଧିକ ସମୟ ଦିଅନ୍ତି ନାହିଁ । କାମର ମାମଲାରେ ପୂରା ପରଫେକ୍ଟ ହୋଇଥାନ୍ତି , ନିଜର ବ୍ୟକ୍ତିତ୍ୱରେ ଏତେ ଆକର୍ଷକ ହୋଇଥାନ୍ତି କି ସାମ୍ନାବାଲାକୁ ମୋହିତ କରି ଦେଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.