Swastik Tv News Odisha

IAS ପ୍ରଶ୍ନ : ସେଇଟା କ’ଣ, ଯାହାର ଚାରିପଟେ ବାଳ ଥାଏ, ତା ମଝିରେ ସ୍ୱାମୀ ଥରେ ପୁରାଏ ତା’ପରେ ସ୍ତ୍ରୀ ନିଜେ ସବୁଦିନ ନିଜେ ନିଏ ?

0

ବର୍ତ୍ତମାନ ଶିକ୍ଷାକ୍ଷେତ୍ର ବହୁତ ଆଗକୁ ଗଲାଣି , ପ୍ରତ୍ୟେକ ପିଲା କିଛି ନା କିଛି ସରକାରୀ ଯବ୍ ଟିଏ କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । କୌଣସି ଏକ ବଡ ପଦବୀରେ ଉର୍ତ୍ତିର୍ଣ୍ଣ ହେବା ପାଇଁ ସେମାନଙ୍କୁ ଅନେକ ପରିଶ୍ରମ ମଧ୍ୟ କରିବାକୁ ପଡିଥାଏ । ଅନେକ ପିଲାମାନେ ଛୋଟ ଛୋଟ ଭୁଲ ପାଇଁ ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହୋଇ ପାରନ୍ତି ନାହିଁ । ତେଣୁ ସେମାନଙ୍କୁ ପୁଣି ଆଉ ଏକ ଚାନ୍ସ କୁ ଅପେକ୍ଷା କରିବାକୁ ପଡିଥାଏ । ତେବେ ସାଧାରଣ ଜ୍ଞାନ ଜାଣିବା ଆମ ମାନଙ୍କ ପାଇଁ ବହୁତ ଆବଶ୍ୟକ ହୋଇଥାଏ । ସାଧାରଣ ଜ୍ଞାନ ଆମକୁ ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସାହାର୍ଯ୍ୟ କରିଥାଏ ।

ଅନେକ ଇଣ୍ଟରଭ୍ୟୁ ମାନଙ୍କରେ ଅନେକ ଗୁଡିଏ ମଜାଳିଆ ପ୍ରଶ୍ନ ପଚାରା ଯାଇଥାଏ , ଯାହାର ଉତ୍ତର ଦେବା ବହୁତ ସହଜ ହୋଇଥାଏ । କିନ୍ତୁ ଏହି ମଜାଳିଆ ପ୍ରଶ୍ନର ଉତ୍ତର ଅନେକ ବ୍ୟକ୍ତି ମାନେ ଦେଇ ପାରନ୍ତି ନାହିଁ । ତେଣୁ ସେମାନଙ୍କୁ ପୁଣି ନେକ୍ସଷ୍ଟ ପରୀକ୍ଷା ପାଇଁ ଅପେକ୍ଷା କରିବାକୁ ପଡିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ କେତେକ ମଜାଳିଆ ପ୍ରଶ୍ନ ସହିତ ଉତ୍ତର ସମ୍ପର୍କରେ ।

1 ଏଭଳି କେଉଁ ଜିନିଷ ଅଛି ଯାହାକୁ ଫ୍ରିଜ ରେ ରଖିଲେ ଜଳିଉଠେ ?
ଉତ୍ତର – ଚୁନାପଥର ।

2. ଭାରତର କେଉଁ ରାଜ୍ୟ ଉପରେ ସବୁଠାରୁ ଅଧିକ କରଜ ଅଛି ?
ଉତ୍ତର – କେରଳ ।

3. କେଉଁ ଦେଶରେ ସୂର୍ଯ୍ୟ ସବୁଠାରୁ ଜଲ୍ଦି ଅସ୍ତ ହୁଏ ?
ଉତ୍ତର – ନ୍ୟୁଜଲ୍ୟାଣ ।

4. ଦୁନିଆ ର ସବୁଠାରୁ ଅଧିକ ଛୁଆ ଜନ୍ମ କରିଥିବା ମହିଳା କିଏ ?
ଉତ୍ତର – ମରିୟମ ସ୍କୋବା ।

5. କେଉଁ ଦେଶରେ ପେଟ୍ରୋଲ ପାଣି ଠାରୁ ବି ଶସ୍ତା ?
ଉତ୍ତର – କୁବେତ ଦେଶ ।

6. ଅନ୍ତରୀକ୍ଷରେ ରେ ପ୍ରଥମ ଦୁର୍ଘଟଣା କେବେ ହୋଇଥିଲା ?
ଉତ୍ତର – 1967 ମସିହା ।

7. ଭାରତ ରତ୍ନ ପ୍ରମାଣ ପତ୍ରରେ କିଏ ହସ୍ତାକ୍ଷର କରିଥାନ୍ତି ?
ଉତ୍ତର – ରାଷ୍ଟ୍ରପତି ।

8. କିଏ କମ୍ପ୍ୟୁଟରର ମସ୍ତିଷ୍କ ରୂପେ କାର୍ଯ୍ୟ କରେ ?
ଉତ୍ତର – Cp u ।

9. ଛୋଟ ପିଲାଙ୍କର ଏମିତି ଏକ ଖେଳଣା ଅଛି ଯାହାକୁ ଧନ ଥିବା ବଡ ଲୋକ ମଧ୍ୟ କିଣିପାରିବେ ନାହିଁ ତାହା କଣ ?
ଉତ୍ତର – ଜହ୍ନ ମାମୁଁ ।

10. କେଉଁ ହାଣ୍ଡିରେ ରୋଷେଇ କରିଲେ କଳା ହୁଏ ନାହିଁ ?
ଉତ୍ତର – କଳାହାଣ୍ଡି ।

11. ସେଇଟା କଣ , ଯାହାର ଚାରିପଟେ ବାଳ ଥାଏ , ତା ମଝିରେ ସ୍ୱାମୀ ଥରେ ପୁରାଏ ତା ‘ ପରେ ସ୍ତ୍ରୀ ନିଜେ ସବୁଦିନ ନିଜେ ନିଏ ?
ଉତ୍ତର – ସିନ୍ଦୁର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.