Swastik Tv News Odisha

ହଠାତ ସମସ୍ତଙ୍କ ସାମ୍ନାରେ ଚିତାବାଘ ( leopard ) କଲା ଭୟଙ୍କର ଆକ୍ରମଣ… ଦେଖିଲା ପରେ ନିଜକୁ ସମ୍ଭାଳି ପାରିବେନି….

0

ବନ୍ଧୁଗଣ ଆମର ଅନେକ ସମୟରେ ବନ୍ୟ ପ୍ରାଣୀ ମାନଙ୍କର ଉଦ୍ଧାର ଜନିତ ଅନେକ ଭିଡିଓ ଦେଖିବାକୁ ପାଉଥିବେ। ସେମାନେ ଅସୁବିଧାର ସମ୍ମୁଖୀନ ହେଲେ କିମ୍ୱା ବିପଦରେ ରହିଥିଲେ, କିମ୍ୱା ମାନବ ସମାଜ ଭିତରକୁ ପ୍ରବେଶ କରି ଆସି ଭୟ ସୃଷ୍ଟି କରିବା ଭଳି ପରିସ୍ଥିତି ହେଲେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉପଯୁକ୍ତ ତାଲିମ୍ ପ୍ରାପ୍ତ ବ୍ୟକ୍ତି ମାନଙ୍କର ଆବଶ୍ୟକ ପଡ଼ିଥାଏ। କିନ୍ତୁ ଏହି ସମୟରେ ସାମାନ୍ଯ ଅସାବଧାନତା ପାଇଁ ବେଳେବେଳେ ବଡ ବଡ଼ ଦୁର୍ଘଟଣା ସବୁ ଘଟି ଯିବାର ସମ୍ଭାବନା ରହିଥାଏ। ଏସବୁ ଦୁର୍ଘଟଣା ସମୟ ସମୟରେ ହଠାତ୍ ହୋଇଥାଏ ତ ପୁଣି କେତେବେଳେ ଅଜାଣତରେ ଘଟିଥାଏ।

ତେବେ ବହୁତ୍ ଏହି ଭଳି ଘଟଣା ରହିଛି ତାହା ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ। ତେବେ ଏପରି ଘଟଣା ସମସ୍ତଙ୍କୁ ଗଭୀର ଆଘାତ ପହଞ୍ଚାଇ ଥାଏ। ତେବେ ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ। କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଆମେ ବାସ୍ତବରେ ବିଚଳିତ ହୋଇ ପଡ଼ିଥାଉ। ଅନେକ ସମୟରେ ଆପଣ ଅନେକ ଏପରି କିଛି ଘଟଣା ଦୁର୍ଘଟଣା ର ଖବର ସଂସ୍ପର୍ଶରେ ଆସୁଥିବେ।

ଅନେକ କିଛି ଏପରି ଘଟଣା ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। ତେବେ ଏହା ସତ ଯେ କେତେବେଳେ କାହା ସହ କଣ ଦୁର୍ଘଟଣା ଘଟିଯିବ ତାହା କହିହେବ ନାହିଁ। କିନ୍ତୁ ଆମେ କେବଳ ସଚେତନ ରହି ପାରିବା। ଆପଣ ତ ଜାଣିଛନ୍ତି କିଛି ଘଟଣା ଏମିତି ରହିଛି ଯାହା ଏମିତି ଅଚାନକ ଭାବରେ ଘଟି ଯାଇଥାଏ ତାକୁ ବିଶ୍ବାସ କରିବା ସମ୍ଭବ ନୁହେଁ। ଆମର ସାମାନ୍ଯ ଅସାବଧାନତା ଏବଂ ବିଚଳିତ ଲକ୍ଷଣ ପାଇଁ କିଛି ଏମିତି ଘଟଣା ଘଟିଯାଏ।କିଛି ଘଟଣା ଏମିତି ରହିଛି ଯାହା ଅଚାନକ ଭାବରେ ଘଟି ଯାଇଥାଏ।ସେହିପରି ଏଠାରେ ଆଜି ଆପଣ ଦେଖିବେ ଏକ ଏମିତି ଘଟଣାର ଦୃଶ୍ୟ ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ।

ଏଠାରେ ଜଣେ ତାଲିମ ପ୍ରାପ୍ତ ବ୍ୟକ୍ତି ଯିଏକି ଚିତାବାଘ କୁ ଉଦ୍ଧାର କରିବା ପାଇଁ ଯାଇଥିଲେ,ସେ ଉଦ୍ଧାର କରିବା ସମୟରେ ବାଘର ଆକ୍ରମଣର ଶିକାର ହୋଇଛନ୍ତି। ହଠାତ୍ ରେସ୍କ୍ୟୁ ସମୟରେ ଚିତାବାଘ ଟି ଦୌଡ଼ି ଆସି ତାଙ୍କୁ ଆକ୍ରମଣ କରିଥିଲା ଏବଂ କିଛି ସମୟ ତାଙ୍କୁ କାମୁଡି ଧରିଥିଲା। ସେଠାରେ ଲୋକ ଗହଳି ଥିବାରୁ ଏଭଳି ସ୍ଥିତି ଦେଖି ବାଘଟି କିଛି ସମୟ ପରେ ସେଠାରୁ ଛାଡି ଚାଲି ଯାଇଥିଲା। ତେବେ ବାଘଟି ଏହି ଏକ୍ସପାର୍ଟ ଜଣଙ୍କୁ ଆହତ କରିଥିବା ଜଣା ପଡ଼ିଛି। ତେବେ ଏହି ଘଟଣା ଇନ୍ଦୋର ରେ ଘଟିଥିବା ଜଣା ପଡ଼ିଛି ଏବଂ ଏହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.