Swastik Tv News Odisha

” ଓଡିଶାର ନୂଆ ସ୍ୱର ” Studio Round ରେ ଭାଇରାଲ ବୟ Santanu ଙ୍କ କମାଲ – ତାଙ୍କ ଗୀତ ଶୁଣି ସମସ୍ତେ ନାଚିବାକୁ ଲାଗିଲେ…. ଦେଖିଲେ ହସି ହସି ଗଡିବେ….

0

ସିଦ୍ଧାର୍ଥ ଟିଭି ର ନୂଆ ସୀଙ୍ଗିଙ୍ଗ ରିଏଲିଟି ଶୋ ‘ଓଡ଼ିଶାର ନୂଆ ସ୍ବର’ରେ କମାଲ ଦେଖାଉଛନ୍ତି କୁନି ପିଲା ମାନେ। ଜୁନିଅର୍ ମାନଙ୍କ ପାଇଁ ହେଉଥିବା ଏହି ସଙ୍ଗୀତ କାର୍ଯ୍ୟକ୍ରମ ରେ କୁନି ପିଲାମାନଙ୍କର ପ୍ରତିଭା ଦେଖିବାକୁ ମିଳୁଛି। ସେମାନଙ୍କ ଭିତରେ ଜଣେ ପିଲା ରହିଛି ଯାହାର ନାମ ଶାନ୍ତନୁ କୁମାର ମହାନ୍ତି, ଯିଏକି ଷ୍ଟୁଡିଓ ରାଉଣ୍ଡ ରୁ ତାର ଜଲୱା ଦେଖାଇ ଆସୁଛି। ତାର ଗାୟିକୀ ରେ ମୁଗ୍ଧ ହେଉଛନ୍ତି ସବୁ ବିଚାରକ ଏବଂ ଦର୍ଶକ ଓ ଶ୍ରୋତା ମାନେ। ଅନେକ ପ୍ରଶଂସା ବି ମିଳୁଛି ଶାନ୍ତନୁ ଙ୍କୁ।ସେ ଯେଉଁଭଳି ଭାବରେ ତାଙ୍କର ଗୀତ ଗାଉଛନ୍ତି ତାହା ବେଶ୍ ଶ୍ରୁତି ମଧୁର ଏବଂ ହୃଦୟକୁ ଛୁଇଁଲା ଭଳି ଲାଗୁଚି। ଯାହାକୁ ଶୁଣି ଖୁସି ହେଉଛନ୍ତି ସମସ୍ତେ।

କାରଣ କେବଳଗୀତନୁହେଁ, ଗୀତସାଙ୍ଗକୁ ପିଲାଟିର କଥା ଏବଂ ଅଭିନୟ ମଧ୍ୟ ବହୁତ୍ ଆକର୍ଷନୀୟ ଅଟେ। ତେବେ ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ,ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ।

କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ।ସେମାନଙ୍କ ଯେକୌଣସି ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ତେଣୁ ଛୋଟ ପିଲା ମାନଙ୍କର ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ଶୁଣି, ସ୍ଵରକୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ସେହିପରି ଏହି ଛୋଟ ବାଳକ ଯିଏକି ତାର ସ୍ୱରର ଯାଦୁରେ ସମସ୍ତଙ୍କୁ ଚକିତ କରିଛି।ସେ ତାର ସୁମଧୁର ସ୍ଵରରେ କିପରି ଭାବରେ ଏକ ରୋମାଣ୍ଟିକ ଗୀତ ଗାଉଛନ୍ତି ଥରେ ଶୁଣନ୍ତୁ।

ତେବେ ଏହି ଗୀତଟି ହେଉଛି ଡିଜେ ବାଜିବ ଆଜି, ଟୋକା ନାଚିବ ଆଜି, ମନ କଥା କହିଦେ, ଓଃ ମାଇଁ ଲଭ୍। ଆଉ ଏହାପରେ ସେ ଗାଉଛି ସ୍ମାର୍ଟ ସିଟି ଝିଅଟା ଆସି ପିଟି ହେଲାରେ ରୋମାଣ୍ଟିକ ସଙ୍ଗ। ତେବେ ପିଲାଟିର ଗୀତକୁ ଶୁଣି ବିଚାରକ ମାନେ ଏତେ ଖୁସି ହୋଇଗଲେ ଯେ, ସେମାନେ ଆସି ଶେଷରେ ଷ୍ଟେଜ ରେ ଶାନ୍ତନୁ ସହିତ ନାଚିବାକୁ ଲାଗିଲେ। ଏହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.