Swastik Tv News Odisha

IAS ପ୍ରଶ୍ନ – ପୁଅ ମାନଙ୍କର କେଉଁ ଲମ୍ୱା ଜିନିଷ ଝିଅ ମାନଙ୍କୁ ପସନ୍ଦ ଲାଗେ ? ଏହାର ଉତ୍ତର 99 ପ୍ରତିଶତ ଲୋକ ଜାଣନ୍ତି ନାହିଁ , ସାହସ ଅଛି ତ ଉତ୍ତର ଦିଅ

0

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ IAS ପରୀକ୍ଷା ଇଣ୍ଟରଭୁ ପରୀକ୍ଷା ରେ ପଚାରା ଯାଇଥିବା କେତୋଟି ଚତୁର ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ଆଜିକାଲିର ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ଚତୁର ପ୍ରଶ୍ନ;

ପ୍ରଶ୍ନ-୧- ହଲି ଥାଏ କିନ୍ତୁ ଗଛ ନୁହେ, ଚାଲି ଥାଏ କିନ୍ତୁ ଗାଡି ନୁହେ, ଟିକି ଟିକି କରିଥାଏ କିନ୍ତୁ ଘଡି ନୁହେ, ସେଇଟା କଣ ?
ଉତ୍ତର- ଟାଇପ ମେସିନ

ପ୍ରଶ୍ନ-୨- ଜନ୍ମ ମୋର ସମୁଦ୍ର ଜଳେ ରହିଥାଏ ମୁ ରୋଷେଇ ସାଳେ ?
ଉତ୍ତର- ଲୁଣ

ପ୍ରଶ୍ନ-3- ଜଣେ ଭାଇ ତା ଭଉଣୀକୁ ଗୋଟିଏ ଫଳ ଦେଲା ଓ କହିଲା ଭୋକ କଲେ ଖାଇବୁ,ଶୋଷ କଲେ ପିଇବୁ, ଶୀତ କଲେ ଜାଲିବୁ, ତାହା ଉତ୍ତର କଣ ?
ଉତ୍ତର- ନଡ଼ିଆ

ପ୍ରଶ୍ନ-4- ଛପା ନ ହୋଇଥିଲେ ସେ ବହି ସେ କେଉଁ ବହି ?
ଉତ୍ତର- ଫେସବୁକ

ପ୍ରଶ୍ନ-5- ସେଇଟା କେଉଁ ଜିନିଷ ଯାହାକୁ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଭାଙ୍ଗିବାକୁ ପଡିଥାଏ ?
ଉତ୍ତର- ଅଣ୍ଡା

ପ୍ରଶ୍ନ-6- ଏମିତି ବାଘ ସେ ଛାଡେନି ଘର, ଖାଏନି ମଣିଷ ପିଏ ସେ କ୍ଷୀର,ମା ନ ଦେଖିଲେ ମାଉସୀ ଦେଖଲେ,କୁକୁର କୁ ତାର ପ୍ରାୟ ଡର ?
ଉତ୍ତର- ବିଲେଇ

ପ୍ରଶ୍ନ-7 – ଗାତରେ କରଇ ଘର, ମୁଁହରେ ତାର ନିଶ, ଯାହା ଘରେ ପଶେ ତାର କରେ ସର୍ବନାଶ ?
ଉତ୍ତର- ମୂଷା

ପ୍ରଶ୍ନ -8- ବର୍ଷା ଆସିଲେ ତା ଉପରକୁ ଉଠେ ,ବର୍ଷା ଛାଡିଲେ ତାହା ତଳକୁ ଖସେ ତାହା କଣ ?
ଉତ୍ତର- ଛତା

ପ୍ରଶ୍ନ-9 – ବାବାଜୀ ନୁହେ ତା ବଢିଛି ଦାଢ଼ି, ପାଦ ତଳେ ଯାଏ ଆସିଛି ମାଡି, ପିଲାଏ ଖେଳନ୍ତି ଦାଢୀରେ ଦୋଳି, ପକ୍ଷୀଏ ଖାଆନ୍ତି ତାହାରି କୋଳି ?
ଉତ୍ତର- ବରଗଛ

ପ୍ରଶ୍ନ-10- କେଉଁ ଜୀବ ଆଖି ଓ କାନ ପଟେ ନିଶ୍ୱାସ ପ୍ରଶାସ ନିଏ ?
ଉତ୍ତର- ହରିଣ

ପ୍ରଶ୍ନ- 11- କେଉଁ ମାଛର ମୁଣ୍ଡରେ ପାକସ୍ଥଳୀ ଥାଏ ?
ଉତ୍ତର- ଚିଙ୍ଗୁଡ଼ି

ପ୍ରଶ୍ନ-12-ପୁଅ ମାନଙ୍କର କେଉଁ ଲମ୍ୱା ଜିନିଷ ଝିଅ ମାନଙ୍କୁ ପସନ୍ଦ ଲାଗେ ?
ଉତ୍ତର – ଚେଷ୍ଟ ( ଛାତି )

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.