Swastik Tv News Odisha

Rajveer ପାଇଁ ସାରା ଦେଶ କାନ୍ଦୁଛି….କିନ୍ତୁ ତାଙ୍କ ବାପା ଙ୍କର ଏ କି ରୂପ ? ସୋସିଆଲ ମିଡିଆରେ ଭିଡ଼ିଓ ହେଉଛି ଭାଇରାଲ….

0

ଆଜିକାଲି ସମାଜରେ ବିଭିନ୍ନ ପ୍ରକାର ଅନ୍ୟାୟ ଅନୀତି ଅତ୍ୟାଚାର ଖବର ବିଷୟରେ ଶୁଣିବା ପାଇଁ ମିଳିଥାଏ। ବନ୍ଧୁଗଣ ଆପଣ ମାନେ ଦେଖିଥିବେ, ଡ଼କାୟତି, ଚୋରି , ହତ୍ୟା, ବଳତ୍କାର ଭଳି ଅପରାଧ ସମାଜରେ ବଢି ବଢି ଚାଲିଛି। ତେବେ ଆପରାଧି ଯେଉଁ ମାନେ ଖୁଲମ ଖୁଲା ଅପରାଧ ଘଟାଇ ଚାଲିଛନ୍ତି। ଏପରି ବେଳେ ବେଳେ ଦିନ ଦ୍ୱିପ୍ରହରରେ ହତ୍ୟା କରି ନିଭୟରେ ଅପରାଧ କରି ଚାଲିଛନ୍ତି, କାରଣ ସେମାନଙ୍କର ପୋଲିସ ପ୍ରଶାସନ ଉପରେ ଟିକିଏ ହେଲେ ଡର ନାହିଁ କି ଭୟ ନାହିଁ।

ଧୀରେ ଧୀରେ ସମାଜରେ ମାନବିକ ମୂଲ୍ୟବୋଧ କମିବାରେ ଲାଗିଛି, ଲୋକଙ୍କ ମନ ମଧ୍ୟରେ ସାହାଯ୍ୟର ମନବୃତି କମିବାରେ ଲାଗିଛି। ପ୍ରତିଦିନ ବିଭିନ୍ନ ପ୍ରକାର ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁଥିରେ ରାଜଭିର ବାପା ମାଆ ଟଙ୍କା ପାଇଁ ବଦଳି ଯାଇଥିବା ଏକ ଭିଡ଼ିଓ ସାମ୍ନାକୁ ଆସିଛି। ତେବେ ଆସନ୍ତୁ ଜାଣିବା ଏହି ଭିଡ଼ିଓର ସତ୍ୟା ସତ୍ୟ ବିଷୟରେ ;

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ରାଜଭିର ଯିଏକି ଏକ ବିରଳ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଯାହାର ଚିକତ୍ସା ପାଇଁ ୧୬ କୋଟି ଟଙ୍କା ଆବଶ୍ୟକ ପଡୁଛି। ତେବେ ଉଭୟ ରାଜଭିରଙ୍କ ବାପା ମାଆ ଅନେକ ସ୍ଥାନରେ ତାଙ୍କର ଚିକିତ୍ସା ପାଇଁ ଯାଇଥିବା ଦେଖିବା ପାଇଁ ମିଳିଛି। ତେବେ ସବୁଠି ତାଙ୍କର ଚିକତ୍ସା ପାଇଁ ୧ ଇଂଜେକସନ ଦରକାର ହେବ ବୋଲି ସୂଚନା ମିଳିଛି। ତେବେ ଇଂଜେକସନର ଦାମ ୧୬ କୋଟି ଟଙ୍କା ବୋଲି ସୂଚନା ମିଳିଛି। ଏହାପରେ ସେମାନେ ଅନେକ ଲୋକଙ୍କୁ ଟଙ୍କା ପାଇଁ ଯାଇଥିଲେ। ଏହାପରେ ସେମାନେ ମୁଖ୍ୟମନ୍ତ୍ରୀ ବାସ ଭବନ ଆଗରେ ମଧ୍ୟ ଧାରଣା ଦେଇଥିଲେ। ହେଲେ ସେମାନଙ୍କର କଥା କେହିବି ଶୁଣିନଥିଲେ। ଏପଟେ ତାଙ୍କର ଆୟୁଷ କମି କମି ଆସୁଛି।

ତେବେ ସୋସିଆଲ ମିଡିଆରେ ମଧ୍ୟ ଟଙ୍କା ପାଇଁ ସମସ୍ତେ ବାହାରି ଆସିଛନ୍ତି। ସମସ୍ତେ ତାଙ୍କର ଆକାଉଣ୍ଟକୁ କିଛି କିଛି ଟଙ୍କା ପଠାଉଛନ୍ତି। ହେଲେ ଆହୁରି ଅନେକ ଟଙ୍କାର ଆବଶ୍ୟକତା ପଡୁଛି। ଲୋକ ମାନେ ମଧ୍ୟ ବିଭିନ୍ନ ରାଜ୍ୟରୁ ଟଙ୍କା ପଠାଉଛନ୍ତି। ଯାହାବି ହେଉ ସମସ୍ତେ ଚେଷ୍ଟା ଜାରି ରଖିଛନ୍ତି ରାଜଭିରଙ୍କ ଚିକତ୍ସା କରିବା ପାଇଁ ହେଲେ ଏପଟେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁ ଭିଡ଼ିଓରେ ରାଜଭିରଙ୍କ ବାପା ଟଙ୍କା କଥା ଆଲଚନା କରୁଥିବା ଦେଖିବା ପାଇଁ ମିଳିଛି। ହେଲେ ଏହି ଭିଡ଼ିଓ ରେ କଣ ସତ୍ୟା ସତ୍ୟ ରହିଛି। ତାହାର କୌଣସି ସୂଚନା ମିଳିନାହିଁ। ସୂଚନା ଅନୁସାରେ ଏଭଳି ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.