Swastik Tv News Odisha

” ମୋ ନିଜ ପିକ୍ଚର ରେ ମୁଁ ନିଜେ ଗୀତ ଗାଇବି “, ଛୋଟା ପ୍ୟାକେଟ ବଡ ଧମାକା…ଦେଖନ୍ତୁ ଭାଇରାଲ ବୟ Santanu ଙ୍କ କମାଲ…

0

ବନ୍ଧୁଗଣ ନିଶ୍ଚିତ ଭାବରେ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ।ତାଙ୍କ ମୁହଁରୁ କିଛିବି କଥା ଶୁଣିଲେ ବହୁତ ଖୁସି ଲାଗିଥାଏ। ତେବେ ସେମାନଙ୍କ ଯେକୌଣସି ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ତେଣୁ ଛୋଟ ପିଲା ମାନଙ୍କର ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ଶୁଣି, ସ୍ଵରକୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ସେହିପରି ଏହି ଛୋଟ ବାଳକ ଯିଏକି ତାର ସ୍ୱରର ଯାଦୁରେ ସମସ୍ତଙ୍କୁ ଚକିତ କରିଛି।

ଯାହାକୁ ଶୁଣି ସମସ୍ତେ ବେଶ୍ ଖୁସି ହେଉଛନ୍ତି,ସେ ହେଉଛି ଶାନ୍ତନୁ କୁମାର ମହାନ୍ତି। ତେବେ କେବଳ ଗୀତ ନୁହେଁ, ବରଂ ଗୀତ ସାଙ୍ଗକୁ ପିଲାଟିର କଥା ଏବଂ ଅଭିନୟ ମଧ୍ୟ ବହୁତ୍ ଆକର୍ଷନୀୟ ଅଟେ। ତେବେ ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ,ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ।

ଆଉ ସେସବୁ କୁ ଦେଖି ଆପଣ ବହୁତ୍ ଖୁସି ମଧ୍ଯ ହେଉଥିବେ। ସେହିପରି ଏହି ବାଳକଟି ଯେଉଁ ଭଳି ଭାବରେ ତାର ସ୍ୱରର ଯାଦୁରେ ସମସ୍ତଙ୍କୁ ଦିବାନା କରିଛି ତାହା ଆପଣ ପିଲାଟିର ଭିଡିଓ ଦେଖିଲେ ହିଁ ଜାଣି ପାରିବେ ଏବଂ ତାର ସ୍ୱର ଶୁଣି ଲେ ଜାଣି ପାରିବେ। ଏବେ ସେ ବେଶ୍ ପରିଚିତ ଚେହେରା ପାଲଟି ଯାଇଛି। ସୋସିଆଲ ମିଡିଆରେ ତାର ସିଙ୍ଗିଂ ଭିଡିଓ ବେଶ୍ ଭାଇରାଲ ହେଉଛି। ଗୀତ ସାଙ୍ଗକୁ ତାର ଯେମିତି ଅଭିନୟ ଏବଂ କମେଡି ଶୁଣି ସମସ୍ତେ ହସି ହସି ଗଡି ଯାଉଛନ୍ତି ଏବଂ ବହୁତ୍ ଖୁସି ବି ହେଉଛନ୍ତି। ଏବେ ତାଙ୍କ ଘରକୁ ଗଣମାଧ୍ୟମ ର ପ୍ରତିନିଧି ଯାଇ ଶାନ୍ତନୁ ଙ୍କ ସହ କଥା ହୋଇଥିବାର ଭିଡିଓ ସାମ୍ନାକୁ ଆସିଛି।

ଯେଉଁଠି ସେ ତାଙ୍କ ଜୀବନରେ କଣ ହେବାକୁ ଇଚ୍ଛା ଅଛି ଏବଂ ତାଂକର ସଙ୍ଗୀତ ଗାଇବା ଜୀବନ କେଉଁଠାରୁ ଆରମ୍ଭ ହେଲା ଏବଂ ତାଙ୍କ ବାପା ଓ ମାଆ କିପରି ଭାବରେ ତାଙ୍କ ପାଇଁ ପରିଶ୍ରମ କରନ୍ତି ଓ ସହଯୋଗ କରନ୍ତି,ସେ ବିଷୟରେ ଶାନ୍ତନୁ କହିଛନ୍ତି। ଏହାଛଡା ସେ କହିଛନ୍ତି ମୁଁ ବଡ ହେଲେ ହିରୋ ହେବି ଏବଂ ନିଜ ଫିଲ୍ମ୍ ରେ ନିଜେ ଗୀତ ଗାଇବି। ତେବେ ପିଲାଟି ଏଠାରେ ମଧ୍ୟ ସୁନ୍ଦର୍ ସୁନ୍ଦର୍ ଗୀତ ତିନୋଟି ଗାଇଛି। ପିଲାଟିର ସ୍ୱର ଏବଂ ଜବାବ୍ କୁ ଦେଖି ସମସ୍ତେ ବହୁତ୍ ଖୁସି ହୋଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.