Swastik Tv News Odisha

ଦାନ ଦେବା ବନ୍ଦ କର… “Rajveer ବାପା ମା’ ଡ୍ରାମା କରୁଛନ୍ତି ,ରାଜବୀରକୁ ଟଙ୍କା ଦେଇ ଟଙ୍କା ନଷ୍ଟ କରନ୍ତୁନି”…ଏମିତି କାହିଁକି କହୁଛନ୍ତି ଦେବବ୍ରତ ଷଡଙ୍ଗୀ… ଦେଖନ୍ତୁ Video

0

ବନ୍ଧୁଗଣ ଏବେ ଏକ ଖବରକୁ ନେଇ ଚର୍ଚ୍ଚା ବେଶ୍ ଜୋର୍ ଧରିବାରେ ଲାଗିଛି। ସାମାଜିକ ଗଣମାଧ୍ୟମ ରେ ଏହି ଖବର ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ତେବେ ଏହି ଘଟଣା ହେଉଛି ରାଜବୀର ରଣା ଙ୍କ ଚିକିତ୍ସା ପାଇଁ ତାଙ୍କ ବାପା ମାଆ ଲୋକଙ୍କୁ କରୁଥିବା ସହାୟତା ନିବେଦନ। ଅନେକ ଆଲୋଚନା ସମାଲୋଚନା ଭିତରେ ଏବେ ଏହି ଖବର ପ୍ରଚାରିତ ହେବାରେ ଲାଗିଛି। କାରଣ କୁହାଯାଉଛି କି ତାର ବାପା ମାଆ ଏହି କୁନି ପିଲା ରାଜବୀରକୁ ଦିଆ ଯାଉଥିବା ପଇସାରେ ମଜା ମସ୍ତି କରୁଛନ୍ତି। ଏଥିପାଇଁ ଅନେକ ସଂଦେହ କରୁଛନ୍ତି ଯେ ଏହି କୁନି ପିଲା ରାଜବୀରର ଚିକିତ୍ସା ପାଇଁ ସେମାନେ ଦେଉଥିବା ଟଙ୍କା ଠିକ କାମରେ ନିୟୋଜିତ ହେଉଛି କି ନାହିଁ।

ଏଥିପାଇଁ ଜଣେ ବ୍ୟକ୍ତି ଦେବବ୍ରତ ଷଡ଼ଙ୍ଗୀ ଏବେ ମୁହଁ ଖୋଲିଛନ୍ତି ଏବଂ କହୁଛନ୍ତି ଯେ ଓଡ଼ିଶା ବାସୀ କେହିବି ତାଙ୍କୁ ଆର୍ଥିକ ଅନୁଦାନ ଦିଅନ୍ତୁ ନାହିଁ। କାରଣ ଆପଣଙ୍କ ଟଙ୍କା ସୁରକ୍ଷିତ ନୁହେଁ। ବରଂ ଆପଣଙ୍କ ଟଙ୍କାର ଉପଯୁକ୍ତ ବିନିଯୋଗ ହେଉନାହିଁ। ଯଦି ମାର୍ଚ୍ଚ ୨୨ ତାରିଖ ସୁଦ୍ଧା ରାଜବିର ର ଚିକିତ୍ସା କରା ନଗଲା, ତେବେ ଦୟାକରି ଆପଣ ମାନେ ଏ ଟଙ୍କା କୁ ଫେରାଇ ନେବାର ବ୍ୟବସ୍ଥା କରନ୍ତୁ ନହେଲେ ସରକାରଙ୍କ ନିକଟକୁ ଏହି ଟଙ୍କାକୁ କିପରି ଯିବ ଏବଂ ଏଥିରେ ସରକାର୍ ହସ୍ତକ୍ଷେପ କରିବେ ଏବଂ ଲୋକେ ତାଙ୍କର ଟଙ୍କା କିପରି ଫେରି ପାଇବେ ତାର ବ୍ୟବସ୍ଥା କରିବେ। ତେଣୁ ସେ ସମସ୍ତଙ୍କୁ ଟଙ୍କା ଦେବା ପାଇଁ ଅନୁରୋଧ କରିଛନ୍ତି।

ଆପଣ ଏହି ଭିଡିଓ ଦେଖିଲେ ଏ ବିଷୟରେ ଜାଣି ପାରିବେ ଯେ ସେ କିପରି ଭାବରେ ଏ ବିଷୟରେ ଅଭିଯୋଗ ଆଣୁଛନ୍ତି। ତାଙ୍କର ଏଭଳି ମନ୍ତବ୍ୟ ଏବେ ସମସ୍ତଙ୍କୁ ଦ୍ଵନ୍ଦ ଭିତରେ ପକାଇଛି। ତେବେ ଆପଣଙ୍କୁ କହି ରଖୁଛୁ ଯେ ରାଜବିର ଏକ ଏମିତି ରୋଗ ଯେଉଁଥିରେ ଚିକିତ୍ସା ପାଇଁ ଦରକାର ଅନେକ ଟଙ୍କା। ଆଉ ଏଥିପାଇଁ ବାପା ମାଆଙ୍କ ପାଖରେ ସେତିକି ପରିମାଣରେ ଅର୍ଥ ନଥିବାରୁ ସେମାନେ ଲୋକଙ୍କ ସହାୟତା ଲୋଡିଛନ୍ତି। ସୋସିଆଲ ମିଡିଆରେ ସାହାଯ୍ୟ ନେଇ ସେମାନେ ତାଙ୍କର ଏହି ନିବେଦନକୁ ଜଣାଇଛନ୍ତି ଲୋକଙ୍କୁ।ଲୋକେ ମଧ୍ୟ ତାଙ୍କର ଏପରି ଅବସ୍ଥାରେ ଅନେକ ସହାୟତା ମଧ୍ୟ କରୁଛନ୍ତି।

ଅନ୍ଯ ମାନଙ୍କୁ ସହାୟତା ପାଇଁ ମଧ୍ୟ ସେମାନେ କହୁଛନ୍ତି ବୋଲି ସୋସିଆଲ ମିଡିଆରେ ଦେଖିବାକୁ ବି ମିଳୁଛି।ରାଜବୀରକୁ ହୋଇଛି ସେମିତି ଏକ ରୋଗ ଯାହା ପ୍ରାୟତଃ ଛୋଟ ପିଲା ମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ। ତେବେ ରାଜବୀରକୁ ସ୍ପାଇନାଲ ମସ୍କୁଲାର ଆଟ୍ରୋପି ଭଳି ଏକ ସାଂଘାତିକ ରୋଗ ହୋଇଛି। ଆଉ ତାର ଚିକିତ୍ସା ପାଇଁ ଦରକାର ‘ଜୋଲଗେନ୍ସମା’ ଇଞ୍ଜେକସନ ଯାହାର ଦାମ୍ ହେଉଛି ୧୬ କୋଟି ଟଙ୍କା। ଏପରି ଅବସ୍ଥାରେ ତାଙ୍କୁ ନେଇ ଯେଉଁ ଖବର ପ୍ରସାରିତ ହେଉଛି ତାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.