Swastik Tv News Odisha

ଓଃ କି ଡ୍ୟାନ୍ସ ! ଓଡିଶା ର ନୂଆ ସ୍ୱର Stage ରେ ହେଲା ଗୀତ ସାଙ୍ଗକୁ Papu Pom Pom ଙ୍କ କମେଡି ଵାଲା ଡ୍ୟାନ୍ସ….36 Million ରୁ ଅଧିକ ଲୋକ ଦେଖି ସାରିଲେଣି….

0

ସବୁବେଳେ କିଛି ନୂଆ ମନୋରଞ୍ଜନ ର ସୁରାକ ଯୋଗାଇବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବା ସିତାରାମ ଅଗ୍ରୱାଲା ଙ୍କ ଚ୍ୟାନେଲ ସିଦ୍ଧାର୍ଥ ଟିଭି ଓଡିଶାରେ ତାର ଲୋକପ୍ରିୟତାକୁ ବଜାୟ ରଖିଛି।ଏକ ଭିନ୍ନ ସ୍ୱାଦର ମନୋରଞ୍ଜନ ଲୋକଙ୍କୁ ଯୋଗାଇ ଆସୁଛି ତାଙ୍କର ଏହି ଟିଭି ଚ୍ୟାନେଲ ରେ ପ୍ରସାରିତ ସମସ୍ତ କାର୍ଯ୍ୟକ୍ରମ। ତେବେ ସିଦ୍ଧାର୍ଥ ଟିଭି ର ଅନେକ ମନୋରଞ୍ଜନ ଧର୍ମି କାର୍ଯ୍ୟକ୍ରମ ତ ଆପଣ ନିଶ୍ଚିତ ଦେଖୁ ଥିବେ ଏବଂ ବହୁତ୍ ଖୁସି ମଧ୍ୟ ହେଉଥିବେ। କାରଣ ଓଡିଶାରେ ଏକ ମନୋରଞ୍ଜନ ର ମାହଲ୍ ସୃଷ୍ଟି କରିଛି ସିଦ୍ଧାର୍ଥ ଟିଭି। ସେହିଭଳି ଏବେ ଏହି ଚ୍ୟାନେଲ ରେ ପ୍ରସାରିତ ହେଉଛି ଏକ ନୂଆ ସୀଙ୍ଗିଙ୍ଗ ରିଏଲିଟି ଶୋ।

ଏହି ଶୋ ଟି ଏବେ ସମସ୍ତଙ୍କର ବେଶ୍ ପସନ୍ଦ ର ଶୋ ପାଲଟିଛି।ଏହି ଶୋ ର ନାମ ହେଉଛି ‘ଓଡ଼ିଶାର ନୂଆ ସ୍ବର’। ତେବେ ଏହି ଶୋ ରେ ସ୍ୱରର କମାଲ ଦେଖାଉଛନ୍ତି କୁନି ପିଲା ମାନେ। ଜୁନିଅର୍ ମାନଙ୍କ ପାଇଁ ହେଉଥିବା ଏହି ସଙ୍ଗୀତ କାର୍ଯ୍ୟକ୍ରମ ରେ କୁନି ପିଲା ମାନଙ୍କର ପ୍ରତିଭା ଦେଖିବାକୁ ମିଳୁଛି। ପିଲାମାନେ ଯେଉଁଭଳି ଭାବରେ ଗାଉଛନ୍ତି ତାଙ୍କର ଗାୟିକୀ ରେ ମୁଗ୍ଧ ହେଉଛନ୍ତି ସବୁ ବିଚାରକ ଏବଂ ଦର୍ଶକ ଓ ଶ୍ରୋତା ମାନେ। ଅନେକ ପ୍ରଶଂସା ବି ମିଳୁଛି ସେମାନଙ୍କୁ।ସେମାନେ ଯେଉଁଭଳି ଭାବରେ ତାଙ୍କର ଗୀତ ଗାଉଛନ୍ତି ତାହା ବେଶ୍ ଶ୍ରୁତି ମଧୁର ଏବଂ ହୃଦୟକୁ ଛୁଇଁଲା ଭଳି ଲାଗୁଚି। ଯାହାକୁ ଶୁଣି ଖୁସି ହେଉଛନ୍ତି ସମସ୍ତେ।

ତେବେ ଏହି ଶୋ କୁ ଅତିଥି ହୋଇ ଆସିଥିବା ଅଭିନେତା ପପୁ ପମପମ୍ ଙ୍କ ଦମଦାର କମେଡି ମଧ୍ୟ ଏଠାରେ ଦେଖିବାକୁ ମିଳିଛି। କମେଡି ସାଙ୍ଗକୁ ତାଙ୍କର ଡାନ୍ସ ସମସ୍ତଙ୍କୁ ବହୁତ୍ ଖୁସି କରିଛି। ମିଷ୍ଟର କହ୍ନେୟା ଫିଲ୍ମ୍ ବିଷୟରେ ସେ ଦର୍ଶକ ମାନଙ୍କୁ କିଛି କହିବା ସହିତ ସେ ତାଙ୍କର ସ୍ଵର ଦେଇଥିବା ଏହି ଫିଲ୍ମ୍ ର ଏକ ଗୀତ ମଧ୍ୟ ଗାଉଛନ୍ତି। ଏହାକୁ ଶୁଣି ସମସ୍ତେ ବହୁତ୍ ଉପଭୋଗ କରୁଛନ୍ତି। ତେବେ ଅଭିନେତା ପପୁ ପମପମ୍ ଏହି ଫିଲ୍ମ୍ ରେ ନିଜେ ଅଭିନୟ କରିବା ସହିତ ଗୋଟିଏ ଗୀତରେ ନିଜେ କଣ୍ଠ ଦାନ କରିଛନ୍ତି। ତାଙ୍କର ଉପସ୍ଥିତି ଏହି ଶୋ ରେ ପିଲା ମାନଙ୍କୁ ବହୁତ୍ ଖୁସି କରିବା ସହିତ ଏକ ମନୋରଞ୍ଜନ ର ସୁରାକ ଯୋଗାଇଛି।

ତେବେ ମିଷ୍ଟର କହ୍ନେୟା ଫିଲ୍ମ୍ ରେ ପପୁ ପମପମ୍ ଗାଇଥିବା ଏକ ଗୀତ ହେଉଛି, ଚାଲିରେ ତୁମ ଲଟୋସ ଫୁଟେ ଓଠରୁ ଝରେ ହନି, ତୁମ ପାଇଁକି ଦିଲ୍ ଟା ମୋର ହେଉଛି ବେଇମାନି।ଏହି ଗୀତକୁ ଷ୍ଟେଜରେ ଗାଇ ସେ ସମସ୍ତଙ୍କୁ ଶୁଣାଇ ଛନ୍ତି। ଡାନ୍ସ ଏବଂ ପରେ ଗୀତର ମାହଲ୍ ଭିତରେ ଯେମିତି ସମସ୍ତେ ହଜି ଯାଇଛନ୍ତି। ଆପଣ ବି ଥରେ ଏହାକୁ ଦେଖନ୍ତୁ ଏବଂ ଏହାର ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.