Swastik Tv News Odisha

OMG ! ବିଶାଳ ଅଜଗର (Giant Python ) ସହିତ ଚିତାବାଘ ଛୁଆର ( Leopard Cubs ) ଭୟଙ୍କର ଆକ୍ରମଣ…ଦେଖନ୍ତୁ Video

0

ବନ୍ଧୁଗଣ ଆପଣମାନେ ଅନେକ ସମୟରେ ଭୟଙ୍କର ଜୀବ ଜନ୍ତୁ ମାନଙ୍କର କିଛି ଭିଡିଓ ଦେଖିବାକୁ ପାଉଥିବେ। ସେମାନେ ଯେଉଁଭଳି ଭାବରେ ଅନ୍ଯ ଜନ୍ତୁ ମାନଙ୍କୁ ଆକ୍ରମଣ କରନ୍ତି ତାକୁ ଦେଖି ଆପଣ ନିଶ୍ଚିତ ଭୟଭୀତ ହୋଇଯିବେ। ଏମିତିରେ ବନ୍ୟ ଜନ୍ତୁ ମାନଙ୍କ ପ୍ରତି ସାଧାରଣରେ ଲୋକଙ୍କ ମନରେ ଏକ ଭୟ ରହିଥାଏ। କାରଣ ଯଦି କୌଣସି କାରଣରୁ ଆପଣ ତାଙ୍କର ଆକ୍ରମଣର ଶିକାର ହେବେ ତେବେ ଜୀବନ ଗଲା ବୋଲି ଜାଣି ନିଅନ୍ତୁ। ତେବେ ସେସବୁ ଘଟଣାର ଦୃଶ୍ୟ ବହୁତ୍ ଭୟାନକ ହୋଇଥାଏ। ସେଥିପାଇଁ ଚିଡ଼ିଆଖାନା ରେ ସେମାନଂକୁ ଉପଯୁକ୍ତ ଦୃଢ଼ ସୁରକ୍ଷା ବଳୟ ଭିତରେ ରଖା ଯାଇଥାଏ।

ଆଉ ଆପଣ ସେମାନଂକୁ ଦୂରରେ ରହି ଦେଖିବାକୁ ପାଇଥାନ୍ତି। ଏହାଛଡା ଅନେକ ସମୟରେ ଆପଣ ଦେଖିବାକୁ ପାଉଥିବେ କିପରି ଭାବରେ ସଫାରି ବସ୍ ରେ ଆପଣ ଯିବା ସମୟରେ ଅତି ପାଖରୁ ବନ୍ୟ ଜନ୍ତୁ ମାନଙ୍କୁ ଦେଖିବାକୁ ପାଉଥିବେ।ସେତେବେଳେ ଅତି ପାଖରୁ ସେମାନଙ୍କୁ ଦେଖି ବହୁତ୍ ଖୁସି ହୋଇଥାନ୍ତି ଲୋକେ। ଆପଣଙ୍କୁ ବି ଯଦି ସୁଯୋଗ ମିଳିଥିବ ତେବେ ଆପଣ ନିଶ୍ଚିତ ଭାବରେ ସଫାରି ବସ୍ ରେ ଯାତ୍ରା କରି ନିକଟରୁ ବନ୍ୟ ଜନ୍ତୁ ମାନଙ୍କୁ ଦେଖିବା ପାଇଁ ପାଇଥିବେ। କିନ୍ତୁ ଆପଣ କଣ କେବେ ଦେଖିଛନ୍ତି କି ବନ୍ୟ ଜନ୍ତୁ ମାନେ ପରସ୍ପରକୁ ଆକ୍ରମଣ କରିବା କିମ୍ୱା ଶିକାର କରିବାର ଘଟଣା ର ଦୃଶ୍ୟ।

ଯଦି ଦେଖି ନଥିବେ ତେବେ ଆପଣ ଏହି ଭିଡିଓ ରେ ଏଠାରେ ଦେଖିବାକୁ ପାଇବେ କିପରି ଏକ ବିଶାଳ ସାପ ବାଘ ଛୁଆକୁ ଆକ୍ରମଣ କରୁଛି ତାହା ଆପଣ ଏଠାରେ ଦେଖିବାକୁ ପାଇବେ। ସେହିପରି ଭାବରେ ଏକ ସାପ ମଧ୍ଯ ଏକ ବାଘ ଛୁଆ କୁ କିପରି ଆକ୍ରମଣ କରି ଏହି ବାଘ ଛୁଆ ଟିକୁ ଗିଳି ଦେଇଛି ତାହା ମଧ୍ଯ ଆପଣ ଏଠାରେ ଦେଖିବାକୁ ପାଇବେ। କିପରି ଭାବରେ ପଶୁ ପଶୁ ଭିତରେ ଏପରି ଆକ୍ରମଣ ସଂଘଟିତ ହୋଇଥାଏ ଏବଂ ସେମାନେ ଆକ୍ରମଣ ର ଶିକାର ହୋଇଥାନ୍ତି ତାହା ଦେଖିଲେ ଆପଣ ବି ଭୟଭୀତ ହୋଇଯିବେ। ଏମିତି ରେ ହିଂସ୍ର ଜନ୍ତୁ ମାନଙ୍କ ପ୍ରତି ସାଧାରଣରେ ଆମ ମନରେ ଏକ ଭିନ୍ନ ଭୟ ରହିଥାଏ।

ସେମାନଂକୁ ଦେଖିଲେ ଆମେ ଭୟରେ ଥରି ଉଠିଥାଉ। କିନ୍ତୁ ଏଠାରେ ଯାହା ଘଟିଛି ତାହାକୁ ବିଶ୍ବାସ କରିବା କଷ୍ଟକର।ଏକ ବିଶାଳ ଅଜଗର ସାପ ଏକ ବାଘ ଛୁଆକୁ ଯେଉଁଭଳି ଭାବରେ କୌଶଳ କ୍ରମେ ଆକ୍ରମଣ କରୁଛି ତାହା ଦେଖିଲେ ଆପଣ ବୁଝି ପାରିବେ କିପରି ଭାବରେ ସେମାନେ ଜଙ୍ଗଲରେ ଶିକାର କରିଥାନ୍ତି। ଯେତେବେଳ ବାଘଟି ତାର ଛୁଆ କୁ ମରି ଯାଇଥିବାର ଦେଖୁଛି ସେତେବେଳେ ସେ ଦୁଃଖରେ ଭାଙ୍ଗି ପଡ଼ୁଛି, ଯାହା ତାହା ଆଖିରୁ ଜଣା ପଡୁଛି। ଏଥିରୁ ଜଣା ପଡୁଛି କି ପଶୁ ହେଲେ ବି ସେମାନଙ୍କର ନିଜ ଛୁଆ ପ୍ରତି କିପରି ସ୍ନେହ ମମତା ରହିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.