Swastik Tv News Odisha

ଭାଇରାଲ ଗାର୍ଲ Ritika ଙ୍କ ବିୟୁଟିଫୁଲ Performance ରେ ଜଳିଲା ଷ୍ଟେଜ….69 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

0

କୁନି ପିଲା ମାନଙ୍କର ସଙ୍ଗୀତର କଳାକୁ ବାହାରକୁ ଆଣିବା ପାଇଁ ଏବଂ ଲୋକଙ୍କ ନିକଟରେ ତାଙ୍କର ଏହି ପ୍ରତିଭାକୁ ପହଞ୍ଚାଇବା ପାଇଁ ସିଦ୍ଧାର୍ଥ ଟିଭି ଏକ ସୁନ୍ଦର୍ ସୁଯୋଗ ସୃଷ୍ଟି କରିଛି। ଯାହା ଦ୍ଵାରା ଅନେକ ପିଲା ତାଙ୍କର ଗାଇବାର କଳାକୁ ଏଠାରେ ଏହାର ମଞ୍ଚରେ ଦେଖାଇ ପାରୁଛନ୍ତି। ତେବେ ଏଥିପାଇଁ ଏବେ ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ଏକ କାର୍ଯ୍ୟକ୍ରମ,ଏକ ସୀଙ୍ଗୀଙ୍ଗ ରିଏଲିଟି ଶୋ, ଓଡ଼ିଶାର ନୂଆ ସ୍ୱର, ଯାହା ସମସ୍ତଙ୍କ ର ବେଶ୍ ପସନ୍ଦର ଏବଂ ପ୍ରିୟର ଶୋ ହୋଇ ପାରିଛି।ଏହି ଶୋ ର ନାମ ହେଉଛି ଓଡ଼ିଶାର ନୂଆ ସ୍ୱର ଜୁନିଅର୍। ଜୁନିଅର୍ ମାନଙ୍କ ପାଇଁ ଏହି ମଞ୍ଚ ସ୍ୱରର ଏକ ମହାସମର ସୃଷ୍ଟି କରିଛି।

ତେବେ ବର୍ତ୍ତମାନ ଏହି ଶୋ ର ଲୋକପ୍ରିୟତା ବହୁତ୍ ଅଧିକ ରହିଛି। ଛୋଟ ପିଲା ମାନଙ୍କ ପାଇଁ ଏହି ସ୍ୱରର ମଞ୍ଚରେ ଅନେକ ଜଣ ଆସି ତାଙ୍କର ପ୍ରତିଭା ଦେଖାଉ ଅଛନ୍ତି। ତେବେ ଏହି ମଞ୍ଚରେ ଅନେକ କୁନିକୁନି ପ୍ରତିଭା ତାଙ୍କର ସ୍ୱରର ଯାଦୁରେ ସମସ୍ତଙ୍କୁ ବେଶ୍ ଆକର୍ଷିତ କରୁଛନ୍ତି। ଲୋକେ ଏହାକୁ ଶୁଣି ବହୁତ୍ ଖୁସି ହେଉଛନ୍ତି।ତେବେ ଏବେ ଜଣେ କୁନି ଝିଅର ଗାୟିକି ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଯିଏକି ତାର ସ୍ଵରର ଯାଦୁରେ ସମସ୍ତଙ୍କୁ ଏପରି ଘାଇଲା କରିଛି, ସମସ୍ତଙ୍କ ହୃଦୟକୁ ଏପରି ଭାବରେ ଛୁଇଁଛି ଏହାକୁ ଶୁଣି ସମସ୍ତେ ବେଶ୍ ଖୁସି ହେଉଛନ୍ତି। ଏବେ ବେଶ୍ ଚର୍ଚ୍ଚା ଏବଂ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ।

ତେବେ ଏହି କୁନି ପ୍ରତିଭା ଜଣଙ୍କର ନାମ ହେଉଛି ରୀତିକା ମହାପାତ୍ର।ସେ ତାଙ୍କର ସ୍ବରର ଯାଦୁରେ ବିଚାରକ ମାନଙ୍କୁ ଆକର୍ଷିତ ଏବଂ ଆନନ୍ଦିତ କରିଛନ୍ତି। ସମସ୍ତେ ତାଙ୍କ ଗୀତକୁ ଶୁଣି, ତାଙ୍କର ସ୍ୱରକୁ ଶୁଣି ଏତେ ଖୁସି ହୋଇଛନ୍ତି ଯେ ସମସ୍ତେ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ପ୍ରକାଶ କରିଛନ୍ତି। ବିଚାରକ ପ୍ରଜ୍ଞା ଏବଂ ଅର୍ପିତା ମଧ୍ଯ ତାଙ୍କର ଏହି ସ୍ୱରକୁ ଶୁଣି ତାଙ୍କ ସ୍ୱରର ଫିଦା ହୋଇ ଯାଇଛନ୍ତି। ତେବେ ଏହି ପିଲାଟି ଗାଉଛି ଯେ, ମୋ ଠିକଣା ରେ ତା ଚିଠି ଆସିବ ତ ଦିନେ, ତୁମେ ଦେଖିବ ଦେଖିବ। ଏହି ସୁନ୍ଦର୍ ଆଲବମ ଗୀତଟି ବେଶ୍ ଲୋକପ୍ରିୟ ଅଟେ ଏବଂ ଏହାକୁ ଲୋକେ ବହୁତ୍ ପସନ୍ଦ କରନ୍ତି।

ପିଲାଟି ସ୍ଵରରେ ଏହି ଗୀତକୁ ଶୁଣି ଏବେ ସମସ୍ତେ ବହୁତ୍ ଖୁସି। ଯାହାକୁ ନେଇ ସମସ୍ତେ ଅନେକ ପ୍ରଶଂସା ମଧ୍ଯ କରିଛନ୍ତି। ଏଠାରେ ଏହି ଝିଅ ଏତେ ସୁନ୍ଦର ଗାଉଛନ୍ତି ଯେ ଏହା ସମସ୍ତଙ୍କ ହୃଦୟକୁ ଛୁଇଁଛି। ସମସ୍ତ ବିଚାରକ ଏବଂ ଅତିଥି ପପୁ ପମପମ୍ ଏହି ପିଲାଟିର ଗୀତ ଶୁଣି ବହୁତ୍ ଖୁସି ହୋଇଛନ୍ତି ଏବଂ ତାର ଏଭଳି ପ୍ରତିଭାକୁ ବେଶ୍ ପ୍ରଶଂସା ମଧ୍ୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.