Swastik Tv News Odisha

ଦେଖନ୍ତୁ ଭିଡ଼ିଓ : Live ଭିଜୁଆଲ ! cctv ରେ ରେକର୍ଡ ହେଲା କ୍ରୋଧିତ ଷଣ୍ଢ ର ମଣିଷ ଉପରେ ଭୟଙ୍କର ଆକ୍ରମଣ…..

0

ବନ୍ଧୁଗଣ ଦୁର୍ଘଟଣା କେତେବେଳେ କାହା ସହ ଘଟିବ ତାହା କହିହେବ ନାହିଁ। ମଣିଷ କେତେବେଳେ ଯେ କାହାର ଆକ୍ରମଣର ଶିକାର ହେବ ତାହା କହିବା ମୁସ୍କିଲ। କାରଣ ଜଣେ ଅଜାଣତରେ ଆକ୍ରମଣର ଶିକାର ହୋଇଥାଏ। ଏଥିପ୍ରତି ସେ ଆଗରୁ ସଚେତନ ନଥାଏ କିମ୍ୱା ତାର ଧାରଣା ନଥାଏ। ଆମେ ଆପଣଙ୍କୁ ଅନେକ କିଛି ବିସ୍ମୟକର ଘଟଣା ସଂପର୍କରେ ଅବଗତ କରାଇ ଥାଉ। ସେହିପରି ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ସବୁ ଘଟଣା ମାନ ଦେଖିବା ପାଇଁ ମିଳିଥାଏ ଯାହା ସମସ୍ତଙ୍କୁ ବିସ୍ମୟ କରିବା ଭଳି ହୋଇଥାଏ।

ତେବେ ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଆମେ ସବୁବେଳେ କେତେ ମାତ୍ରାରେ ସଚେତନ ରହିବାର ଆବଶ୍ୟକତା ରହିଛି। କାରଣ ଆମେ କେତେବେଳେ ବି କାହାର ଆକ୍ରମଣର ଶିକାର ହୋଇପାରୁ।ଆପଣ ତ ଜାଣିଛନ୍ତି କିଛି ଘଟଣା ଏମିତି ରହିଛି ଯାହା ଏମିତି ଅଚାନକ ଭାବରେ ଘଟି ଯାଇଥାଏ ତାକୁ ବିଶ୍ବାସ କରିବା ସମ୍ଭବ ନୁହେଁ। ବେଳେବେଳେ ଆମେ ଏପରି ଆକ୍ରମଣ ଜନିତ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇ ଯାଇଥାଉ ତ ପୁଣି କେତେବେଳେ ଜୀବନ ବି ଚାଲି ଯାଇଥାଏ।

ତେବେ ଏପରି ଦୁର୍ଘଟଣା ଜନିତ ଦୁଃଖ କେତେବେଳେ କାହା ସହ ଘଟିଯାଏ ତାହା କହିହେବ ନାହିଁ।ତାହା କେତେବେଳେ ଆମର ଅସାବଧାନତା ପାଇଁ ହୋଇଥାଏ ତ ପୁଣି କେତେବେଳେ ଅଜାଣତରେ ଘଟିଥାଏ। ତେବେ ବହୁତ୍ ଏହି ଭଳି ଘଟଣା ରହିଛି ତାହା ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ। ସେହିପରି ଏକ ଘଟଣା ବିଷୟରେ ଆମେ କହିବାକୁ ଯାଉଛୁ ଯାହା ସିସି ଟିଭି ରେ ରେକର୍ଡ ହେବାପରେ ଏବେ ସାମ୍ନାକୁ ଆସିଛି। ଯେଉଁ ଘଟଣାଟି ଘଟିଛି ମଧ୍ୟପ୍ରଦେଶ ର ଶାହଡୋଲ ଜିଲ୍ଲାରେ।

ଏଠାରେ କିପରି ଭାବରେ ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବା ସମୟରେ ଅଚାନକ ଭାବରେ ଏକ ବୁଲା ଷଣ୍ଢ ର ଆକ୍ରମଣର ଶିକାର ହେଉଛି ତାହା ଥରେ ଦେଖନ୍ତୁ। ବୁଲା ଷଣ୍ଢ ଟି ତାର ଶିଙ୍ଗ ରେ ବ୍ୟକ୍ତି ଜଣଙ୍କୁ ଭୁଷି ଚାଲିଛି। ବ୍ୟକ୍ତି ଜଣଙ୍କ ଖସି ପଳାଇବାକୁ ଚେଷ୍ଟା କରି ବାରମ୍ଵାର ବିଫଳ ହେଉଛନ୍ତି।ଷଣ୍ଢ ଟି କେତେବେଳେ ବ୍ୟକ୍ତି ଜଣଙ୍କୁ ରାସ୍ତା କଡକୁ ଛାଟି ଦେଉଛି ତ କେତେବେଳେ ଡ୍ରେନ୍ ଭିତରକୁ ଛାଟି ଦେଉଛି। ଶେଷରେ ସ୍ଥାନୀୟ ଲୋକେ ପାଟି କରି ଷଣ୍ଢ ଉପରକୁ ପାଣି ଛାଟିବାରୁ ସେ ଉକ୍ତ ବ୍ୟକ୍ତି ଜଣଙ୍କୁ ଛାଡି ଚାଲି ଯାଉଛି। ଏଭଳି ଘଟଣା ସେଠାରେ ଉପସ୍ଥିତ ଲୋକଙ୍କୁ ଭୟଭୀତ କରି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.