Swastik Tv News Odisha

ଆଗରେ ଖାଦ୍ୟ ଦେଖି ଆଖିରୁ ଝରିଲା ଲୁହ….ସୋସିଆଲ ମିଡିଆରେ ଏହି ଭାଇରାଲ ଦେଖିଲେ କାନ୍ଦି ପକାଇବେ… ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ବନ୍ଧୁଗଣ ଆମେ ବେଳେବେଳେ ଏମିତି କିଛି ଘଟଣା ଦେଖିବାକୁ ପାଇଥାଉ ଯାହାକୁ ଦେଖିଲେ ଆମେ ଭାବ ବିହ୍ୱଳ ହୋଇ ପଡ଼ିଥାଉ। ସେହି ଘଟଣାକୁ ଦେଖିଲେ ଆମେ ଆମର ଲୁହକୁ ଅଟକାଇ ପାରି ନଥାଉ। ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁ ମାନେ ଦୁଃଖ ଯନ୍ତ୍ରଣା ରେ ରହି ନିଜକୁ ବଞ୍ଚାଇ ରଖିବାକୁ ଚେଷ୍ଟା ମଧ୍ୟ କରୁଛନ୍ତି।ତେବେ ଦୁନିଆର ଏହି ଅଜିବ ବିଧାନ କୁ ତ ଆମ ସମସ୍ତଙ୍କୁ ମାନିବାକୁ ପଡ଼ିବ ଯାହାକୁ ସ୍ଵୟଂ ସୃଷ୍ଟି କର୍ତ୍ତା ତିଆରି କରିଛନ୍ତି।ତେବେ ଦୁନିଆରେ ଧନୀ ହେଉ କି ଗରିବ ସମସ୍ତଙ୍କ ପାଖରେ ଦୁଃଖ ଓ ସମସ୍ୟା ଭରି ରହିଛି। ନିଜକୁ ଠିକ୍ ଭାବରେ ପରିଚାଳନା କରି ଦୁନିଆରେ ତିଷ୍ଠି ରହିବା ପାଇଁ ସମସ୍ତେ ପ୍ରୟାସ କରିବାରେ ଲାଗିଛନ୍ତି।

ସମସ୍ତେ ବଞ୍ଚି ରହିବା ପାଇଁ ଅନେକ କିଛି କାମ ବି କରୁଛନ୍ତି।ବେଳେବେଳେ ଆମ ଚାରିପଟେ ଏମିତି ପ୍ରକାରର ଅଭାବ ଅନଟନ ଦେଖିବାକୁ ମିଳିଥାଏ ତାହା ସମସ୍ତଙ୍କୁ ଦୁଃଖୀ କରି ଦେଇଥାଏ ଓ ବହୁତ୍ ଗମ୍ଭୀର ଦୁଃଖ ପହଞ୍ଚାଇ ଥାଏ।ତେବେ ସେହିଭଳି ଏକ ଦୁଃଖ, ଭାବପୂର୍ଣ୍ଣ ଓ ଅଭାବନୀୟ ଘଟଣା ଘଟିଛି।ଦୁଃଖ କେତେବେଳେ କାହା ପାଖକୁ ଅଚାନକ ମାଡ଼ି ଆସିଥାଏ ତାହା କହିହେବ ନାହିଁ। ବେଳେବେଳେ କିଛି ଦୁଃଖ ଯନ୍ତ୍ରଣା ଏପରି ହୋଇଥାଏ ତାହାକୁ ସହ୍ୟ କରିବା ବହୁତ୍ କଷ୍ଟ ହୋଇପଡେ। ସେହିପରି ଏକ ଦୁଃଖଦ ଘଟଣା ଏବେ ସାମ୍ନାକୁ ଆସିଛି ଯେଉଁଠି ଖାଦ୍ୟକୁ ଦେଖି ଗୋଟିଏ ଗରିବ ପିଲାର ପ୍ରତିକ୍ରିୟା କିପରି ରହିଛି ତାହା ଦେଖିବାକୁ ମିଳିଛି।

ଆଗରେ ଖାଇବା ରହିଥିବାର ଦେଖି ଏହି କୁନି ବାଳକର ଆଖିରୁ ଝରି ଯାଉଛି ଖୁସିର ଲୁହ।ସେ ଏତେ ଖୁସି ହୋଇ ଯାଉଛି ଯେ ଖାଦ୍ୟକୁ ସାମ୍ନାରେ ଦେଖି ସେ ତାର ଲୁହ କୁ ଅଟକାଇ ପାରୁ ନାହିଁ ଏବଂ କାନ୍ଦି ପକାଉଛି।ସେ ଟିକିଏ ଲୁହ ପୋଛି ଥରେ ଖାଉଛି। ଆଉ ତାପରେ ବି ସେ ଟିକିଏ ମୁରୁକି ହସି ଦେଉଛି। ତେବେ ପିଲାଟିର ଏଭଳି ଦୃଶ୍ୟ ଏହା ବୟାନ କରୁଛି ଯେ କିପରି ଭାବରେ ଭୋକ ଉପାସରେ ଦିନ କାଟୁଥିବା ଜଣେ ପିଲା ପାଇଁ ମୁଠାଏ ଖାଦ୍ୟ କେତେ ମାତ୍ରାରେ ଖୁସି ଦାୟକ ହୋଇପାରେ।

ଅନେକ ସମୟରେ ଆମେ ଭୋଜୀ ରେ ଖାଦ୍ୟ ଫିଙ୍ଗି ଦେଇଥାଉ ଏବଂ ବଳକା ଖାଦ୍ୟ କୁ ନଷ୍ଟ କରି ଦେଉ, କିନ୍ତୁ ସେତେବେଳେ ଥରେ ଭାବି ଦେଖନ୍ତୁ ସେହି ଖାଦ୍ୟ ଯାହାକୁ ଆପଣ ଫିଙ୍ଗି ଦେଉଛନ୍ତି ତାହା କାହାର ଜୀବନ ବଞ୍ଚାଇ ପାରେ ଏବଂ କାହାର ମୁହଁରେ ହସ ଫୁଟାଇ ପାରେ।ଯାହା ଏହି ଭିଡିଓ ରୁ ସ୍ପଷ୍ଟ ଭାବରେ ଜଣା ପଡୁଛି। ତେବେ ଏହି ଦୃଶ୍ୟ କେଉଁ ସ୍ଥାନର ଅଟେ ତାହା ତ ଜଣା ପଡିନାହିଁ କିନ୍ତୁ ଏହି ଦୃଶ୍ୟ ଏହିକଥା ସ୍ପଷ୍ଟ ଭାବରେ ବୟାନ କରୁଛି ଯେ ଭୋକର ଭାଷା ସବୁଠାରେ ସମାନ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.