Swastik Tv News Odisha

ଦେଖନ୍ତୁ LIVE ଭିଡିଓ : କାନ୍ଦି କାନ୍ଦି ରୂପା-ପିଣ୍ଟୁ-ଖୁସି ହାତ ଯୋଡ଼ି ଅନୁରୋଧ କରିଲେ… Please ଦୟା କରନ୍ତୁ …ପୁରା ଭିଡିଓ ଦେଖିଲେ ଆପଣ ବି କାନ୍ଦି ପକାଇବେ..

0

ବିଭିନ୍ନ ସମୟରେ ସୋସିଆଲ ମିଡ଼ିଆରେ ବିରଳ ଘଟଣା ମାନ ଦେଖିବାକୁ ମିଳି ଥାଏ ଆଉ ଏମିତି ପରିସ୍ଥିତି ପାଇଁ ସାଧାରଣ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ କରି ଥାଆନ୍ତି। ଏହିପରି ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଘଟଣା ରାଜୀବୀର ସମ୍ପର୍କରେ ସମସ୍ତେ ଜାଣିଥିବେ। ରାଜବିର ର ଦେହ ସୁସ୍ଥ ହେବା ଲାଗି ପ୍ରାୟ ୧୬ କୋଟି ଟଙ୍କା ଆବଶ୍ୟକତା ପଡିଛି। ହେଲେ ସେ କୁନି ପିଲାର ବାପା ଓ ମା ପାଖରେ ସେତିକି ପରିମାଣର ଅର୍ଥ ବା ଟଙ୍କା ନ ଥିବାରୁ ସୋସିଆଲ ମିଡ଼ିଆରେ ସହାୟତା ଲୋଡିଛନ୍ତି ଯାହାକୁ ସାରା ବିଶ୍ୱ ଦେଖୁଛି ଆଉ ଏହାରି ଭିତରେ ରୁପା ପିଣ୍ଟୁ ଖୁସି ନାମକ ଓଡ଼ିଆ ର ବଡ଼ ୟୁ -ଟ୍ୟୁବର ତଥା ସମସ୍ତଙ୍କ ଘରେ ଘରେ ପ୍ରିୟ ରୁପା ଓ ପିଣ୍ଟୁ ଯୋଡି ରାଜବୀର ପାଇଁ ଆଗକୁ ବାହାରିଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡ଼ିଓରେ ଏହି ଯୋଡି କଣ କହିଛନ୍ତି।

ଏହି ରାଜବୀର ନାମକ କୁନି ବାଳକ ଟି ଯେଉଁଭଳି ପରିସ୍ଥିତି ଯେଉଁ ଗତି କରୁଛି ତାହା ଅତି କଷ୍ଟଦାୟକ। ତାର ଦେହ ଏବେ ଗୋଟିଏ ବିରଳ ରୋଗ ହୋଇଛି ଯାହା ପାଇଁ ଡ଼ାକ୍ତର ବହୁତ ଖର୍ଚ୍ଚ ହେବା ପାଇଁ କହିଛନ୍ତି। ସୂଚନା ଅନୁସାରେ ସେ ପ୍ରଥମେ ବାଙ୍ଗାଲୋର ଡାକ୍ତର ଙ୍କ ସହ ଚିକିତ୍ସା ପାଇଁ ନେଇଥିଲେ ସେଠାରେ ମାଂସ ପେଶୀୟ ଜନକ ବିରଳ ରୋଗ କୁନି ପିଲାଟି ଦେହରେ ହୋଇଛି ଏହି ଚିକିତ୍ସା ପାଇଁ ପ୍ରାୟ 16 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। ଯାହା ପାଇଁ ରାଜୀବୀରଙ୍କର ମା ଓ ବାପା ବିଭିନ୍ନ ସମୟରେ ସାହାର୍ଯ୍ୟ ମାଗିଛନ୍ତି ଆଉ ସହଯୋଗର ହାତ ସାମାଜିକ କର୍ମୀ ଓ ଅନ୍ୟ ସାଧାରଣ ଲୋକ ମାନେ ବଢ଼ାଇଛନ୍ତି। ଏହି ସମୟରେ ବର୍ତ୍ତମାନ ପ୍ରଥମେ ସୋସିଆଲ ମିଡ଼ିଆରେ ଜଣାଶୁଣା ଓ ଏବେ ଆଲବମ ଅଭିନେତା ଓ ଅଭିନେତ୍ରୀ ହୋଇଥିବା ପିଣ୍ଟୁ ଓ ଖୁସି ଦୁହେଁ ସହାୟତା ପାଇଁ ହାତ ବଢ଼ାଇବାର ଭିଡ଼ିଓ ଭାଇରଲ ହେଉଛି।

ରାଜବୀର ର ବାପା ଓ ମା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରାଜ୍ୟ ଓ ଅଲଗା ଦେଶ ମାନଙ୍କରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଆଉ ଯାହା ପାଇଁ ବିଭିନ୍ନ ଜାଗାରୁ ମଧ୍ୟ କିଛି କିଛି ଟଙ୍କାର ସାହାର୍ଯ୍ୟ ମିଳୁଛି। ଆଉ ରାଜୀବୀର ପାଇଁ ଆବଶ୍ୟକୀୟ ଟଙ୍କା ହୋଇଗଲେ ତାର ଦେହ ଭଲ ହେବେ ବୋଲି ଆଶା ରଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଛନ୍ତି ଯାହା ପାଇଁ ଅତି ସହଜରେ ତାଙ୍କ ପୁଅ ଖୁବଶୀଘ୍ର ଭଲ ହୋଇଯିବ।

ଏହି ସମୟରେ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି ଯେ ବିଭିନ୍ନ ସାମାଜିକ ସଂଗଠନର କର୍ମୀ ମାନେ ସହଯୋଗ ର ହାତ ବଢ଼ାଇ ବୁଲି ବୁଲି ଟଙ୍କା ସଂଗ୍ରହ କରୁଛନ୍ତି ଏବଂ ଏପଟେ ରାଜୀବୀର ମା ଓ ବାପାଙ୍କର ସେମାନେ ଯେପରି କାନ୍ଦୁଛନ୍ତି, ଦୁଃଖ ଦେଖିବା ପରେ ୟୁ-ଟ୍ୟୁବର ତଥା ଚାନେଲ ନାମ ରୁପା ପିଣ୍ଟୁ ଖୁସି ଯେ କି ସହାୟତା ପାଇଁ ଭାବିଛନ୍ତ। ପିଣ୍ଟୁ ଓ ଖୁସି ଦୁହିଁଙ୍କର ଫ୍ୟାନ୍ସ ମଧ୍ୟ ବହୁତ ଅଛନ୍ତି ଯାହା ପାଇଁ ସେ ସମସ୍ତେ ମିଶିକି ସହାୟତା କରିବା ପାଇଁ ରାଜବୀର ମା ଙ୍କୁ ପ୍ରତିଶୃତି ଦେଇଛନ୍ତି ଯାହା ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.