Swastik Tv News Odisha

ଦୁନିଆର ସବୁଠାରୁ ଖତରନାକ ନାଗରାଜ ( King Cobra ) 4ଟି ହାତୀ ମାନଙ୍କର ବି ନେଇ ନେବ ଜୀବନ…. 20 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ କହିବାକୁ ଗଲେ ଅନ୍ଯ ଭୟଙ୍କର ଜୀବ ଜନ୍ତୁ ମାନଙ୍କ ଭଳି ସାପ ମଧ୍ୟ ଏକ ଏମିତି ଜୀବ ଯାହାର ନାମ ଶୁଣିଲେ ଡର ଲାଗିବା ସ୍ବାଭାବିକ। ତେଣୁ ନିଶ୍ଚିତ ଭାବରେ ଆପଣ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ପାଇଥିବେ ସୋସିଆଲ ମିଡିଆରେ। ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ। ଅନେକ ସମୟରେ ଆପଣ ବିଷଧର ସାପ ସବୁ ଉଦ୍ଧାର ହେଉଥିବାର ଭିଡିଓ ଦେଖିବାକୁ ପାଉଥିବେ।ସାପ ଏକ ଏମିତି ଜୀବ ଅଟେ ଯାହାକୁ ମଣିଷ ବହୁତ୍ ଭୟ କରିଥାଏ।ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।

ଯଦି ଆପଣ ଅଚାନକ ସାପ ଟିଏ ଦେଖିଲେ ତେବେ ଭୟଭୀତ ହୋଇ ଯାଉଥିବେ। କାରଣ ସ୍ୱାଭାବିକ ଭାବରେ ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ। କିଛି ଏମିତି ସାପ ରହିଛନ୍ତି ସେମାନେ ବଡ ବଡ ଜୀବକୁ ବି ସେମାନଙ୍କର ଶିକାର ବେଳେବେଳେ ବନାଇ ଦିଅନ୍ତି। ତେବେ ଏବେ ଆମ ସମ୍ମୁଖକୁ ଆସିଛି ଏମିତି ଏକ ଭିଡିଓ ଯାହା ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ।ସମୟକ୍ରମେ ଆପଣ କିଛି ଏପରି ଘଟଣା ମାନ ଦେଖିବାକୁ ପାଉଥିବେ ଯାହା ଆପଣଙ୍କୁ ଆଶ୍ଚର୍ୟ୍ଯ ଲାଗିବା ସହିତ ଏକ ଭୟ ସୃଷ୍ଟି କରିଥାଏ।
ଆଉ ତାହା ଏମିତି ହୋଇଥାଏ ଯେ ଆମେ ତାକୁ ଦେଖୁ ତ ନିଶ୍ଚିତ କିନ୍ତୁ ଭାବିଲେ ବହୁତ୍ ଡର ଲାଗିଥାଏ।

ସେହିଭଳି ଏକ ଦୃଶ୍ୟ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ। ଯାହା ହେଉଛି ଏକ ବିଶାଳକାୟ ନାଗରାଜ୍ ସାପ ଉଦ୍ଧାର ର ଭିଡିଓ। ଏହିଭଳି ସାପକୁ ଆପଣ ବହୁତ୍ କମ୍ ଦେଖିବାକୁ ପାଇଥିବେ। କିଙ୍ଗ କୋବ୍ରା ନାମରେ ଏହି ସାପ ବେଶ୍ ପରିଚିତ। ଯଦି ଏହି ସାପ କାହାକୁ ଦଂଶନ କରେ ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ବହୁତ୍ କମ୍ ସମୟ ମଧ୍ୟରେ ମୃତ୍ୟୁ ବରଣ କରିଥାଏ। କାରଣ ଏହି ସାପର ଶରୀରରେ ନ୍ୟୁରୋଟୋକ୍ସିକ ର ମାତ୍ରା ବହୁତ୍ ଅଧିକ ଥାଏ। ତେବେ ଏହିଭଳି ଏକ ସାପର ଉଦ୍ଧାର ର ସୂଚନା ପାଇ ସାପ ଧରାଳି ଜଣଙ୍କ କିପରି ଭାବରେ ଏହି ସାପକୁ ଧରୁଛନ୍ତି ତାହା ଥରେ ଆପଣ ଏହି ଭିଡିଓ ରେ ଦେଖନ୍ତୁ।

କିପରି ଭାବରେ ସାପଟି ଦଂଶନ କରିବାକୁ ବାରମ୍ଵାର ନିକଟତର ହେଉଛି ତାହା ଏଠାରେ ଆପଣ ଦେଖି ପାରିବେ।ଏହି ସାପଟି ଏକ କାଠ ଗଦା ତଳେ ରହିଥିଲା। ତାକୁ କୌଶଳ କ୍ରମେ ଉଦ୍ଧାର କରି ଏହି ତାଲିମ ପ୍ରାପ୍ତ ସାପ ଧରାଳି ଜଣଙ୍କ ନେଇ ଯାଉଛନ୍ତି। ସାପଟି କେତେ ବିଶାଳ ଅଟେ ତାହା ଦେଖିକି ସାଧାରଣରେ ଲୋକେ ଭୟଭୀତ ହୋଇ ଯାଉଛନ୍ତି। ଏଭଳି ସାପ ଦୁନିଆର ସବୁଠାରୁ ଭୟାନକ ଏବଂ ଖତରନାକ ସାପ ଭିତରୁ ଅନ୍ୟତମ ଅଟେ। ତେବେ ଆପଣ କେବେବି କୌଣସି ସାପକୁ ଏଭଳି ଧରିବାକୁ ଚେଷ୍ଟା କରନ୍ତୁ ନାହିଁ। ଆଉ ଯଦି ଏଭଳି ସାପକୁ ଦେଖିବାକୁ ପାଉଛନ୍ତି ତେବେ ସ୍ନେକ ହେଲ୍ପ ଲାଇନ କୁ ନିଶ୍ଚିତ ଜଣାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.