Swastik Tv News Odisha

ଏହି ଭୟଙ୍କର ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ….ଏମିତି ବି ଘଟିପାରେ… ଦେଖନ୍ତୁ Video

0

ବନ୍ଧୁଗଣ ବେଳେବେଳେ ଆପଣ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଅନେକ ଘଟଣା ଦୁର୍ଘଟଣା ଅନେକ ସମୟରେ ଦେଖିବାକୁ ପାଉଥିବେ। କିଛି ଏମିତି ବିରଳ ଘଟଣା ସମୟ ସମୟରେ ଦେଖିବାକୁ ମିଳିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ପ୍ରାକୃତିକ ବିପର୍ଯ୍ୟୟ କୁ ନେଇ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥାଏ। ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ ରହସ୍ୟ କଣ ରହିଛି?

ହଠାତ ଏଭଳି କିଛି ବିପର୍ଯ୍ୟୟ ସମସ୍ତଙ୍କୁ ଦୋହଲାଇ ଦେଇଥାଏ।ସେହିପରି ଏକ ବିରଳ ଦୃଶ୍ୟ ଏବେ ଦେଖିବାକୁ ମିଳିଛି। ଯାହାକୁ ଦେଖି ସାଧାରଣରେ ଏକ ଭୟ ଖେଳି ଯାଇଛି। ତେବେ ଏଭଳି ଏକ ପ୍ରାକୃତିକ ବିପର୍ଯ୍ୟୟ ପୂର୍ଣ୍ଣ ଘଟଣା ଏବେ ମଧ୍ୟପ୍ରଦେଶ ରେ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସେଠାରେ ଦୀର୍ଘଦିନ ଧରି ଲାଗି ରହିବା କାରଣରୁ ମଧ୍ୟପ୍ରଦେଶ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ତାପରେ ଏଭଳି ଏକ ସ୍ଥିତି ସୃଷ୍ଟି ହୋଇଥିଲା ଯେ ସେଠାରେ ଏକ ବିପଦ ଜନକ ସ୍ଥିତି ସୃଷ୍ଟି ହୋଇଥିଲା। ତେବେ ପ୍ରବଳ ବର୍ଷା କାରଣରୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଅନେକ ଗାଡ଼ି ମଟର ବିଭିନ୍ନ ସ୍ଥାନରେ ଭାସି ଯାଉଥିବାର ଦେଖିବାକୁ ମିଳିଛି।

ଏହାର ଏକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଯେଉଁଠି ଦେଖିବାକୁ ମିଳିଛି ଯେ ଏକ ଟ୍ରକ୍ ବନ୍ୟା ପାଣିରେ ଭାସି ଯାଉଛି। ତେବେ ଏହି ଟ୍ରକ୍ ରେ ସିମେଣ୍ଟ ବୋଝ କରି ନିଆ ଯାଉଥିଲା। ଭରସ୍ୟମ ହରାଇ ଏହି ଟ୍ରକ୍ ଟି ପ୍ରବଳ ସୁଅ ରେ ଭାସି ଯାଇଥିବା ଜଣା ପଡ଼ିଛି। ତେବେ ଏହି ଟ୍ରକ୍ ଟି ଏକ ନିର୍ଦ୍ଦିଷ୍ଟ ରାସ୍ତାରେ ଯାଉଥିବା ବେଳେ ହଠାତ ଏହି ଟ୍ରକ୍ ଟି ପାଣିର ଗଭୀର ସୁଅ ରେ ଭାରଶ୍ୟାମ ହରାଇ ସ୍ରୋତରେ ଭାସି ଯାଇଥିବାର ଦେଖା ଯାଉଛି। ତେବେ ଏହାକୁ ଦେଖି ଆପଣଙ୍କୁ ବି ନିଶ୍ଚିତ ଭୟଭୀତ ଲାଗୁଥିବ। କାରଣ ଯେଉଁ ଭଳି ଦୃଶ୍ୟ ଏଠାରେ ଦେଖିବାକୁ ମିଳୁଛି ତାହା ବାସ୍ତବରେ ଏକ ଭୟାନକ ସ୍ଥିତି ସୃଷ୍ଟି କରିଛି।

ତେବେ ଅନେକ ସମୟରେ ଯଦିଓ ଆପଣ ଏଭଳି ଭୟଙ୍କର ବନ୍ୟା ଏବଂ ବନ୍ୟାରେ ହେଉଥିବା କ୍ଷୟକ୍ଷତି ଜନିତ ଦୁର୍ଘଟନା କୁ ଦେଖିବାକୁ ପାଉଥିବେ। ଏହିସବୁ ଦୃଶ୍ୟ ସାଧାରଣରେ ବୟାନ କରିଥାଏ ଯେ ଏହା କେତେ ଭୟାନକ ଏବଂ ବିପଦ ଜନକ ଅଟେ। ଯାହା ଏଠାରେ ଆପଣ ଏହି ଘଟଣାରୁ ସ୍ପଷ୍ଟ ହୋଇ ପାରିବେ।

 

Leave A Reply

Your email address will not be published.