Swastik Tv News Odisha

ସାର ଗୁପ୍ତ କୋଠରୀ ରେ କରୁଥିଲେ ଗୋପନ ଲୀଳା… ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ… ଦେଖନ୍ତୁ Video

0

ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଦେଖିବା ପାଇଁ ମିଳିଥାଏ। ଚୋରି , ରେପ, ମର୍ଡର, ଇତ୍ୟାଦି ଘଟଣା ଏକ ସାଧାରଣ ହୋଇଗଲାଣି। ଯଦି ଦେଖିବା ସମାଜରେ ଧିରେ ଧିରେ ମୂଲ୍ୟବୋଧ କମିବାରେ ଲାଗିଛି। ସବୁ ଜାଗାରେ ବିଭିନ୍ନ ପ୍ରକାର ଛଳନା ପ୍ରତାରଣା ଇତ୍ୟାଦି ଦେଖିବା ପାଇଁ ମିଳୁଛି। ଅନେକ ସ୍ଥାନରେ ଏହା ମଧ୍ୟ ଦେଖିବା ପାଇଁ ମିଳୁଛି ଯେ ଲୋକ ମାନେ ଅନେକ ପ୍ରକାର ସର୍ଟକୋର୍ଟ ରାସ୍ତାକୁ ଆପଣାଉଛନ୍ତି। ସାଧାରଣ ଜନତା ଠାରୁ ପଇସା ଠକେଇ ସେମାନଙ୍କୁ ଅନେଜ ଅସୁବିଧାର ପକାଉଛନ୍ତି।

ଆପଣ ଆମ ସମାଜରେ ଅନେକ ଏଭଳି ଠକଙ୍କୁ ଦେଖିବା ପାଇଁ ପାଇଥିବେ ହେଲେ ଆଜି ଆପଣ ମାନଙ୍କୁ ଏଭଳି ଜଣେ ଠକ ଡାକ୍ତର ବିଷୟରେ ଜଣେଇବୁ ଯାହା ବିଷୟରେ ଜାଣିଲା ପରେ ନିଶ୍ଚିତ ଭାବରେ ଘୃଣା କରିବେ। ତେବେ ବନ୍ଧୁଗଣ ଆପଣ ମାନେ ଏଇ କିଛି ପୂର୍ବରୁ ଏକ ଘଟଣା ଦେଖିଥିବେ। ଯେ ଜଣେ ଡାକ୍ତର ୧୮ ଟି ବିବାହ କରିଥିବା ଦେଖିବା ପାଇଁ ମିଳିଛି। ଯାହାକି ତାଙ୍କ ନାଁ ରେ ଗୋଟିଏ ପରେ ଗୋଟିଏ ଅପରାଧ ପେଡ଼ି ଖୋଲିବାରେ ଲାଗିଛି। ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ତାଙ୍କର ଆଉ ଏକ ଗୁମର ଖୋଲିଛି। ତାଙ୍କର ଏକ କ୍ଲିନିକ ରେ ଏକ ଗୁପ୍ତ କୋଠରୀର ରହିଥିବାର ଦେଖିବା ପାଇଁ ମିଳିଛି।

ତେବେ ବନ୍ଧୁଗଣ ନକଲି ଡାକ୍ତର ରମେଶଙ୍କ ରହସ୍ୟମୟୀ ଅନ୍ଧାରୀ ଭୂତଳ ଗୁପ୍ତ କୋଠରୀ ଆସନ୍ତୁ ଜାଣିବା ଏହି ରହସ୍ୟମୟ କୋଠରୀ ବିଷୟରେ। ତେବେ କାମାକ୍ଷାନଗରର ତାଙ୍କ ଘରେ ଚାଲିଥିବା କ୍ଲିନିକରେ ରହିଛି ଏହି ଗୁପ୍ତ କୋଠରୀ। ଯାହାକି ସିଡି ପକାଇ ଏହି କୋଠରୀକୁ ଯିବା ଆସିବା କରୁଥିଲେ ରମେଶ । ରମେଶ ସ୍ବାଇଁ ଓ ଶାନ୍ତିଲତା ସ୍ବାଇଁଙ୍କ ନାଁରେ ରହିଛି କାମାକ୍ଷାନଗରର ଘର। ଶାନ୍ତିଲତାଙ୍କ ତତ୍ତ୍ବାବଧାନରେ ଚାଲୁଥିଲା ଏହି କ୍ଲିନିକ। କ୍ଲିନିକରେ ଥିବା ପୁରୁଣା ଏକ୍ସରେ ମେସିନକୁ ବି ସିଜ କରିଛି ପୋଲିସ। ଧୂରେ ଧୂରେ ଖୋଲୁଛି ନକଲି ଡାକ୍ତର ରମେଶଙ୍କ ଅସଲ ଚେହେରା।

ଏହା ପୂର୍ବରୁ ମଧ୍ୟ ତାଙ୍କ ଭଉଣୀ ମଧ୍ୟ ଧରା ପଡିଛନ୍ତି। ପୋଲିସ ମଧ୍ୟ ତାଙ୍କୁ ଗିରଫ କରିଥିବା ଦେଖିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ତାଙ୍କ ଭଉଣୀ ମଧ୍ୟ ଏଥିରେ ସମ୍ପୃକ୍ତ ଥିଲେ। ସେ ତାଙ୍କର ଫାର୍ମ ହାଉସ ରେ ଚାରା କିଣିଥିଲେ। ନକଲି ଚେକ ଦେଇ ୧୦ ଲକ୍ଷର ଠକେଇ କରିଥିବା ମହିଳା ଅଭିଯୋଗ ଆଣିଛନ୍ତି। ଯାହାବି ହେଉ ଆପଣ ମାନେ ମଧ୍ୟ ଏଭଳି ଲୋକଙ୍କୁ ଚିନ୍ହି ରଖିବା ନିହାତି ଆବଶ୍ୟକ। ଏଠାରେ ମଧ୍ୟ ଗୋଟିଏ କଥା ବିଚାର କରିବାର ବିଷୟ ଏହିକି ଯେ ଲୋକ ମାନେ ଡାକ୍ତର ମାନଙ୍କୁ ଭଗବାନ ଵୋଲି ମାନନ୍ତି। ହେଲେ ଏଭଳି ନକଲି ଡାକ୍ତର ଆମ ସମାଜ ପାଇଁ ବହୁତ ଖରାପ ପ୍ରଭାବ ପଡିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.