Swastik Tv News Odisha

ମୃତ୍ୟୁର କୂଅ ମିଳିଲା ଦୁନିଆର ସବୁଠାରୁ ଦୁର୍ଲଭ ଭୟଙ୍କର ସାପ… ଯାହାକୁ ଦେଖିଲେ ଆପଣ ବି ଚମକି ଉଠିବେ…60 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ସ୍ୱାଭାବିକ ଭାବରେ ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ। ତେବେ ଆପଣ ଜାଣିଛନ୍ତି ଦୁନିଆରେ ସାପର ବହୁତ ପ୍ରକାର ପ୍ରଜାତି ରହିଛି, ଯେଉଁଥିରେ କିଛି ବହୁତ ଖତରନାକ ଥିବାବେଳେ ଆଉ କିଛି ବହୁତ ବିଶାକ୍ତ ମଧ୍ୟ ଅଛି।ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ।ଅନେକ ସାପ ଖାଦ୍ୟ ସନ୍ଧାନରେ ଘର ଭିତରକୁ ପଶି ଆସି ଥାଆନ୍ତି ଏବଂ ସେମାନଂକୁ ଧରିବା ପାଇଁ ସାପ ଧରାଳି ମାନେ ଆବଶ୍ୟକ ହୋଇଥାଆନ୍ତି।ତେବେ ସେ ଯାହାବି ହେଉନା କାହିଁକି ସର୍ପଘାତ ରେ ମୃତ୍ୟୁ ନିଶ୍ଚିତ ଏକ ବଡ ଦୁଃଖ ପାଲଟି ଯାଏ ପରବର୍ତ୍ତୀ ସମୟରେ।

ଆପଣ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ପାଇଥିବେ ସୋସିଆଲ ମିଡିଆରେ। ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ। ଅନେକ ସମୟରେ ଆପଣ ବିଷଧର ସାପ ସବୁ ଉଦ୍ଧାର ହେଉଥିବାର ଭିଡିଓ ଦେଖିବାକୁ ପାଉଥିବେ।ସାପ ଏକ ଏମିତି ଜୀବ ଅଟେ ଯାହାକୁ ମଣିଷ ବହୁତ୍ ଭୟ କରିଥାଏ।ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ। ତେବେ ଆଜି ଆମେ ଏହି ଭିଡିଓ ରେ କିଛି ଏପରି ସାପ ଉଦ୍ଧାରର କରା ଯାଉଥିବାର ଭିଡିଓ ଦେଖାଇବୁ ଯାହା ଏକ ବିରଳ ଏବଂ ବିଷଧର ସାପ ଅଟେ।

ବର୍ଷା ସମୟରେ ଏହି ସାପ ଗୁଡିକ ଶୁଖିଲା ସ୍ଥାନକୁ ଯିବାକୁ ଚାହିଁ ଏଠାରେ ଏକ କୂଅ ଭିତରକୁ ଗଳି ପଡ଼ିଥିଲେ। ଏହି କୂଅ ଭିତରେ ପଡ଼ିଥିଲେ ଦୁଇଟି ନାଗସାପ ଏବଂ ଦୁଇଟି କମନ କ୍ରେଟ। ସାପ ଧରାଳି ଜଣଙ୍କ ଆସି ଏଠାରେ ଏହି ସାପ ମାନଙ୍କୁ କୌଶଳ କ୍ରମେ ଉଦ୍ଧାର କରିଛନ୍ତି। ଏହି ସାପ ଗୁଡିକ ଏତେ ଭୟଙ୍କର ଯେ ଯାହାକୁ ଦଂଶନ କରିବ ତାର ପରିମାଣ ବହୁତ୍ ଭୟଙ୍କର ହୋଇପାରେ। ତେବେ ସାପ ଧରାଳି ଜଣଙ୍କ ସାପ ଗୁଡ଼ିକୁ କୌଶଳର ସହିତ ଉଦ୍ଧାର କରୁଥିବାର ଦେଖିବାକୁ ମିଳୁଛି। କିନ୍ତୁ ସାପଟି ରାଗରେ ଥରୁଥିବାର ଦେଖିବାକୁ ମିଳିଛି।ସେ ବାରମ୍ଵାର ଫଣା ଟେକି ଦଂଶନ କରିବାକୁ ଚେଷ୍ଟା କରୁଛି।

ଯାହାବି ହେଉ ସାପ ଗୁଡ଼ିକୁ ଏବଂ ସେହି କୂଅ ଭିତରେ ଥିବା ୪ଟି ବେଙ୍ଗକୁ ସାପ ଧରାଳି ଜଣଙ୍କ ବାହାର କରି ବାହାରକୁ ଆଣୁଛନ୍ତି। ଏହି ସାପ ଗୁଡିକ ଏତେ ବିଷଧର ଯେ ସେମାନେ ଯାହାକୁ ଦଂଶନ କରିବେ ଯଦି ଠିକ୍ ସମୟରେ ଚିକିତ୍ସା ନହୁଏ ତେବେ ବଞ୍ଚିବା ବହୁତ୍ କଷ୍ଟକର ଅଟେ। କାରଣ ଏମାନଙ୍କ ଦେହରେ ନ୍ୟୁରୋଟୋକ୍ସିକ ର ମାତ୍ରା ବେଶ୍ ଅଧିକ ରହିଥାଏ। ବିଷଧର ସାପ ଦଂଶନ କୁ ଅବହେଳା କରିବା ଅର୍ଥାତ୍ ମୃତ୍ୟୁକୁ ଆମନ୍ତ୍ରଣ କରିବା ସହ ସମାନ। ତେଣୁ ଆପଣ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.