Swastik Tv News Odisha

ଏହି Cute ଝିଅର Most Talented ଡ଼୍ୟାନ୍ସ ଦେଖି Nora Fatehi ମଧ୍ୟ ଫେଲ ମାରିବ… 86 Million ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଆଜିକାଲି ର ଯୁବପିଢି ମାନଂକର କିଛି ଏମିତି ପ୍ରକାରର କାର୍ଯ୍ଯ କଲାପର ଭିଡିଓ ସାମ୍ନାକୁ ଆସିଥାଏ ଯାହା ସାଧାରଣରେ ନିନ୍ଦନୀୟ ହୋଇଥାଏ। ଆମେ ଦେଖିବାକୁ ପାଉଥିବା ଅନେକ ଭାଇରାଲ ଭିଡିଓ ମାନଙ୍କ ମଧ୍ୟରୁ କିଛି ଘଟଣା ଏମିତି ରହିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ସମାଲୋଚନା ର ବିଷୟ ପାଲଟିଯାଏ। ତେବେ ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରି ନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ।ଏହା ବାସ୍ତବିକ୍ ଭାବରେ ଏମିତି କିଛି ଦିଗକୁ ଇଙ୍ଗିତ କରିଥାଏ ଯେ ଆମେ ଏହାକୁ ସହଜରେ ଗ୍ରହଣ କରି ପାରି ନଥାଉ।

ସୋସିଆଲ ମିଡିଆରେ ଏମିତି ଅନେକ କିଛି ଘଟଣା ପ୍ରତିଦିନ ଘଟି ଯାଉଥିବାର ଦେଖିବା କୁ ମିଳୁଛି ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥାଏ।ପରେ ଏପରି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥାଏ। ତେବେ ଦେଖିବାକୁ ମିଳୁଥିବା ଏପରି କିଛି ଘଟଣା ମାନଙ୍କ ମଧ୍ୟରୁ କିଛି ଘଟଣାକୁ ଆମେ ହେୟ ଜ୍ଞାନ କରି ଦେଇ ଥାଉ ତ ପୁଣି କିଛି ଘଟଣା ବିଷୟରେ ଆମେ ଆଲୋଚନା ଏବଂ ଚର୍ଚ୍ଚା କରିଥାଉ।ସୋସିଆଲ ମିଡିଆରେ ଏହିପରି ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଆପଣ ଦେଖୁଥିବେ। ଆଜିର କିଛି ଯୁବପିଢି ନିଜର ହିତାହିତ ଜ୍ଞାନ ଭୁଲି କିପରି ଭାବରେ ନିନ୍ଦନୀୟ କାର୍ଯ୍ୟ ସବୁ କରୁଛନ୍ତି ତାହା ତ ଆପଣ ଜାଣି ପାରୁଥିବେ।

ପାଠ ପଢିବି ସେମାନେ କିଛି ଏପରି ଅଶିକ୍ଷିତ ଭଳି କାମ କରୁଛନ୍ତି ତାହା ସାଧାରଣରେ ସମସ୍ତଙ୍କୁ ଚକିତ କରିଥାଏ। ଆଉ ବେଳେବେଳେ ସେମାନେ ଏମିତି ଭାବରେ ଏଥିପାଇଁ ଦଣ୍ଡ ପାଉଛନ୍ତି ତାହା ବାସ୍ତବରେ ଉଲ୍ଲେଖନୀୟ ଅଟେ। ସେମାନେ କେତେବେଲେ କଣ କରୁଛନ୍ତି ନିଜେ ଜାଣି ପାରୁ ନାହାଁନ୍ତି।ତେବେ କିଛି ଯୁବପିଢି ମାନେ ତାଙ୍କର ଏପରି କିଛି ଉଲ୍ଲେଖନୀୟ କାମ ପାଇଁ ସମୟକ୍ରମେ ଅପମାନିତ ମଧ୍ୟ ହୋଇଥାନ୍ତି। ତେବେ ସେହିପରି ଏକ ଘଟଣା ଏବେ ନିକଟରେ ଘଟିଛି, ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଆପଣ ଏହି ଘଟଣାରେ ଦେଖିବେ ଯେ କିପରି ଭାବରେ ଜଣେ ଯୁବକ ଯିଏକି ଜଣେ ଛାତ୍ର ଅଟନ୍ତି ସେ ଏକ ନିଛାଟିଆ ଘର ପାଖରେ ଜଣେ ଯୁବତୀ ଅର୍ଥାତ୍ ଛାତ୍ରୀ ଜଣଙ୍କୁ ପ୍ରୋପଜ କରୁଛନ୍ତି।ଯୁବକ ଜଣଙ୍କର ପ୍ରେମ ନିବେଦନ କରିବାର ତରିକା କେଉଁଭଳି ରହିଛି ତାହା ଆପଣ ଏଠାରେ ଦେଖି ପାରୁଥିବେ। ଆଉ ଏହାପରେ ଯୁବତୀ ଜଣଙ୍କ ଯୁବକଙ୍କୁ ଏକ ଚାପୁଡ଼ା ମାରୁଛନ୍ତି।ଏହି ଦୃଶ୍ୟକୁ ସେଠାରେ ଉପସ୍ଥିତ କେହିଜଣେ କ୍ୟାମେରା ରେ ରେକର୍ଡ କରିଥିଲେ।ପରେ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ପ୍ରେମ ନିବେଦନ କରି ଯୁବତୀଙ୍କ ପାଖରୁ ମାଡ଼ ଖାଇବାକୁ ପଡ଼ିଛି। ତେବେ ଏହା ଏବେ ମୋବାଇଲ୍ ରୁ ମୋବାଇଲ୍ କୁ ଘୂରି ବୁଲୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.