Swastik Tv News Odisha

Vlog ଭିଡିଓ ରେ Rupa ଙ୍କ ସହ Pintu ଙ୍କର ଚିଙ୍ଗୁଡ଼ି ମସ୍ତି ଭିଡିଓ ଦେଖିଲେ ହସିହସି ଗଡିଯିବେ… ପ୍ରଥମଥର ପାଇଁ ଏହି ଗୋଟିଏ ଭିଡିଓ 86 Million + Views

0

ଆସନ୍ତୁ ଦେଖିବା ବର୍ତ୍ତମାନ ଓଡିଶାରେ ପରିଚିତ ଦୁଇଟି ଲୋକପ୍ରିୟ ଚେହେରା ରୂପା ଏବଂ ପିଣ୍ଟୁ ଙ୍କ ଏକ ସୁନ୍ଦର୍ ଭିଡିଓ। ଯେଉଁ ଭିଡିଓ ରେ ପିଣ୍ଟୁ କେତେ ମଜା ମସ୍ତି କରୁଛନ୍ତି ଏବଂ ନିଜେ ମଜା କରିବା ସହିତ ଅନ୍ଯ ମାନଙ୍କୁ ମଧ୍ୟ ହସାଉ ଅଛନ୍ତି ତାହା ଦେଖନ୍ତୁ। ଆପଣ ତ ଜାଣିଛନ୍ତି ଏବେ ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ରେ ଦୁଇଟି ଚେହେରା ବେଶ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ସୋସିଆଲ ମିଡ଼ିଆରେ ତାଙ୍କର ଲୋକପ୍ରିୟତା ଏତେ ଅଧିକ ଯେ ତାଙ୍କୁ ଦେଖିବାକୁ ବହୁତ୍ ପଶନ୍ଦ କରୁଛନ୍ତି ଲୋକେ।ଏବେ ଏହି ଇଣ୍ଡଷ୍ଟ୍ରି ରେ ଏହି ଦୁଇ ଯୋଡି ବେଶ୍ ପରିଚିତ ହୋଇ ପାରିଛନ୍ତି ତାଙ୍କ ଟାଲେଣ୍ଟ କୁ ଦେଖାଇ।

ଆଉ ସେମାନଙ୍କର ଲୋକପ୍ରିୟତା ବି ବହୁତ୍ ଅଧିକ ରହିଛି। ସେମାନେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ରୂପା ଏବଂ ପିଣ୍ଟୁ। ସେମନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ। ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ଅଟନ୍ତି। ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ଅଧିକ। ଅନେକ ସମୟରେ ସେମାନଙ୍କ ଅନେକ କିଛି ଭିଡିଓ ମଧ୍ଯ ସାମ୍ନାକୁ ଆସିଥାଏ। ଯାହାକୁ ଦେଖି ଦର୍ଶକ ମାନେ ବହୁତ୍ ଖୁସି ହୋଇଥାନ୍ତି।ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛାନ୍ତି ରୂପା ପିଣ୍ଟୁ। ସୁନ୍ଦର୍ ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ଯ ହୃଦୟସ୍ପର୍ଶୀ ହେଉଛି।

ଏହାଛଡ଼ା ଲୋକଙ୍କ ହୃଦୟକୁ ଛୁଇଁ ପାରୁଛି ରୂପା ପିଣ୍ଟୁଙ୍କ ସବୁ ଭିଡିଓ ଗୀତ।ତେବେ ଏବେ ରୂପା ଏବଂ ପିଣ୍ଟୁଙ୍କ ଯେଉଁ ଦୃଶ୍ୟ ସାମ୍ନାକୁ ଆସୁଛି ସେଥିରେ ପିଣ୍ଟୁ ଅନେକ ମଜା କଥା କହିବା ସହିତ ପିଲା ମାନଙ୍କ ସହିତ ଖୁସି ରେ ଲାଗୁଛନ୍ତି।ବହୁତ୍ ଖୁସିର ସହିତ ସମସ୍ତେ ଏହି ଦୃଶ୍ୟକୁ ଉପଭୋଗ କରୁଛନ୍ତି। ତେବେ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ପିଣ୍ଟୁ ପ୍ରଥମେ ଧାନ ରାସ୍ତାରେ ପକାଇବାକୁ ନେଇ ଜଣେ ମହିଳାଙ୍କ ସହିତ ମଜାରେ ଝଗଡା କରୁଛନ୍ତି। ତାପରେ ତାଙ୍କର କୁନି ଝିଅକୁ ଆଇସକ୍ରିମ ଆଣି ଦେଉଛନ୍ତି। ଅନେକ ମଜା ମସ୍ତିର ଦୃଶ୍ୟ ଏହି ଭିଡିଓ ରେ ଦେଖିବାକୁ ମିଳୁଛି।

ତେବେ ଯାହା ଦେଖିବାକୁ ମିଳୁଛି ପିଣ୍ଟୁ ମାଛ ଖାଇବାକୁ ବହୁତ୍ ଭଲ ପାଆନ୍ତି।ଏକ ବଡ଼ ମାଛ କୁ ଆଣି ସେ ପଚାରୁଛନ୍ତି ଯେ ମାଆ ଏହା କେଉଁ ମାଛ କହିଲ। ଏହାପରେ ଚିଙ୍ଗୁଡ଼ି ଧରି ସେ କିପରି ଏକ ଛୋଟ ଝିଅ ସହିତ ଲାଗୁଛନ୍ତି ଏବଂ ଝିଅଟି ପାଟିକରି ଚାଲି ଯିବାକୁ ଚାହୁଁଛି।ପିଣ୍ଟୁ ପିଲାଟିକୁ ଧରିଛନ୍ତି ଏବଂ ତା ଆଗରେ ଜିଅନ୍ତା ଚିଙ୍ଗୁଡ଼ି କୁ ଦେଖାଇ ଡରାଉଛନ୍ତି। ଶେଷରେ ପିଲାଟି ଚିଲ୍ଲେଇ ଚିଲ୍ଲେଇ ପିଣ୍ଟୁ ଙ୍କ ହାତକୁ ଛାଟି ଦେଇ ଚାଲି ଯାଉଛନ୍ତି। ଏହାକୁ ଦେଖି ସମସ୍ତଂକ ସହିତ ପିଣ୍ଟୁ ମଧ୍ଯ ବହୁତ୍ ହସୁଥିବାର ଏବଂ ମଜା ନେଉଥିବାର ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.