Swastik Tv News Odisha

” ଓଡିଶାର ନୂଆ ସ୍ୱର ” Studio Round ରେ ପୁଣି ଚମକିଲେ ଭାଇରାଲ ବୟ Santanu ଙ୍କ କମାଲ – ତାଙ୍କ ଗୀତ ଶୁଣି ସମସ୍ତେ ନାଚିବାକୁ ଲାଗିଲେ…. ଦେଖିଲେ ହସି ହସି ଗଡିବେ….

0

ଜୁନିୟର ମାନଙ୍କ ପାଇଁ ଏକ ସ୍ୱରର ମହାମଞ୍ଚ ସୃଷ୍ଟି କରିଛି ଓଡ଼ିଶାର ସିଦ୍ଧାର୍ଥ ଟିଭି ଚ୍ୟାନେଲ। ଯେଉଁଠି ଅନେକ କୁନି ପ୍ରତିଭା ତାଙ୍କର ସ୍ୱର ର ଯାଦୁ ଦେଖାଇ ସମସ୍ତଙ୍କୁ ଆକର୍ଷିତ କରୁଛନ୍ତି। ତେବେ ଆପଣମାନେ ଜାଣିଛନ୍ତି ସିଦ୍ଧାର୍ଥ ଟିଭି ଚ୍ୟାନେଲ କିପରି ଭାବରେ ତାର ମନୋରଞ୍ଜନ ପୂର୍ଣ୍ଣ କାର୍ଯ୍ୟକ୍ରମ ଦ୍ବାରା ଦର୍ଶକ ମାନଙ୍କୁ ଏକ ଭଲ ପାଇବାର ଡୋରରେ ବାନ୍ଧି ରଖି ପାରିଛି। ଏହି ଟିଭି ଚ୍ୟାନେଲ ର ଅନେକ ଲୋକପ୍ରିୟତା ରହିଛି। ତେବେ ଏହି ଟିଭି ଚ୍ୟାନେଲ ରେ ଏବେ ପ୍ରସାରିତ ହେଉଥିବା ଏକ କାର୍ଯ୍ୟକ୍ରମ, ଏକ ସୀଙ୍ଗୀଙ୍ଗ ରିଏଲିଟି ଶୋ ଯାହା ସମସ୍ତଙ୍କ ର ବେଶ୍ ପସନ୍ଦର ଏବଂ ପ୍ରିୟର ଶୋ ହୋଇ ପାରିଛି।

ଆମେ କହୁଥିବା ଏହି ଶୋ ର ନାମ ହେଉଛି ଓଡ଼ିଶାର ନୂଆ ସ୍ୱର (ଜୁନିଅର୍)। ଜୁନିଅର୍ ମାନଙ୍କ ପାଇଁ ଏହି ମଞ୍ଚ ସ୍ୱରର ଏକ ମହାସମର ସୃଷ୍ଟି କରିଛି। ପିଲାମାନଙ୍କ ଗୀତର ପ୍ରତିଭା କୁ ଦେଖାଇବା ପାଇଁ ଏହି ଶୋ ଏକ ନୂତନ ସୁଯୋଗ ସୃଷ୍ଟି କରିଛି।ତେବେ ଏହି ଶୋ ର ଲୋକପ୍ରିୟତା ବହୁତ୍ ଅଧିକ ରହିଛି। କାରଣ ଛୋଟ ପିଲା ମାନଙ୍କ ପାଇଁ ଏହି ସ୍ୱରର ମଞ୍ଚରେ ଅନେକ ଜଣ ପିଲା ଆସି ତାଙ୍କର ପ୍ରତିଭା ଦେଖାଉ ଅଛନ୍ତି। ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ।

ତେବେ ଏହି ସ୍ୱରର ମଞ୍ଚରେ ଜଣେ ବାଳକ ଯାହାଙ୍କ ନାମ ଶାନ୍ତନୁ କୁମାର ମହାନ୍ତି ଯିଏକି ତାର ସ୍ଵରର ଯାଦୁରେ ସମସ୍ତଙ୍କୁ ଏପରି ସ୍ପର୍ଶ କରିଛି ଯେ ଏହାକୁ ଶୁଣି ସମସ୍ତେ ବହୁତ୍ ଖୁସି ହୋଇ ଯାଇଛନ୍ତି।ସେ ଏବେ ଭାଇରାଲ ବୟ ଶାନ୍ତନୁ ଭାବରେ ବେଶ୍ ପରିଚିତ। ଲୋକେ କହୁଛନ୍ତି ସେ ହେଉଛି ଛୋଟା ଫଟାକା ବଡା ଧମାକା। ଗୀତ ସାଙ୍ଗକୁ ତାର ଅଭିନୟ ଏବଂ କ୍ୟୁଟ କଥା ସମସ୍ତଙ୍କୁ ବେଶ୍ ଆକର୍ଷିତ କରୁଛି।ସେ ତାଙ୍କର ସ୍ବରର ଯାଦୁରେ ବିଚାରକ ମାନଙ୍କୁ ଆକର୍ଷିତ ଏବଂ ଆନନ୍ଦିତ କରିଛନ୍ତି। ସମସ୍ତେ ତାଙ୍କ ଗୀତକୁ ଶୁଣି, ତାଙ୍କର ସ୍ୱରକୁ ଶୁଣି ଏତେ ଖୁସି ହୋଇଛନ୍ତି ଯେ ସମସ୍ତେ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ପ୍ରକାଶ କରିଛନ୍ତି।

ଅନେକ ଭିଡିଓ ତ ଆପଣ ଶାନ୍ତନୁ ଙ୍କ ଦେଖିଥିବେ ଏବଂ ବେଶ୍ ମଜା ନେଇଥିବେ। ତେବେ ଷ୍ଟୁଡିଓ ରାଉଣ୍ଡ ର ଏହି ଯେଉଁ ଭିଡିଓ ରହିଛି ଏହାକୁ ଦେଖି ମଧ୍ଯ ଆପଣ ବହୁତ୍ ଖୁସି ହେବେ ଏବଂ ଶାନ୍ତନୁ ଙ୍କ ସ୍ୱର ଶୁଣି ଆନନ୍ଦିତ ହେବେ। ତାଙ୍କ ଭଳି ଅନେକ କୁନି ପିଲା କିପରି ତାଙ୍କର କୁନି ସ୍ଵରରେ ବିଚାରକ ମାନଙ୍କୁ ଏବଂ ଶ୍ରୋତା ମାନଙ୍କୁ ଆକର୍ଷିତ କରୁଛନ୍ତି ତାହା ଥରେ ଏଠାରେ ଦେଖନ୍ତୁ,ଯାହା ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.