Swastik Tv News Odisha

1100 ବର୍ଷ ପରେ ଘଟିଲା ମହା ସଂଯୋଗ , (ରାମନବମୀ 2022 ) ଆଜିଠାରୁ ଖୁସିର ସମୟ ଆରମ୍ଭ ଏହି 5ଟି ରାଶିରେ ଧନର ବର୍ଷା -Jyotisha Shastra

0

ଆଜି ହେଉଛି ପବିତ୍ର ଶ୍ରୀ ରାମନବମୀ , ଆଜିଠାରୁ ଏହି 5 ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଅଛି । ଏମାନଙ୍କ ଉପରେ ପ୍ରଭୁ ଶ୍ରୀରାମ ଏବଂ ହନୁମାନଙ୍କର କୃପାର ବର୍ଷା ହେବାକୁ ଯାଉଅଛି । ଏମାନଙ୍କର ଜୀବନ ସମ୍ପୂର୍ଣ୍ଣ ରୂପରେ ବଦଳିବାକୁ ଯାଉଅଛି , ଏମାନଙ୍କର ସମସ୍ତ ମନସ୍କାମନା ଏବେ ଠାରୁ ପୂର୍ଣ୍ଣ ହେବାକୁ ଯାଉଛି । ଆଜିରାତି ଠାରୁ ଗ୍ର ହ ମାନଙ୍କର ସ୍ଥିତି ରେ ପରିବର୍ତ୍ତନ ହେବାକୁ ଯାଉଅଛି । ଏହି ପରିବର୍ତ୍ତନ ଯୋଗୁଁ ଗ୍ରହରେ ମହାସମଯୋଗ ଘଟିବାକୁ ଯାଉଅଛି । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।

1. ସିଂହରାଶି :-

ଏହି ରାଶିର ଲୋକମାନଙ୍କୁ କମ ସମୟରେ ଅଧିକ ଲାଭ ମିଳିପାରିବ , କାନୁନ ମାମଲାରେ ଫସି ରହିଥିବା ଲୋକମାନଙ୍କୁ ସଫଳତା ମିଳିବ । ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଖୁସୀ ପୂର୍ଣ୍ଣ ରହିବ , କେବେବି ଆପଣଙ୍କ ପାଖରେ ଧନର ଅଭାବ ଦେଖାଦେବ ନାହିଁ । ବଜରଙ୍ଗବାଲୀଙ୍କ କୃପା ଆପଣଙ୍କ ଉପରେ ଲାଗି ରହିବ ।

2. କନ୍ୟାରାଶି :-

ଏହି କନ୍ୟାରାଶିର ଲୋକମାନଙ୍କ ଉପରେ ମହାସଂଯୋଗ ଫଳରେ ଧନର ବର୍ଷା ହୋଇପାରେ କିନ୍ତୁ ଆପଣଙ୍କୁ ବି ସାବଧାନ ରହିବାକୁ ପଡିବ । ଆଗାମୀ ଦିନ ମାନଙ୍କରେ ଆପଣଙ୍କ ଦ୍ୱାରା ଏମିତି କିଛି ଭୁଲ ନହୁଏ , ଯାହାଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ରାଗି ନଯାଆନ୍ତି ।

3. ବୃଷରାଶି :-

ଏହି ରାଶିର ଲୋକମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଏବେ ବର୍ଷିବାକୁ ଯାଉଅଛି , ଯାହାଫଳରେ ଗୋଟିଏ ପଟେ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ଦ୍ୱିତୀୟ ପଟେ ଆପଣଙ୍କ ଘରେ କୌଣସି ନୂଆ ଯାନବାହାନ ମଧ୍ୟ ଆସିପାରେ । ଫାଲତୁ ଜିନିଷର ପଇସା ଖର୍ଚ୍ଚ କରିବା ଠାରୁ ଆପଣ ଦୂରେଇ ରୁହନ୍ତୁ , ଏହା କଲେ କୁବେର ମହାରାଜ ଆପଣଙ୍କ ଠାରୁ ନିଜର କୃପା ଦୃଷ୍ଟି ମଧ୍ୟ ଦୂରେଇ ଦେଇ ପାରନ୍ତି ।

4. ତୁଳାରାଶି :-

ଏହି ତୁଳା ରାଶିର ଲୋକମାନଙ୍କର ଅସୁବିଧା ବହୁତ ଜଲଦି ସମାପ୍ତ ହେବାକୁ ଯାଉଅଛି । ଚାକିରୀ ଖୋଜୁଥିବା ଲୋକମାନଙ୍କୁ ବହୁତ ଜଲଦି ଚାକିରୀ ମିଳିବାର ସମ୍ଭାବନା ଅଛି । ଏହା ବ୍ୟତୀତ ଆଜି ଯାଏ ଚାଲିଆସୁଥିବା ଆର୍ଥିକ ଅସୁବିଧା ମଧ୍ୟ ବହୁତ ଜଲଦି ସମାପ୍ତ ହେବ । କୌଣସି କାର୍ଯ୍ୟକୁ ତରତର ହୋଇକଲେ ଆପଣ ଅସୁବିଧାରେ ପଡି ପାରନ୍ତି ।

5. କୁମ୍ଭରାଶି :-

ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ , ଲମ୍ୱା ସମୟରେ କରିଥିବା ପରିଶ୍ରମ ଏବେ ସଫଳ ପ୍ରଦାନ କରିବ । ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ ଜଲଦି ସଫଳତା ମିଳିବ , ଯେତେ ଅଧିକ ଆପଣ ପରିଶ୍ରମ କରିବେ ତା ଠାରୁ ଅଧିକ ଧନ ଆପଣଙ୍କୁ ପ୍ରାପ୍ତ ହେବ । ମା ଲକ୍ଷ୍ମୀ ଏବଂ ଭଗବାନ ହନୁମାନଙ୍କ କୃପା ଆଗାମୀ ସମୟରେ ଆପଣଙ୍କ ଉପରେ ବନି ରହିବ । ନିଜର ଖୁସୀ ପାଇଁ ଅନ୍ୟକୁ ଦୁଃଖ ଦେବା ଠାରୁ ଦୂରେଇ ରୁହନ୍ତୁ । ଏଭଳି କରିବା ଅର୍ଥ ମା ଲକ୍ଷ୍ମୀଙ୍କୁ ନିଜ ଠାରୁ ଦୂରେଇ ଦେବା ସହ ସମାନ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.