Swastik Tv News Odisha

ପ୍ରଥମଥର ” Bajiba Lo Jodi Mahuri ” ଗୀତର ଆଲୁବମ ଜବରଦସ୍ତ ଡ୍ୟାନ୍ସ କଲେ ଭାଇରାଲ ବୟ Santanu ଏବଂ କୁନି କଳାକାର…. ଏହି ଡ୍ୟାନ୍ସ ଦେଖିଲେ ନିଜକୁ ସମ୍ଭାଳି ପାରିବେନି…. ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଏମିତି ଏକ ମ୍ୟୁଜିକ ଭିଡିଓ ବିଷୟରେ ଆମେ ଆଜି ଆପଣଙ୍କୁ କହିବୁ ଯାହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ ଆଉ ବେଶ୍ ପ୍ରଶଂସା ବି କରିବେ। ଓଡ଼ିଶା ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ର ଏହା ଏକ ନୂଆ ଏବଂ ଭିନ୍ନ ପ୍ରୟାସ ଅଟେ। କିଛି ଭିଡିଓ ଏମିତି ରହିଥାଏ ତାହା ଲୋକଙ୍କୁ ବେଶ୍ ପସନ୍ଦ ହୋଇଥାଏ ଏବଂ ସେ ଗୀତର ଚାହିଦା ବେଶ୍ ବଢ଼ି ଯାଇଥାଏ। ସୋସିଆଲ ମିଡିଆରେ ଏହା ବହୁତ୍ ମାତ୍ରାରେ ଭାଇରାଲ ହୋଇଥାଏ। ସେହିପରି ଏବେ ଏକ ଗୀତ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି।ବର୍ତ୍ତମାନ ଏହି ଗୀତର ଚାହିଦା ଏକ ଭିନ୍ନ ଧରଣର ରହିଛି। ଏହାକୁ ଦେଖିଲେ ହିଁ ଆପଣ ଜାଣି ପାରିବେ ଯେ ଏହି ଭିଡିଓ ଟି କେଉଁଭଳି ହୋଇଛି।

ଏହି ଗୀତ ଏବେ ଏମିତି ଭାଇରାଲ ହେଉଛି ଯେ ଲୋକମାନେ ଏହାକୁ ଦେଖିବାକୁ ବହୁତ୍ ଇଚ୍ଛା କରୁଛନ୍ତି ଏବଂ ଖୁସି ହେଉଛନ୍ତି।ଏହି ଭିଡିଓ ରେ ନିଜେ ଅଭିନୟ କରିଛନ୍ତି ଭାଇରାଲ ବୟ ଶାନ୍ତନୁ କୁମାର ମହାନ୍ତି ଏବଂ ସେ ନିଜେ ଏହାକୁ ଗାଇଛନ୍ତି।ଏହି ଗୀତଟି ହେଉଛି, ବାଜିବ ଲୋ ଯୋଡି ମହୁରୀ। ଆପଣ ତ ଜାଣିଛନ୍ତି ଶାନ୍ତନୁ ଏବେ କିପରି ଭାବରେ ଲୋକପ୍ରିୟ ଚେହେରା ହୋଇ ପାରିଛନ୍ତି। ତାଙ୍କର ଭିଡିଓ ଏବଂ ଗୀତ ଶୁଣିବାକୁ ପାଗଳ ହେଉଛନ୍ତି ଦର୍ଶକ। ତେବେ ଏବେ ମ୍ୟୁଜିକ ଭିଡିଓ ଗୁଡ଼ିକର କିପରି ଚାହିଦା ରହିଛି ତାହା ତ ଆପଣ ମାନେ ଜାଣି ପାରୁଥିବେ।ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି।

ସେହିପରି ଏହି ସୁନ୍ଦର୍ ଭିଡିଓ ରେ ସୁନ୍ଦର୍ ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ଯ ହୃଦୟସ୍ପର୍ଶୀ ହେଇଛି।ଏହାଛଡ଼ା ଲୋକଙ୍କ ହୃଦୟକୁ ମଧ୍ଯ ଛୁଇଁ ପାରୁଛି ଏହି ଗୀତ। ତେବେ ଏ ଗୀତର ଲେଖା ମଧ୍ୟ ବହୁତ ସୁନ୍ଦର୍ ହେଇଛି ଏବଂ ଲୋକଙ୍କୁ ଆକର୍ଷିତ କଲାଭଳି ହେଇଛି। ତେବେ ଏହି ଗୀତର ଟେକ୍ନିକାଲ ମୋଡ଼ିଫିକେଶନ, ଗ୍ରାଫିକ୍ସ ଡିଜାଇନ୍ ମଧ୍ଯ ଅନେକ ମାତ୍ରାରେ ହେଇଛି। ଯାହା ଏହି ଭିଡିଓ କୁ ବହୁତ୍ ସୁନ୍ଦର କରି ପାରିଛି।ଏହି ଭିଡିଓ ଗୀତ ଯୁବପିଢି ଙ୍କୁ ପସନ୍ଦ ଆସିବା ଭଳି ହୋଇଛି।ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ କେତେ ମଜାଦାର ନିର୍ଦ୍ଦେଶନା ଏବଂ ସଂଯୋଜନା ହୋଇଛି ଏହି ଗୀତରେ।

ଏଠାରେ ଏହି ଭିଡିଓ ରେ କିପରି ଶାନ୍ତନୁ ଏବଂ ଗୁନ ଗୁନ ଏକ ଜବରଦସ୍ତ ଡାନ୍ସ ଜଲୱା ଦେଖାଉଛନ୍ତି ତାହା ଦେଖନ୍ତୁ।ଏହି ଭିଡିଓର ନିର୍ଦ୍ଦେଶନା ସୁଶାନ୍ତ କୁମାର ଦେଇଥିବା ବେଳେ ଏହାର ପ୍ରଯୋଜକ ହେଉଛନ୍ତି ପବିତ୍ର ମହାନ୍ତି।ଏହି ଗୀତକୁ ଗାଇଛନ୍ତି ଶାନ୍ତନୁ ଏବଂ ଅଙ୍କିତା।ଏହି ଗୀତଟି ବହୁତ୍ ଲୋକଙ୍କୁ ହୃହୟକୁ ଛୁଇଁବାରେ ଲାଗିଛି। ଆପଣ ବି ଏହି ଭିଡିଓ କୁ ଦେଖିଲେ ନିଶ୍ଚୟ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.