Swastik Tv News Odisha

ମଜାଳିଆ ପ୍ରଶ୍ନ – ଏମିତି କେଉଁ ଜିନିଷ ପୁରୁଷ ଥରେ କରେ, କିନ୍ତୁ ସ୍ତ୍ରୀ ବାର ବାର କରିଥାଏ ? 99 % ଉତ୍ତର ଦେବାରେ ଫେଲ

0

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ IAS ପରୀକ୍ଷା ଇଣ୍ଟରଭୁ ପରୀକ୍ଷା ରେ ପଚାରା ଯାଇଥିବା କେତୋଟି ଚତୁର ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ଆଜିକାଲିର ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ଚତୁର ପ୍ରଶ୍ନ;

ପ୍ରଶ୍ନ-୧- ତିନି ଅକ୍ଷରର ନାମ ତାର, ଓଲଟା କିମ୍ବା ସିଧା ଲେଖ ହେବ ସମାନ ସେ କିଏ ?
ଉତ୍ତର – କଟକ

ପ୍ରଶ୍ନ-୨- ଏମିତି କଣ ଅଟେ ଯାହାକୁ ମାରିଲେ ଆପରାଧ ହୁଏନି ?
ଉତ୍ତର- ମିସ କଲ

ପ୍ରଶ୍ନ-୩- ଖାଇବାକୁ ଦେଲେ ବଞ୍ଚେ ପିଇବାକୁ ଦେଲେ ମରେ ସେ କିଏ ?
ଉତ୍ତର- ନିଆଁ

ପ୍ରଶ୍ନ-୪- ଗୋଟିଏ ଗାଡି ଚାରୋଟି ପାଇଲଟ ସେ କେଉଁ ଗାଡି ?
ଉତ୍ତର- କୋକେଇ

ପ୍ରଶ୍ନ-୫- ଜଣେ ଲୋକ 3 ଟଙ୍କାରେ ନଡ଼ିଆ କିଣି 2 ଟଙ୍କା ରେ କିଛି ଦିନ ବିକିଲା ପରେ କେମିତି ସେ ଲକ୍ଷ ପତି ହେଲା ?
ଉତ୍ତର- ସେ ଆଗରୁ କୋଟିପତି ଥିଲା

ପ୍ରଶ୍ନ-୬- ଆଗ ବାପାର ଜନ୍ମ ନା ପୁଅର ଜନ୍ମ ?
ଉତ୍ତର- ପୁଅ ଜନ୍ମ ହେବା ପରେ ଯାଇକି ବାପା ଡାକ ଶୁଣିବ

ପ୍ରଶ୍ନ-୭- ଆଜିକାଲି ଲୋକ କଣ ବେଶୀ ମାଗଣାରେ ମାରୁଛନ୍ତି ?
ଉତ୍ତର- ମିସ କଲ

ପ୍ରଶ୍ନ-୮- ଏମିତି କଣ ଅଟେ ଯାହା ପୁରୁଷ ଗୋଟିଏ ଥର କରିଥାଏ, ସ୍ତ୍ରୀ ବାର
ବାର କରିଥାଏ ?
ଉତ୍ତର-ମୁଣ୍ଡରେ ସିନ୍ଦୁର ଲଗେଇବା

ପ୍ରଶ୍ନ-୯- କାହାର ଜନ୍ମ ଦିନ ପ୍ରତିବର୍ଷ ଆସି ନଥାଏ ?
ଉତ୍ତର – ଫେବୃୟାରୀ 29 ଅଧିବର୍ଷ

ପ୍ରଶ୍ନ-୧୦- ବଙ୍କା ବଙ୍କା ମାମୁଁ ତମେ ଯାଉଛ କେଣିକି, ଦାନ୍ତ କିଲ୍ଲା ଭଣଜା ପଚାରୁ କାହିଁକି ଏହାର ମାନେ କଣ ?
ଉତ୍ତର- ସାପ, କପାତୁଲା

ପ୍ରଶ୍ନ-୧୧- ସବୁଦିନ କିଏ ନୂଆ ଶାଢ଼ୀ ପିନ୍ଧି ଥାଏ ?
ଉତ୍ତର- ପିଜୁଳି ଗଛ

ପ୍ରଶ୍ନ-୧୨- ହାତ ନାହିଁ କି ଗୋଡ଼ ନାହିଁ କିନ୍ତୁ ସେ ମୁଣ୍ଡରେ ବସେ ?
ଉତ୍ତର- ଟୋପି

ପ୍ରଶ୍ନ-୧୩- ଗରିବ ଲୋକ ଫିଙ୍ଗି ଦେଇ ଥାଆନ୍ତି , ଧନୀ ଲୋକ ସାଇତି ରଖନ୍ତି ତାହା କଣ ?
ଉତ୍ତର- ସିଙ୍ଗାଣି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.