Swastik Tv News Odisha

ପ୍ରଥମଥର ଚୁଡିଦାର ପିନ୍ଧି ହିରୋଇନ Rupa – Pintu ସୁଟିଂ ସେଟ ରେ କଲେ ଧମାକାଦାର ଡ୍ୟାନ୍ସ….ଦେଖିଲେ ନିଜକୁ ସମ୍ଭାଳି ପାରିବେନି… 8 Million + Views

0

ବନ୍ଧୁଗଣ ଆପଣ ତ ଜାଣିଛନ୍ତି କିପରି ଭାବରେ ଆମ ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ଏବେ ଆଲବମ୍ ଜଗତରେ ତାର ପାରଦର୍ଶିତା ହାସଲ କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛନ୍ତି ଯୁବ ଆର୍ଟିଷ୍ଟ ମାନେ। ସୁନ୍ଦର୍ ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ଯ ହୃଦୟସ୍ପର୍ଶୀ ହେଉଛି। ଏହାଛଡ଼ା ଲୋକଙ୍କ ହୃଦୟକୁ ମଧ୍ଯ ଛୁଇଁ ପାରୁଛି ଏହି ସବୁ ଗୀତ। ତେବେ ଏସବୁ ଗୀତର ଲେଖା ମଧ୍ୟ ବହୁତ ସୁନ୍ଦର୍ ହେଉଛି ଏବଂ ଲୋକଙ୍କୁ ଆକର୍ଷିତ କଲାଭଳି ହେଉଛି। ଟେକ୍ନୋଲୋଜି ଏବଂ ନିଜର ଟାଲେଣ୍ଟ କୁ ଉପଯୋଗ କରି ଏହି ଇଣ୍ଡଷ୍ଟ୍ରି ଅନେକ ସମୟରେ ସେମାନଙ୍କ ଜବରଦସ୍ତ ପ୍ରତିଭାକୁ ଦେଖାଉଛନ୍ତି।

ଅନେକ ଯୁବପିଢି ତ ଏପରି ଦମଦାର ଭିଡିଓ ସବୁ କରୁଛନ୍ତି, କିନ୍ତୁ ଏବେ ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ଦୁଇ ଯୋଡି ବେଶ୍ ପରିଚିତ ଚେହେରା ଭାବରେ ଉଭା ହୋଇଛନ୍ତି। ସେମାନେ ତାଙ୍କ ଟାଲେଣ୍ଟ କୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଗୀତ କରୁଛନ୍ତି। ଆଉ ସେମାନଙ୍କର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି।ତେବେ ସେମାନେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ରୂପା ଏବଂ ପିଣ୍ଟୁ। ସେମନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ।ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ଅଟନ୍ତି।ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ଅଧିକ।

ତେବେ ସେମାନେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଅନ୍ୟ ମାନଙ୍କ ଭଳି ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ତାଙ୍କର ଚାହିଦା ବେଶ୍ ଅଧିକ ରହିଛି।ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି। ଆଉ ଏହି ଇଣ୍ଡଷ୍ଟ୍ରି ମଧ୍ଯ ବହୁତ୍ ଭଲ ରୋଜଗାର କରୁଛି। ସେହିପରି ଏବେ ରୂପା ପିଣ୍ଟୁଙ୍କ ଡାନ୍ସ ପ୍ରାକଟିସ ର ଏକ ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି। ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଏଠାରେ ଏହି ଭିଡିଓ ରେ କିପରି ଭାବରେ ରୂପା ଏବଂ ପିଣ୍ଟୁ ଷ୍ଟୁଡ଼ିଓର ସୁଟିଂ ସେଟ୍ ରେ ଡାନ୍ସ ଅଭ୍ୟାସକରୁଛନ୍ତିତାହା ଦେଖିବାକୁ ମିଳିଛି। ଡାନ୍ସ ମାଷ୍ଟର ସେମାନଂକୁ ଏହି ଡାନ୍ସ ଶିଖାଉ ଥିବାର ଦେଖିବାକୁ ମିଳୁଛି।

ତାଙ୍କ ସହ ଅନ୍ଯ ଡାନ୍ସ ପାର୍ଟନର ମାନେ ରହିଛନ୍ତି, ଯେଉଁମାନେ ସେଠାରେ ରୂପା ଓ ପିଣ୍ଟୁ ଙ୍କ ସହିତ ଡାନ୍ସ ଅଭ୍ୟାସ କରୁଛନ୍ତି। ଅନେକ ମଜା ମସ୍ତିର ସହିତ ସେଠାରେ ଏହି ଡାନ୍ସ ଅଭ୍ୟାସ ଚାଲିଛି। ତେବେ ସୁଟିଂ ସେଟ୍ ଭିତରୁ ଏପରି ଭାଇରାଲ ଦୃଶ୍ୟ ରୂପା ପିଣ୍ଟୁ ଙ୍କ ପ୍ରଶଂସକ ଙ୍କୁ ବହୁତ୍ ଖୁସି ଦେଇଛି। ତେବେ ଯେଉଁ ଗୀତ ପାଇଁ ଏହି ଡାନ୍ସ ଅଭ୍ୟାସ ହେଉଛି ସେହି ଗୀତଟି ହୃହୟକୁ ଛୁଇଁଲା ଭଳି ହୋଇଛି। ଆପଣ ବି ଏହି ଭିଡିଓ କୁ ଦେଖିଲେ ନିଶ୍ଚୟ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.