Swastik Tv News Odisha

Jyotisha Shastra – 1980 ରୁ 2000 ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ଆପଣଙ୍କ ଜନ୍ମ ବର୍ଷ ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ , ଆପଣଙ୍କ ଜନ୍ମ ବର୍ଷ ଆପଣଙ୍କ ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ବହୁତ ଗୁଡିଏ ଗୁପ୍ତ କଥା କହିଥାଏ । ଯଦି ଆପଣଙ୍କ ଜନ୍ମ 1980 ରୁ 2000 ବର୍ଷ ମଧ୍ୟରେ ହୋଇଛି ତେବେ ନିଶ୍ଚୟ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ବିଷୟରେ ।

1. 1980 – 1983 ମସିହା :-

ଯେଉଁ ବ୍ୟକ୍ତି ମାନଙ୍କର ଜନ୍ମ ଏହି ବର୍ଷରେ ହୋଇଅଛି ସେମାନେ ସ୍ୱଭାବରୁ ଚୁମ୍ୱକୀୟ ଆକର୍ଷଣର ହୋଇଥାନ୍ତି । ଏମାନେ କଥାରେ ଧନୀ ହୋଇଥାନ୍ତି , ଏମାନଙ୍କ ବ୍ୟକ୍ତିତ୍ୱ ସମସ୍ତଙ୍କୁ ପସନ୍ଦ ଆସିଥାଏ ।

2. 1981 -1984 ମସିହା :-

ଏହି ବର୍ଷ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବହୁତ ସ୍ମାର୍ଟ ହୋଇଥାନ୍ତି , ନିଜ ପରିଶ୍ରମ ଦ୍ୱାରା ବହୁତ କିଛି ହାସଲ କରିଥାନ୍ତି । ସ୍ୱଭାବରୁ ବହୁତ ପଜେଟିଭ ହୋଇଥାନ୍ତି , ଆପଣ କିଛି ନବୁଝି କାହାକୁ ମଧ୍ୟ କିଛି କହିଦିଅନ୍ତି , ଯାହାଫଳରେ ଆପଣ ମାନେ ଲୋକଙ୍କ ସାମ୍ନାରେ ଖରାପ ମଧ୍ୟ ବନିଯାଆନ୍ତି ।

3. 1982 – 1985 ମସିହା :-

ଏହି ବର୍ଷରେ ଜନ୍ମ ହୋଇଥିବା ଲୋକମାନେ ସବୁବେଳେ ମନ କଥା ହିଁ ଶୁଣିଥାନ୍ତି , ଏହାର ଆଧାରରେ ହିଁ କାମ କରିଥାନ୍ତି । ଯଦି ଆପଣ ଲାଇଫରେ ଶାନ୍ତିରେ ରହିବା ପାଇଁ ଚାହୁଁଥାନ୍ତି , ସେତେବେଳେ ଆପଣଙ୍କ ରାଗକୁ କଣ୍ଟୋଲ ରେ ରଖିବା ଉଚିତ୍ ।

4. 1986 -1988 ମସିହା :-

ଆପଣ ସ୍ୱତନ୍ତ୍ର ବିଚାରର ବ୍ୟକ୍ତି ଅଟନ୍ତି , ଯିଏକି କାହା କଥାରେ ଆସି କାମ କରିବା ପାଇଁ ଚାହିଁ ନଥାନ୍ତି । କିନ୍ତୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ଆପଣ ତା ଉପରେ ଥରେ ଭାବିବା ପାଇଁ ପଡିବ , ନଚେତ୍ ପରେ ପସ୍ତେଇ ପାରନ୍ତି ।

5. 1987 -1989 ମସିହା :-

ଏହି ବର୍ଷ ଜନ୍ମ ହୋଇଥିବା ଲୋକଙ୍କ ବିଷୟରେ କୁହାଯାଏ କି , ଏମାନେ ଯାହାକୁ ଭଲ ପାଆନ୍ତି ତାଙ୍କ ଛଡା ଏମାନଙ୍କୁ କିଏ ମଧ୍ୟ ଦେଖାଯାଆନ୍ତି ନାହିଁ । ଆପଣ ଯାହାକୁ ପସନ୍ଦ କରିଛନ୍ତି ତାଙ୍କ ବିନା ଗୋଟିଏ ମୁହୂର୍ତ୍ତ ରହି ପାରନ୍ତି ନାହିଁ ।

6. 1990 – 1992 ମସିହା :-

ଏହି ବର୍ଷ ଜନ୍ମ ହୋଇଥିବା ଲୋକଙ୍କୁ ନିଜ ଭାବନା ଉପରେ ଧ୍ୟାନ ଦେବା ଦରକାର , ଏପରି କରିବା ଦ୍ୱାରା ଆପଣ ନିଜ ଜୀବନରେ ସଫଳତାରେ ଆଗକୁ ବଢିପାରିବେ ।

7.1991 – 1993 ମସିହା :-

ଯେଉଁ ଲୋକ ମାନଙ୍କର ଜନ୍ମ ଏହି ବର୍ଷ ହୋଇଛି , ସେମାନେ ବହୁତ ରଚନାତ୍ମକ ହୋଇଥାନ୍ତି , ଆପଣା ଲୋକଙ୍କୁ ବିଶ୍ୱାସ କରିବାରେ ଅଧିକ ସମୟ ନେଇଥାନ୍ତି ।

8. 1994 – 1996 ମସିହା :-

ଏହି ବର୍ଷ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବହୁତ ଭଲ ହୋଇଥାନ୍ତି , ଆପଣ ସମସ୍ତଙ୍କୁ ପସନ୍ଦ ଆସିଥାନ୍ତି । ଆପଣଙ୍କୁ ସସସ୍ତେ ପାଖରେ ରଖିବାକୁ ପସନ୍ଦ କରିଥାନ୍ତି ।

9. 1995 – 1997 ମସିହା :-

ଏହି ବ୍ୟକ୍ତିମାନେ ଜୀବନରେ ପଜେଟିଭ ଭାବନା ରଖିଥାନ୍ତି , ଏମାନଙ୍କ ପାଖରେ ପ୍ରେମ ଭରି ହୋଇ ରହିଥାଏ ।

10. 1998 -1999 ମସିହା :-

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ବହୁତ ରଚନାତ୍ମକ ଏବଂ ବୁଦ୍ଧିମାନ ଅଟନ୍ତି , ଆପଣଙ୍କର ସମ୍ୱେଦନଶୀଳ ସ୍ୱଭାବ ସମସ୍ତଙ୍କୁ ପସନ୍ଦ ଆସିଥାଏ ।

11. 2000 ମସିହା :-

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ବହୁତ ଆତ୍ମବିଶ୍ୱାସୀ ହୋଇଥାନ୍ତି , ମିଛ କହୁଥିବା ଲୋକଙ୍କୁ ଘୃଣା କରିଥାନ୍ତି । ବହୁତ ପରିଶ୍ରମୀ ମଧ୍ୟ ହୋଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.