Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ସିଂହଟି ଝିଅଟିକୁ ଝାମ୍ପିନେବା ପାଇଁ ଆସୁଥିବା ବେଳେ ଦେଖନ୍ତୁ ହଠାତ କ’ଣ କଲା ଛୋଟ ଛୁଆଟି…. ଏବେ ସୁଦ୍ଧା 86 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ନିଶ୍ଚିତ ଭାବରେ ପ୍ରତିଦିନ ସୋସିଆଲ ମିଡିଆରେ ଆପଣମାନେ ଅନେକ ଭାଇରାଲ ଘଟଣା ବିଷୟରେ ଜାଣିବାକୁ ପାଉଥିବେ। ଅନେକ ପ୍ରକାର ଏମିତି ଘଟଣା ଆମ ସମ୍ମୁଖକୁ ଆସିଥାଏ ଯାହା ଦେଖିବା ପରେ ଆମେ ତାଜୁବ୍ ହୋଇ ଯାଇଥାଉ। ସେହିପରି ଏବେ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି ଏକ ଅଜିବ ଘଟଣାର ଭାଇରାଲ ଭିଡ଼ିଓ। ଯାହାକୁ ଯିଏ ବି ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି ଏବଂ ଭୟ ବି କରୁଛି। ନିଶ୍ଚିତ ଭାବରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏହିପରି ଭାଇରାଲ ଘଟଣା ସବୁ ଦେଖୁଥିବେ ଏବଂ ସେୟାର ମଧ୍ୟ କରୁଥିବେ। କିନ୍ତୁ ଏହାକୁ ଦେଖି ସେତିକି ଭୟଭୀତ ବି ହେଉଥିବେ।

ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ହୋଇଥାଏ ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବା ସହିତ ବହୁତ୍ ଖୁସି ମଧ୍ଯ ଲାଗିଥାଏ। ତେବେ ସେହିପରି କିଛି ଖୁସି ମଜାର ଭିଡିଓ ବ୍ୟତୀତ କିଛି ଏମିତି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଥାଏ, ଯାହା ସାଧାରଣରେ ସମସ୍ତଙ୍କୁ ଭୟଭୀତ କରାଇଥାଏ ଏବଂ ତାହା ବେଶ୍ ଭାଇରାଲ ହୋଇଥାଏ। ଲୋକେ ଏହାକୁ ଦେଖି ଚକିତ ହୋଇ ଯାଇଥାନ୍ତି। ତେବେ ଏହିପରି ଅନେକ ଭିଡିଓ ଯାହା ମାତ୍ର ଅଳ୍ପ ସମୟ ମଧ୍ୟରେ ଆମ ସମ୍ମୁଖରେ ଆସି ପହଞ୍ଚି ଯାଇଥାଏ ଏଵଂ ଆମେ ସେ ବିଷୟରେ ଜାଣିବାର ସୁଯୋଗ ପାଇଥାଉ।

ଏହି ଭିଡିଓ ରେ ସେମିତି କଣ ଘଟିଛି ତାହା ଦେଖନ୍ତୁ। ଯାହାକୁ ଦେଖିଲେ ଆପଣ ବି ଭୟରେ ଥରି ଉଠିବେ। ଏଠାରେ କିପରି ଏକ ସିଂହ ଏକ ଛୋଟ ପିଲା କୁ ପାଖରେ ଥିବାର ଦେଖି ସୁଯୋଗ କ୍ରମେ ତା ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରୁଛି। ପିଲାଟି ତା ଆଡକୁ ଚାହିଁ ରହିଥାଏ ଏବଂ ସିଂହ ମଧ୍ୟ ତାକୁ ଦୂରରୁ ଅନୁଧ୍ୟାନ କରୁଥାଏ। ଆଉ ହଠାତ୍ ସିଂହଟି ଶିକାର ପାଖରେ ରହିଛି ଦେଖି ଯେତେବେଳ ତା ଉପରକୁ ଆକ୍ରମଣ କରିବାକୁ ଚାଲି ଆସୁଛି ସେତେବେଳେ ସେ କିନ୍ତୁ ଏଥିରେ ବିଫଳ ହେଉଛି କାରଣ ସେ ପିଲାଟିକୁ ତାର କବଜା କୁ ନେଇ ପାରୁନି କିମ୍ୱା ସ୍ପର୍ଶ କରି ପାରୁନାହିଁ।

ତେବେ ଏହାର କରଣ ହେଉଛି ପିଲାଟିର ଆଗରେ ଏକ କାଚର ଗେଟ୍ ରହିଛି।ଯେଉଁପାଇଁ ସିଂହଟିକୁ ଏହା ଜଣା ପଡୁନାହିଁ।ସେ ତାର ଶିକାର ପାଖରେ ଅଛି ଭାବି ଆକ୍ରମଣ ପାଇଁ ଦୌଡ଼ି ଆସୁଛି ଏବଂ କାଚରେ ବାଡ଼େଇ ହୋଇ ଯାଉଛି। ଏହାକୁ ଦେଖି କୁନି ପିଲାଟି ସେଠାରେ ବିଚଳିତ ହେଇ ପଡୁଥିବା ଦେଖିବକୁ ମିଳୁଛି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ଘଟଣା ଟି ହେଉଛି ଜାପାନ ର ଏକ ଚିଡ଼ିଆ ଘରର। ଏଠାରେ ସିଂହକୁ ପାଖରୁ ଦେଖିବା ପାଇଁ ଏପରି କାଚର ଗେଟ୍ କରା ଯାଇଛି ଯେଉଁଠି ଜଣେ ଭଲ ଭାବରେ ପାଖରୁ ସିଂହକୁ ଦେଖି ପାରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.